ଅଜଣା ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା , ଲୋକେ କଲେ ରାସ୍ତା ଅବରୋଧ

ଦୁର୍ଘଟଣା ସ୍ଥଳରେ ବିଧାୟକ ସୁଶାନ୍ତ ସିଂହପହଁଚିବା ପରେ ଖୋଲିଲା ରାସ୍ତା ଅବରୋଧ ବରଗଡ଼ :- ବରଗଡ଼ ଜିଲ୍ଲା ଜାତୀୟ ରାଜପଥ କଡରେ ଥିବା ଚକରକେନ୍ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ରେ ବାଇପାଲି ଗାଁ ର 70 ବର୍ଷ ର ଜଣେ ବୃଦ୍ଧ ଦୁଃର୍ଭାଗ୍ୟ ବଶତଃ ଏକ ଅଜଣା ଗାଡି ର ଧକ୍କା ରେ ମୁତ୍ୟୁ ବରଣ…

ପର୍ଯ୍ୟଟନର ବିକାଶ ପାଇଁ ସିଟି ଟ୍ରେଲ୍‌ର ଶୁଭାରମ୍ଭ କରିଛି ଡଟ୍ ଫେଷ୍ଟ୍‌

ଭୁବନେଶ୍ୱର: ଓଡିଶାରେ ପର୍ଯ୍ୟଟନର ବିକାଶ ପାଇଁ ଡଟ୍ ଫେଷ୍ଟ୍ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ପ୍ଲାଟ୍‌ଫର୍ମ ଖୋଲିଛି । ଭୁବନେଶ୍ୱରର ସିଟି ଟ୍ରେଲ୍‌ଗୁଡିକୁ (ସହରୀ ଚଲାପଥ) ଆଜିଠାରୁ ଆରମ୍ଭ କରାଯାଇଛି ଏବଂ ଏହା ଆସନ୍ତା ଫେବୃଆରୀ ୧୨ ତାରିଖ ୨୦୨୩ ପର୍ଯ୍ୟନ୍ତ ଜାରି ରହିବ । ଏହି ସିଟି ଟ୍ରେଲ୍‌କୁ…

ଭାରତର ସର୍ବବୃହତ୍ ଫ୍ୟାସନ ଡେଷ୍ଟିନେସନ ଟ୍ରେଣ୍ଡ୍‌ସ ଏବେ ନିଆଳିରେ

ଭୁବନେଶ୍ୱର/କଟକ: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର କଟକ ଜିଲ୍ଲାର ନିଆଳି ସହରରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି ।ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରକୁ…

ନାଲକୋ ଏମ୍ପ୍ଲଇଜ୍ ସେଣ୍ଟ୍ରାଲ ୟୁନିଅନର ନୂତନ କର୍ମକର୍ତ୍ତା ଚୟନ

ଭୁବନେଶ୍ଵର : ଭାରତ ସରକାରଙ୍କ ନବରତ୍ନ କମ୍ପାନୀ ନାଲକୋ କର୍ପୋରେଟ୍ ଅଫିସ, ଭୁବନେଶ୍ବରଠାରେ ଥିବା ନାଲକୋ ଏମ୍ପ୍ଲଇଜ ସେଣ୍ଟ୍ରାଲ ୟୁନିଅନର ନୂତନ କର୍ମକର୍ତ୍ତା ଚୟନ କରାଯାଇଅଛି ।ପୂର୍ଵତ୍ତନ ସମ୍ପାଦକ ଶ୍ରୀ ବିଶ୍ବକଲ୍ୟାଣ ମିଶ୍ର ପଦୋନ୍ନତି ପାଇ ଏସ୍.ଏଣ୍ଡ.ପି. ରେ ଅବସ୍ଥାପିତ ହୋଇଥିବାରୁ…

