ହାଇମାଷ୍ଟ ଲାଇଟ ମରାମତି ଦାବି

ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତ ଅନ୍ତର୍ଗତ କଦଳିପାଲି ଗ୍ରାମର ଦୁଇଟି ଜନଗହଳିପୂର୍ଣ୍ଣ ଛକ ନିକଟରେ ଥିବା ହାଇମାଷ୍ଟ ଲାଇଟ ଅଚଳ ଅବସ୍ଥାରେ ପଡ଼ିରହିଛି। ତାହା ସହ ଉକ୍ତ ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ଲାଗିଥିବା…

ବୀରମହାରାଜପୁରରେ ପ୍ରହସନ ପାଲଟିଛି ସରକାରୀ ଯୋଜନା

ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ରେ ସରକାରୀ ଯୋଜନା ଲୋକଙ୍କ କାମରେ ଲାଗୁନାହିଁ। ସରକାର ପ୍ରଣୟନ କରୁଥିବା ବିଭିନ୍ନ ଯୋଜନା ହିତାଧିକାରୀ ଙ୍କ ପାଖରେ ଠିକଣା ଢଙ୍କରେ ପହଞ୍ଚି ପାରୁନଥିବା ଯୋଗୁଁ ହିତାଧିକାରୀ ମହଳରେ ଅସନ୍ତୋଷ ପ୍ରକାଶ ପାଇଛି।…

ଜାତୀୟ ମାଟସୋଗି ଦୋ ପ୍ରିତିଯୋଗିତାରେ ୫ ଛାତ୍ରଛାତ୍ରି ସଫଳତା

କାମାକ୍ଷାନଗର/ରିତେଶ ବ୍ରହ୍ମା:ଗୋଆର ମନହୋର ପାରିକର ଇଣ୍ଡୋର ଷ୍ଟାଡିୟମ ଠାରେ ୧୭ ତମ ଅନୁଷ୍ଠିତ ଜାତିୟ ମାଟସୋଗି ଦୋ ପ୍ରତିଯୋଗିତାରେ କାମାକ୍ଷାନଗରର ୫ ଜଣ ଛାତ୍ରଛାତ୍ରିଙ୍କ ସଫଳତା।୨ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ଗୋଆର ମୁଖ୍ୟମନ୍ତ୍ରି ପ୍ରମୋଦ ସାମନ୍ତ…

ଡ. ସ୍ୱାତୀ ସୁଚରିତା ପ୍ରଧାନ ହେଲେ ଦ ଓଡିଶା ବିଜ୍ଞାନ ମଣ୍ଡଳର ଜିଲ୍ଲା ସଭାପତି

କାମାକ୍ଷାନଗର/ରିତେଶ ବ୍ରହ୍ମା:: ଆଜି ପୁରୀର ଦ ଟେଡି ପବ୍ଲିକ ସ୍କୁଲ ଠାରେ ଦ ଓଡିଶା ବିଜ୍ଞାନ ମଣ୍ଡଳର ସାଧାରଣ ସଭା ଓ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ବିଚାର ମନ୍ଥନ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ନାଇଜର, ଭୁବନେଶ୍ୱରର କୁଳ ସଚିବ ଡ.…

ସରଧାପୁର ଗାଁରେ ଘରୁ ଚୋରୀ

କାମାକ୍ଷାନଗର/ରିତେଶ ବ୍ରହ୍ମା:ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସରଧାପୁର ଗାଁରେ ଘରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି ।ଗାଁର ଶ୍ରୀଧର ମହାରଣାଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଘରୁ ଟଙ୍କା , ସୁନା ଓ ଅନ୍ୟାନ୍ୟ ଜିନିଷ ଚୋରୀ ହୋଇଥିବା ଜଣା ପଡ଼ିଛି ।ଘରର ତାଲା ଭାଙ୍ଗି ହୋଇଛି ଚୋରୀ…

ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟାମନ୍ଦିର ଛାତ୍ର ଛାତ୍ରୀ ମାନେ କଲେ ସଡକ ସୁରକ୍ଷା ସଚେତନତା

