ଓଡିଆ କଳାକାରଙ୍କୁ ଆନ୍ତର୍ଜାତୀୟ ସ୍ତରର ପ୍ଲାଟ୍‌ଫର୍ମ ଦେବ ଡଟ୍ ଫେଷ୍ଟ୍‌

ଓଡିଶାର ୧୧ ଜଣ କଳାକାର ଏଠାରେ ପ୍ରଦର୍ଶନ କରିବେ ଭୁବନେଶ୍ୱର: ଡଟ୍ ଫେଷ୍ଟ୍‌ର ୨ୟ ସଂସ୍କରଣ ଓଡିଶାର ସର୍ବୋତମ ସଙ୍ଗୀତକାର, ଗାୟକ, ଷ୍ଟାଣ୍ଡ-ଅପ୍ କଳାକାର ଓ ନୃତ୍ୟଶିଳ୍ପୀମାନଙ୍କୁ ଏକ ଆନ୍ତର୍ଜାତୀୟ ସ୍ତରର ପ୍ଲାଟଫର୍ମ ପ୍ରଦାନ କରିଛି ଯାହା ସେମାନଙ୍କର ସର୍ବଶ୍ରେଷ୍ଠ ପ୍ରତିଭାକୁ ପ୍ରଦର୍ଶିତ…

କାୟାକଳ୍ପ ଟିମର ଓଡ଼ଗାଁ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ

ଓଡ଼ଗାଁ,୧୩ା୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକର ଓଡ଼ଗାଁ ଏବଂ ଶରଣକୁଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୁକ୍ରବାର ରାଜ୍ୟ କାୟାକଳ୍ପ ଟିମ ପରିଦର୍ଶନ କରି ଫେରି ଯାଇଛନ୍ତି । ଡକ୍ଟର ବସନ୍ତ ବାରିକଙ୍କ ନେତୃତ୍ୱରେ ଜାତୀୟ ସ୍ୱସ୍ଥ୍ୟ ମିସନ କନସଲଣ୍ଟାଟ ମାନସ ଖାରା ଓ…

ଓଡ଼ଗାଁ ମହୋତ୍ସବ ଓ ପଲ୍ଲୀଶ୍ରୀମେଳା ୨୦୨୩ ପ୍ରସ୍ତୁତୀ ବୈଠକ

ଜାନୁଆରୀ ୨୬ ରୁ ଆରମ୍ଭ ୨୯ ଶେଷ ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ମହୋତ୍ସବ ଓ ପଲ୍ଲୀଶ୍ରୀମେଳା ୨୦୨୩ ପ୍ରସ୍ତୁତୀ ବୈଠକ ବ୍ଳକ ରୋଡ ଇଣ୍ଡୋର ଷ୍ଟାଡିୟମ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି । ମହୋତ୍ସବ କମିଟି ଅଧ୍ୟକ୍ଷ ନୟାଗଡ଼ ବିଧ୍ୟାୟକ ଡଃ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ…

ମାଁ ମାହେଶ୍ୱରୀ କ୍ରିକେଟ୍ କପ,ଦେଉଳମୁଣ୍ଡା ଚାମ୍ପିଅନ

ବୀରମହାରାଜପୁର , (ବିନୋଦ ପାଣ୍ଡେ): ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦେଉଳମୁଣ୍ଡା ଖେଳ ପଡ଼ିଆରେ ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ମାଁ ମାହେଶ୍ୱରୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ମୋଟ୍ ୧୬ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଗତକାଲି ହୋଇଥିବା…

ଟମାଟୋ ଚାଷ କରି କାନ୍ଦୁଛନ୍ତି ଚାଷୀ, ନାହିଁ ଶୀତଳ ଭଣ୍ଡାର କି ବଜାର ସୁବିଧା

ଅଭାବି ବିକ୍ରି, ଚିନ୍ତାରେ ଚାଷୀ ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଓ ସୁବଳୟା ଦୈନିକ ବଜାରରେ ଟମାଟୋ ର ଅଭାବୀ ବିକ୍ରି ଦେଖାଯାଇଛି। ଚାଷୀ ଉଚିତ ମୂଲ୍ୟ ପାଉନଥିବାରୁ ସେମାନେ ଚିନ୍ତାରେ ରହିଛନ୍ତି। ଚାଷ ଭଲ ହୋଇଥିବାରୁ ଚାଷୀ ସକାଳୁ ବେପାରୀଙ୍କ…

ବିଶ୍ୱ ଦକ୍ଷତା କେନ୍ଦ୍ରର ସଫଳତା: ୨୪ ଓଡ଼ିଆ ବିଦ୍ୟାର୍ଥୀ ତାଲିମ୍‌ ପାଇଁ ଗଲେ ସିଙ୍ଗାପୁର

ଭୁବନେଶ୍ୱର: ଓଡ଼ିଶାରେ ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ୨୪ ଜଣ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀଙ୍କୁ ଶିକ୍ଷାନବିଶ ତାଲିମ୍‌ ପାଇଁ ସିଙ୍ଗାପୁର ପଠାଯାଇଛି । ଏହି ବିଦ୍ୟାର୍ଥୀମାନେ ସିଙ୍ଗାପୁରରେ ବିଭିନ୍ନ ଖ୍ୟାତିସମ୍ପନ୍ନ କମ୍ପାନୀଗୁଡ଼ିକରେ ତାଲିମ୍‌ ନେବେ । ମାନ୍ୟବର ମୁଖ୍ୟମନ୍ତ୍ରୀ…

ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ମୃତକଙ୍କ ପରିବାରବର୍ଗଙ୍କୁ ସହାୟ ହେଲା ଓଡିଶା-ମୋ ପରିବାର

ଭୁବନେଶ୍ୱର: ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣେ ମୋଚିଙ୍କ ପରିବାରବର୍ଗଙ୍କୁ ହସ୍ପିଟାଲରେ ପୋଷ୍ଟମୋର୍ଟମ୍ ପ୍ରକ୍ରିୟାରେ ଆବଶ୍ୟକୀୟ ସହାୟତା ଯୋଗାଇ ଦେବା ସହିତ ଶେଷକୃତ୍ୟ ସମୟରେ ପରିବାର ସଦସ୍ୟଙ୍କ କାନ୍ଧରେ କାନ୍ଧ ମିଳାଇ ସହଯୋଗ କଲା ଓଡ଼ିଶା- ମୋ ପରିବାର । ଘଟଣାଟି ଏମିତି, ଭୁବନେଶ୍ୱର…

ଗ୍ରାମାଞ୍ଚଳ କ୍ରୀଡାକୁ ପ୍ରୋତ୍ସାହନ ଦେବା ନିମନ୍ତେ ଫୁଟବଲ ଟୁର୍ଣ୍ଣାମେଣ୍ଟ

ସରଦାପଙ୍କକୁ ହରାଇ ପିଢପୋଖରି ଦଳ ବିଜେତା ଯୋଡା, (ପାର୍ଥ ସାରଥି ଷଡ଼ଙ୍ଗୀ) ଗ୍ରାମାଞ୍ଚଳ କ୍ରୀଡାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଓଡିଶା ଖଣି ନିଗମ (ଓଏମସି) ପକ୍ଷରୁ ୫ମ ଗ୍ରାମାଞ୍ଚଳ ଫୁଟବଲ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଦୁଵୁନା ଖେଳପଡିଆରେ ଆୟୋଜିତ ଦୁଇ ଦିବସିୟ ଏହି ଫୁଟବଲ…

ଉନ୍ନତ ପ୍ରଣାଳିରେ ଚାଷକରି ବିଦେଶ କୋଳିକୁ ନିଜ ଗାଁ ମାଟିରେ ଫଳାଇଲେ

-ଚାଷ ମୋହ ଫେରାଇ ଆଣିଲା ନିଜ ମାଟିକୁ -ଯୁବବର୍ଗଙ୍କ ପାଇଁ ପ୍ରେରଣା ପଲଟିବେ ଅଜିତ,  ଟାଙ୍ଗରା ପଡ଼ିଆରେ ସୁନା ଫଳାଇଲେ କାମାକ୍ଷାନଗର/ରିତେଶ ବ୍ରହ୍ମା:ଚାକିରି ଛାଡି ଫାର୍ମ ପ୍ରତିଷ୍ଠା କଲେ ଯୁବକ ।ନିଜ ପାଇିଁ ଓ ନିଜ ଗାଁ ପାଇିଁ କିଛି କରିବାର ଆଶା ସଫଳ ହୋଇଛି।-ପାଠପଢି…

ଜିଲା ସ୍ତରୀୟ ଖୋଖୋ ପ୍ରତିଯୋଗିତା ଉଦଯାପିତ

କାମାକ୍ଷାନଗର/ରିତେଶ ବ୍ରହ୍ମା:ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଶିଦ୍ଧେଶ୍ବରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଗତକାଲି ଠାରୁ ଚାଲିଥିବା ଜିଲା ସ୍ତରୀୟ ବିଦ୍ୟାଳୟ ଖୋଖୋ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।ଏହି ପ୍ରତିଯୋଗୀତାରେ ଜିଲାର ୮ଟି ବ୍ଲକରୁ ଉଭୟ ବାଳିକା ଓ ବାଳକ କନିଷ୍ଠ ଓ ଉପକନିଷ୍ଠ…