ବେଦବ୍ୟାସ ପୀଠରେ ପାଣ୍ଡିଆନ

ତୀର୍ଥ ଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ ଯୋଜନାପନ୍ଦର ଦିନ ମଧ୍ୟରେ ପ୍ରସ୍ତୁତ କରିବେ ଜିଲ୍ଲାପାଳ. ଭୁବନେଶ୍ୱର /ରାଉରକେଲା(ବସନ୍ତ ଜେନା) :ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି) ଶ୍ରୀ ଭି କେ ପାଣ୍ଡିଆନ୍…

୫୦୦ ଛାତ୍ରଛାତ୍ରୀଙ୍କୁ ଟିକଟ ଦେଲେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ

ଭୁବନେଶ୍ୱର,:ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଆଜି ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରିଛନ୍ତି । ଏହି ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ଦାଶ ରାଉରକେଲାସ୍ଥିତ ଉଦିତନଗର ହାଇସ୍କୁଲ ପରିଦର୍ଶନ କରିଥିଲେ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଆୟୋଜିତ ହେଉଥିବା ୨୦୨୩…

ସମ୍ ହସ୍ପିଟାଲରେ ୩୦ ଦିନର ନବଜାତ ଶିଶୁର ସଫଳ ହୃଦରୋଗ ଚିକିତ୍ସା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ଡାକ୍ତର ମାନଙ୍କ ଦ୍ୱାରା ଜନ୍ମରୁ ହୃଦ ସମସ୍ୟା ଥିବା ଏକ ନବଜାତ ଶିଶୁର ସଫଳ ବେଲୁନ୍ ଆଞ୍ଜିଓପ୍ଲାଷ୍ଟି ଚିକିତ୍ସା କରିପାରିଛନ୍ତି ।ସମ୍ ହସ୍ପିଟାଲରେ ନୂତନ ଜ୍ଞାନ କୌଶଳ…

ସ୍ୱାମୀ-ସ୍ତ୍ରୀ କଳହ: ରଶି ଲଗାଇ ଆତ୍ମହତ୍ୟା କଲେ ସ୍ୱାମୀ

ଶବ ସତ୍କାର ବେଳେ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଲା ପୋଲିସ। କାମାକ୍ଷାନଗର/ ରିତେଶ ବ୍ରହ୍ମା:-ସ୍ୱାମୀ ସ୍ତ୍ରୀ କଳହର କରୁଣ ପରିଣତି। ସ୍ବାମି ରଶି ଲଗାଇ ଆତ୍ମହତ୍ୟା କଲେ। ପରାବାର ଲୋକେ ବ୍ୟବଛେଦ ନକରାଇ ଶବ ଶତ୍କାର ବେଳେ ଶବ ଜବତ କଲା ପୋଲିସ । ଘଟଣା ଘଟିଛି ଢେଙ୍କାନଳ ଜିଲ୍ଲା…

ଖଇରା ମହାବିଦ୍ୟାଳୟରେ ସଂସ୍କୃତ ସମ୍ଭାଷଣ ଶିବିର ଉଦଯାପିତ

ବାଲେଶ୍ଵର ଖଇରା (ବୁଲୁ ଲେଙ୍କା)-ବାଲେଶ୍ୱର ଜିଲ୍ଲା ଖଇରା ମହାବିଦ୍ୟାଳୟର ଅଡ଼ିଟରୀୟମ ପ୍ରକୋଷ୍ଠରେ ସଂସ୍କୃତଭାରତୀ ଉତ୍କଳ ଶାଖା ତରଫରୁ ସଂସ୍କୃତ ସମ୍ଭାଷଣ ଶିବିରର ଉଦଯାପନୀ ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି।ଏହି ଉଦଜାପାନୀ ଉତ୍ସବରେ ଖଇରା ମହାବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପାଢୀ…

କମଳାଅର୍ଜୁନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ

ବାଲେଶ୍ବର.ଖଇରା( ବୁଲୁ ଲେଙ୍କା)ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅଧିନ ଗଣ୍ଡିବେଡ଼ ମାଟିଆଳପଦା ସ୍ଥିତ କମଳାଅର୍ଜୁନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି।କଲେଜ ଅଧ୍ୟକ୍ଷ ଚିତ୍ତରଞ୍ଜନ ମୁଦୁଲିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ…