ମାଇକ୍ରୋଫାଇନାନ୍ସ ଲୁଟ ଘଟଣାର ପର୍ଦାଫାଶ
ନିଜେ ମେନେଜର ଟଙ୍କା ହଡପ କରି ପୋଲିସ କୁ କରିଥିଲା ଫୋନ
ଅଭିଯୁକ୍ତ ନିକଟରୁ ଜବତ ହେଲା 2 ଲକ୍ଷ 93 ହଜାର ରୁ ଉର୍ଦ୍ଧ୍ବ ଟଙ୍କା
ବରଗଡ :- ଗତ 9 ତାରିଖ ରାତିରେ 112 କୁ ପାଇକମାଲ ନିକଟସ୍ଥ ବୈଦପାଳି ରୁ ଏକ ଫୋନ ଯାଇଥିଲା । ଏହି ଫୋନ କଲ କରିଥିବା ବ୍ୟକ୍ତି ଜଣକ କହିଥିଲା ଯେ…