ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗରେ ଦୁର୍ନୀତି

ନଳକୂପ ଚାନ୍ଦିନୀରେ ସିମେଣ୍ଟ ଲେପ ଦେଇ ଲକ୍ଷାଧିକ ଟଙ୍କା ଚଳୁ ! ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗରେ ନଳକୂପ ଚାନ୍ଦିନୀ ନିର୍ମାଣରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ବ୍ଳକର ୧୫ ଗୋଟି ପଞ୍ଚାୟତରେ…

ବାପାଙ୍କ ସ୍ମୃତିରେ ଗଛଟିଏ

ମେଲଛାମୁଣ୍ଡା,୨୩/୨(ମନୋଜ ଭୋଇ)- ରାଜବୋଡାସମ୍ବର ବ୍ଳକ ଅର୍ନ୍ତଗତ କନସିଂହା ଗ୍ରାମର ବାସିନ୍ଦା ତଥା ସମବାୟ ବିଭାଗର ଅବସର ପ୍ରାପ୍ତ ସଂପାଦକ ସ୍ୱର୍ଗତ ଘନଶ୍ୟାମ ଶତପଥୀଙ୍କ ସ୍ମୃତିରେ ଦ୍ୱାଦଶ ତିଥିରେ ଚାରାଟିଏ ରୋପଣ କରିବା ସହ ତାକୁ ଏକ ବିରାଟ ଦୃମରେ ପରିଣତ କରିବା ପାଇଁ ସଂକଳ୍ପ ନେଇଛନ୍ତି…

୨୯୮ ଛାତ୍ରଛାତ୍ରୀଙ୍କୁ ଜ୍ୟୋତି ଫେଲୋସିପ୍‌ରେ ସମ୍ମାନିତ କରିଛି ଟାଟା ଷ୍ଟିଲ ଫାଉଣ୍ଡେଶନ

.ସ୍ଥାନୀୟ ସମୁଦାୟଗୁଡିକର ସଫଳତାକୁ ବର୍ଣ୍ଣନା କରୁଛି ଉଡାନ୍ ୨୦୨୩ । ବ୍ରହ୍ମପୁର, ୨୩ ଫେବୃଆରୀ ୨୦୨୩: ଟାଟା ଷ୍ଟିଲ୍ ଫାଉଣ୍ଡେଶନ ପକ୍ଷରୁ ଆଜି ଗୋପାଳପୁରର ବିଜୁ ପଟ୍ଟନାୟକ ଅଡିଟୋରିୟମଠାରେ ସମୁଦାୟ ନିୟୋଜନ କାର୍ଯ୍ୟକ୍ରମ ‘ଉଡାନ୍‌-୨୦୨୩’ ଶୁଭାରମ୍ଭ କରାଯିବା ସହିତ ୨୯୮ ଜଣ ମେଧାବୀ…

ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଦ୍ଵାରା ସମ୍ବର୍ଦ୍ଧନା ସଭା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଓଡ଼ିଶା ସରକାର ଓ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଗଜପତି ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ଵାରା ପାରଳାଖେମୁଣ୍ଡି ସ୍ଥିତ ଆର୍ ଏମ୍ ସି ପ୍ରାଙ୍ଗଣରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ସ୍ୱତନ୍ତ୍ର…

ରୋଟାରୀ କ୍ଲବ ପକ୍ଷରୁ ରକ୍ତଦାନ ଶିବିର

ନୟାଗଡ଼,୨୩/୨: ରୋଟାରୀ କ୍ଲବ ନୟାଗଡ଼ ଏବଂ ୟୁନିଟେକ କଲେଜ ନୟାଗଡ଼ ର ମିଳିତ ଆନୁକୂଲ୍ୟରେ ଆଜି ଏକ ରକ୍ତଦାନ ଶିବିର ସ୍ଥାନୀୟ ୟୁନିଟେକ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କୁ ୟୁନିଟେକ ଗୃପ ର ଚେୟାରମ୍ୟାନ ପ୍ରଦୀପ ପୃଷ୍ଟି ଉଦଘାଟନ କରିଥିଲେ । ରୋଟାରୀ କ୍ଲବ୍ ର ସଭାପତି…

କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ନୟାଗଡ଼ ଗସ୍ତ

ନୟାଗଡ଼,୨୩/୨:କେନ୍ଦ୍ରାଚଳ ରାଜସ୍ବ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳେଇ ଆଜି ନୟାଗଡ଼ ଗସ୍ତରେ ଆସିଥିଲେ । ୯ଘଟିକା ସମୟରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସୁବାସ ଚନ୍ଦ୍ର ରାୟଙ୍କ ସହ ମାଛିପଡ଼ା ସ୍ଥିତ ଶ୍ୟାମବନ୍ଧୁ ଉଚ୍ଚ ବିଦ୍ୟାଳୟ ଏବଂ…

ସୋଆଏନ୍‌ଏସ୍‌ଏସ୍ ଦ୍ୱାରା ଆୟୋଜିତ ୩ ଦିନିଆ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ଭୁବନେଶ୍ୱର, ୨୩ /୦୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ଯୁବ ସ୍ୱେଚ୍ଛାସେବୀ ଙ୍କ ନିମନ୍ତେ ଏକ ୩ ଦିନିଆ ବିଶ୍ୱବିଦ୍ୟାଳୟ ସ୍ତରୀୟ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି । ସୋଆ କ୍ୟାମ୍ଫସ୍ -୪ର ଅଡିଟୋରିୟମ୍ ରେ ଆୟୋଜିତ ଏହି ୩ ଦିନିଆ…

ପ୍ରଫେସର ରାଜେନ୍ଦ୍ର ମହାନ୍ତିଙ୍କୁ ଲାଲ ବାହାଦୂର ଶାସ୍ତ୍ରୀ ସମ୍ମାନ ପ୍ରଦାନ

ଭୁବନେଶ୍ୱର , ୨୩/ ୦୨ : ବିଶିଷ୍ଟ ଶିକ୍ଷାବିତ୍ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୁର୍ବତନ କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ମହାନ୍ତିଙ୍କୁ ଗୁରୁବାର ନୂଆ ଦିଲ୍ଲୀ ଠାରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଲାଲ ବାହାଦୂର ଶାସ୍ତ୍ରୀ ସମ୍ମାନ ପ୍ରଦାନ କରାଯାଇଛି । ଏହି…

ନବ ଦାସଙ୍କ ହତ୍ୟା ଘଟଣାରେ ଏଫବିଆଇର କୌଣସି ଭୂମିକା ନାହିଁ: ପ୍ରକାଶ ମିଶ୍ର

ଶୃଙ୍ଖଳା ଅଭାବ କାରଣରୁ ରାଜ୍ୟରେ ପୋଲିସ ବ୍ୟବସ୍ଥା ସଂପୂର୍ଣ୍ଣ ଧ୍ୱଂସ ପାଇଛି ନବ ଦାସ ହତ୍ୟାକାଣ୍ଡ ଘଟଣାର ଉଦ୍ଦେଶ୍ୟ ସଂପର୍କରେ ରାଜ୍ୟ ସରକାର କାହିଁକି କିଛି ପ୍ରକାଶ କରୁନାହାନ୍ତି ଯୋଜନାବଦ୍ଧ ଭାବେ ଗୋପାଳକୁ ପାଗଳ ବୋଲି ପ୍ରମାଣିତ କରାଯିବାର ପ୍ରଚେଷ୍ଟା କରାଯାଉଛି…

ନବ ଦାସଙ୍କ ହତ୍ୟା ଘଟଣାରେ ଏଫବିଆଇର କୌଣସି ଭୂମିକା ନାହିଁ: ପ୍ରକାଶ ମିଶ୍ର

ଶୃଙ୍ଖଳା ଅଭାବ କାରଣରୁ ରାଜ୍ୟରେ ପୋଲିସ ବ୍ୟବସ୍ଥା ସଂପୂର୍ଣ୍ଣ ଧ୍ୱଂସ ପାଇଛି ନବ ଦାସ ହତ୍ୟାକାଣ୍ଡ ଘଟଣାର ଉଦ୍ଦେଶ୍ୟ ସଂପର୍କରେ ରାଜ୍ୟ ସରକାର କାହିଁକି କିଛି ପ୍ରକାଶ କରୁନାହାନ୍ତି ଯୋଜନାବଦ୍ଧ ଭାବେ ଗୋପାଳକୁ ପାଗଳ ବୋଲି ପ୍ରମାଣିତ କରାଯିବାର ପ୍ରଚେଷ୍ଟା କରାଯାଉଛି…