ଯମରାଜା ଓ ଚିତ୍ର ଗୁପ୍ତ ବେଶରେ କଲେ ସଚେତନ କାମାକ୍ଷାନଗର/ରିତେଶ ବ୍ରହ୍ମା:ଢେଙ୍କାନାଳ ଜିଲା କାମାକ୍ଷାନଗର ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟାମନ୍ଦିର ଛାତ୍ର ଛାତ୍ରୀ ମାନେ ଆଜି କଲେ ସଡକ ସୁରକ୍ଷା ସଚେତନତା , ଯମରାଜା ଓ ଚିତ୍ର ଗୁପ୍ତ ବେଶରେ କଲେ ସଚେତନ ।କାମାକ୍ଷାନଗର ଖେମକା ସପିଙ୍ଗ ମଲ…

“ଆମର ରାଜ୍ୟସଭାରେ ୯ ଅଛନ୍ତି, ୨୪ରେ ୧୦ ହେଇଯିବେ”

ଭୁବନେଶ୍ୱର : ଆମର ଏବେ ରାଜ୍ୟସଭାରେ ନ ଜଣ ଅଛନ୍ତି । ସେଇଟା 24 ରେ 10 ହେଇଯିବ ବୋଲି ଦୃଢୋକ୍ତି ବାଢିଛନ୍ତି ବିଜେଡି ସାଂସଦ ତଥା ଜାତୀୟ ମୁଖପାତ୍ର ଡ଼ ସସ୍ମିତ ପାତ୍ର । ଗତକାଲି ଦଳୀୟ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମାଜିକ ଗଣମାଧ୍ୟମ ବନ୍ଧୁମିଳନୀ କାର୍ଯ୍ୟକ୍ରମ ଅବସରରେ ଉଦ୍ବୋଧନ ଦେବା…

ଗୋପାଳପୁର(ଶଙ୍ଖେଶ୍ୱର) ପଂଚାୟତ ରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ଜଗତସିଂହପୁର :-ରାକେଶ କୁମାର ରାୟ - ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର(ଶଙ୍ଖେଶ୍ୱର) ପଂଚାୟତ ବିଜିପୁର ଗ୍ରାମର ଭଗବତୀ ସରକାରୀ ଉପ୍ରା. ବିଦ୍ୟାଳୟ ପରିସରରେ ସରପଞ୍ଚ ଆରତୀ ମାଝୀ ଓ ସମାଜସେବୀ ସୋନାଲି ମହାନ୍ତିଙ୍କ ଉଦ୍ୟମ କ୍ରମେ କଟକସ୍ଥିତ ଚାଉଳିଆଗଞ୍ଜ ଠାରେ ଥିବା ସିଲଭରସିଟି ହସ୍ପିଟାଲ…

ଜଗତସିଂହପୁର ଜିଲ୍ଲା ମହୋତ୍ସବ କୋଲ୍ଲାଳ- ୨୦୨୩ ସହିତ ପୁସ୍ତକ ମେଳା ଉଦଘାଟନ ଉତ୍ସବ ପାଳିତ

 ଜଗତସିଂହପୁର,/ସୁମନ୍ତକୁମାରଦାସ: ଜଗତସିଂହପୁର ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଦ୍ଵାରା ଜିଲ୍ଲା ମହୋତ୍ସବ କଲ୍ଲୋଳ -୨୦୨୩ଓ ଜଗତସିଂହପୁର ସଂସ୍କୃତିକ ପରିଷଦ ଆନୁକୂଲ୍ୟରେ ୨୪ ତମ ଜଗତସିଂହପୁର ପୁସ୍ତକ ମେଳା -୨୦୨୩ଉଦଘାଟିତ ହୋଇଛି l…

ମହିଳା ସ୍ନାତକ ମହାବିଦ୍ୟାଳୟର ଦଶମ ବାର୍ଷିକ ଉତ୍ସବ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଦଶମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଜି.ତିରୁପତି…