ଜଳ ସମ୍ପଦ ବିଭାଗରେ ଜଳ ଦିବସ ପାଳିତ : ‘ଜଳ ଯୋଗାଯୋଗ ରଣନୀତି’ ପୁସ୍ତକ ପ୍ରକାଶନ ଓ୍ୱାଟର ଡକ୍ସ ଓ ପିନସିସର ଶୁଭାରମ୍ଭ
ଜଳର ଆବଶ୍ୟକତା ଲକ୍ଷ୍ୟପୂରଣ ନିମନ୍ତେ ନିରନ୍ତର ପ୍ରୟାସ ଜାରି ରହିଛି –ଜଳ ସଂପଦ ମନ୍ତ୍ରୀ ଶ୍ରୀମତୀ ସାହୁ
ଭୁବନେଶ୍ୱର: ରାଜୀବ ଭବନ ସ୍ଥିତ ରାଜ୍ୟ ଜଳ ସଂପଦ ବିଭାଗ ସମ୍ମିଳନୀ କକ୍ଷରେ ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ…