କନ୍ଧମାଳ ଠାରେ ୧୦୮ ଆମ୍ବୁଲାନ୍ସ ପକ୍ଷରୁ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ

କନ୍ଧମାଳ : ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବାକୁ ଲୋକାଭିମୁଖୀ କରିବା ସହ ସେବାକୁ ଆହୁରି ଉନ୍ନତ କରିବା ଉଦ୍ଦେଶ୍ୟରେ ଜିକିତ୍ସା ହେଲଥକେୟାର ଲିମିଟେଡ ପକ୍ଷରୁ ଚଳିତ ଡିସେମ୍ବର ୧୦ ତାରିଖ ଦିନ କନ୍ଧମାଳ ଜିଲ୍ଲା ସ୍ଥିତ ହୋଟେଲ କେପି ସାଲୁନ୍‌କି ଠାରେ ଆମ୍ବୁଲାନ୍ସ ସେବା ପାଇଥିବା ଲୋକଙ୍କୁ ନେଇ…

ମହୁମାଛି ଆକ୍ରମଣରେ ମହିଳା ମୃତ

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ :ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କମ୍ପର ଗ୍ରାମରେ ମହୁମାଛି ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ଉଜେରବତୀ ଭତ୍ରା। ଘଟଣାରୁ ପ୍ରକାଶ ଯେ, ମୃତ ଉଜରମତୀ ଗତକାଲି ସକାଳୁ ୬ ଘଣ୍ଟା ସମୟରେ ଡ଼ିଉଟି କରିବାକୁ ଉତ୍କଳ ଆଲୁମିନା…

ନିତ୍ୟାନନ୍ଦ ପାଠାଗାରର ୯ମ ବାର୍ଷିକ ମହୋତ୍ସବ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କରଣ ସାହି ଠାରେ ନିତ୍ୟାନନ୍ଦ ପାଠାଗାରର ୯ମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ରାଧା ମୋହନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠାନର ସଭାପତି ଗୌର ହରି ପଟ୍ଟନାୟକଙ୍କ ପରିଚାଳନାରେ ମୁଖ୍ୟ…

ଜଟେସିଂହା ମଣ୍ଡି ଉଦଘାଟିତ, ପ୍ରଥମ ଦିନରେ ଉଠିଲା ୧୩୦ କୁଇଣ୍ଟାଲ ଧାନ

ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ସେବା ସମବାୟ ଲିଃ ପ୍ରାଙ୍ଗଣରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ସଭାପତି ଜତିନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂଜାର୍ଚ୍ଚନା କରି ଧାନ କିଣାର ଶୁଭାରମ୍ଭ କରିଥିଲେ।ସେବା ସମବାୟ ସମ୍ପାଦକ…

ବେଆଇନ କୋଇଲା ଚୋରାଚାଲାଣ : ପୁଲିସ ନିରବ , ବେପାରୀ ମାଲେମାଳ

ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଏବେ ପଥର କୋଇଲା ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି। କୋଇଲା ମାଫିଆ ଓ କିଛି ପୁଲିସ ଅଧିକାରୀ ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହି ଅଞ୍ଚଳରେ ଖୋଲାଖୋଲି ବେଆଇନ ପଥର କୋଇଲା ବେପାର ଚାଲୁଛି। ଫଲରେ ସରକାର ଙ୍କ ନୂତନ…

ବେଙ୍ଗାଲୁରୁରେ ପ୍ରତିନିଧିମାନଙ୍କୁ ପାରମ୍ପରିକ ରୀତିନୀତିରେ ସ୍ୱାଗତ

ବେଙ୍ଗାଲୁରୁ/ଭୁବନେଶ୍ୱର:- ଭାରତର ପ୍ରଥମ ଜି୨୦ ଫାଇନାନ୍ସ ଏବଂ ସେଣ୍ଟ୍ରାଲ ବ୍ୟାଙ୍କ ଡେପ୍ୟୁଟି ବୈଠକ ଆରମ୍ଭ ହୋଇଯାଇଛି । ଭାରତ ଜି୨୦ ପ୍ରେସିଡେନ୍ସି ଫାଇନାନ୍ସ ଟ୍ରାକ୍ ଅଧୀନରେ ଏହି ବୈଠକ ଅର୍ଥ ମନ୍ତ୍ରାଳୟ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ମିଳିତ ଭାବରେ ଚଳିତ ମାସ ୧୩ରୁ ୧୫ ପର୍ଯ୍ୟନ୍ତ…

ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲ୍‍ର ପ୍ରସାର ନିମନ୍ତେ କିସ୍‍ ଓ ଏଫ୍‍ଆଇଭିବି ମଧ୍ୟରେ ବୁଝାମଣା

ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲର ପ୍ରସାର ନିମନ୍ତେ କିସ୍‍ ନୋଡାଲ୍‍ ଏଜେନ୍‍ସୀ ଭୁବନେଶ୍ୱର: ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲ୍‍ର ପ୍ରସାର ନିମନ୍ତେ କିସ୍‍ ଓ ଅନ୍ତର୍ଜାତୀୟ ଭଲିବଲ୍‍ ସଂଘ (ଏଫ୍‍ଆଇଭିବି) ମଧ୍ୟରେ ସୋମବାର ସୁଇଜରଲାଣ୍ଡଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। କିସ୍‍…

ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍‌ସ) ୨୦୨୨ର ୨୦ ବିଜେତା ସମ୍ବର୍ଦ୍ଧିତ

 ଭିଡିଓ ବାର୍ତା ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀଙ୍କ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ବିଜେତାମାନଙ୍କୁ ଇସ୍ରୋ ପରିଦର୍ଶନରେ ନିଆଯିବ ଚୟାଟ୍‌ସର ୧୬ତମ ସଂସ୍କରଣରେ ଓଡ଼ିଶାର ୩୦ ଜିଲ୍ଲାରୁ ୭୭,୫୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କ…

ପିତାଙ୍କ ଅଫିସ ଓ ତାଙ୍କ ଚେୟାରରେ ବସି ଭାବୁକ ହୋଇଗଲେ ବର୍ଷା

ଦଳୀୟ ଅଫିସରେ ଭବ୍ୟ ସ୍ୱାଗତ ଜଣାଇଲେ ଦଳୀୟ କର୍ମୀ ବରଗଡ :- ଓଡିଶା ବିଧାନସଭା ର ଏକ ନମ୍ବର ନିର୍ବାଚନ ମଣ୍ଡଳୀ ପଦ୍ମପୁର । ଗତ ପାଞ୍ଚ ତାରିଖ ହୋଇଥିବା ପଦ୍ମପୁର ଉପନିର୍ବାଚନ ରେ ରେକର୍ଡ 42 ହଜାର ଭୋଟ ବ୍ୟବଧାନ ରେ ନିଜର ବିରୋଧୀ ମାନଙ୍କୁ ପରାଜିତ କରି ଗତକାଲି ବିଧାନସଭା ର ମାନ୍ୟବର…

ପଶ୍ଚିମବଙ୍ଗରୁ ମିଳିଲା ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ

 ଯୋଡ଼ା(ପାର୍ଥ ସାରଥି ଷଡ଼ଙ୍ଗୀ): କେନ୍ଦୁଝର ଜିଲ୍ଲା ଯୋଡ଼ା ସହରସ୍ତିତ ମଙ୍ଗଳା ମନ୍ଦିର ନିକଟ ଅଞ୍ଚଳରୁ ନିରୁଦ୍ଧିଷ୍ଟ ଥିବା ଜଣେ ଯୁବକ ର ଖଣ୍ଡ ବିଖଣ୍ଡିତ ମୃତ ଦେହ ପଶ୍ଚିମ ବଙ୍ଗ ରାଜ୍ୟରୁ ଉଦ୍ଧାର ହୋଇଛି । ଖବର ନେବାରୁ ଜଣାପଡିଛି ଯେ, ମୃତ ସରୋଜ ସିହ୍ନ।(୩୦) ଗତ ତା ୬/୧୨/୨୦୨୨ରିଖ…