ଶ୍ରୀମଦ୍ ଭାଗବତରେ ଭାରତୀୟ ଦର୍ଶନର ସାରମର୍ମ ନିହିତ।
ଗୋପବନ୍ଧୁ ପାଠାଗାରରେ 'ଅନ୍ତିମ ଜୀବନର ଆତ୍ମ ଚିନ୍ତନ ଓ ଶ୍ରୀମଦ୍ ଭାଗବତ' ଆଲୋଚନା ଚକ୍ର।
ରାଉରକେଲା(ବସନ୍ତ କୁମାର ଜେନା):- ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘ, ଉତ୍କଳ ସ୍ନେହୀ ମହିଳା ସମିତି ଏବଂ ରୋଟାରୀ କ୍ଳବ୍ ରିଭରସାଇଡ୍ ର ମିଳିତ ଆନୁକୂଲ୍ୟରେ ଗୋପବନ୍ଧୁ ପାଠାଗାରର ସତ୍ୟବାଦୀ…