କଳା ଚାଉଳ ଅଧିକ ଅମଳ ଦିଗରେ ରେଙ୍ଗାଳି ଚାଷୀଙ୍କୁ ସହାୟତା କରୁଛି ଆଦିତ୍ୟ ଆଲୁମିନିୟମ
ଭୁବନେଶ୍ୱର: ଏକ ସମୟରେ ଓଡ଼ିଶାର ଚାଷୀମାନେ ଯେତେବେଳେ ଅଧିକ ଅମଳକ୍ଷମ ଧାନ କିସମ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି, ଆଦିତ୍ୟ ବିର୍ଲା ଗ୍ରୁପ୍ କମ୍ପାନୀ ଆଦିତ୍ୟ ଆଲୁମିନିୟମ ଲପଙ୍ଗା ପଶ୍ଚିମ ଓଡ଼ିଶାର ଚାଷୀଙ୍କୁ ବହୁବର୍ଷ ଧରି ଚାଷ ବନ୍ଦ ହୋଇଯାଇଥିବା ସାଧାରଣରେ ସୁପରିଚିତ ସ୍ୱଦେଶୀ କଳା…