ବାରବାଟୀରୁ ବିଶ୍ୱ ଦେଖିଲା ହକି ମହାକୁମ୍ଭ ଚିତ୍ତାକର୍ଷକର ଉଦ୍ଘାଟନୀ ଉତ୍ସବ
ଆନୁଷ୍ଠାନିକ ଭାବେ ଆରମ୍ଭ ହେଲା ହକି ପୁରୁଷ ବିଶ୍ୱକପ ୨୦୨୩
ଭୁବନେଶ୍ୱର : ଉଦ୍ଘାଟିତ ହେଲା ହକି ମହାକୁମ୍ଭ | ଆନୁଷ୍ଠାନିକ ଭାବେ ଆରମ୍ଭ ହେଲା ହକି ପୁରୁଷ ବିଶ୍ୱକପ ୨୦୨୩। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ୱକପ ଟ୍ରଫିକୁ ଉଦଘାଟନ କରିଥିବା ବେଳେ ଉଦଘାଟନୀ ସମାରୋହରେ ମୁଖ୍ୟ ଆକର୍ଷଣ…