ଆଦାନୀ ମହାଘୋଟାଲାର ଜେପିସି ତଦନ୍ତ ଦାବିରେ କଂଗ୍ରେସର ରାଜଭବନ ଚଲୋ
https://youtu.be/A8V2CYKBE7c
"ବିଜେଡି ବିଜେପି ଭାଇ ଭାଇ, ଦେଶ ରାଜ୍ୟକୁ ଦେଲେ ଖାଇ "
ଭୁବନେଶ୍ୱର ତା ୧୩.୩- ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଦାନୀ ମହା ଘୋଟଲାର ଜେପିସି ତଦନ୍ତ…