ବହୁ ପ୍ରତୀକ୍ଷିତ ବାଲିଆପାଳ ଘାଟ ଓ ଚାରିବାଟିଆ ଘାଟ ଠାରେ ପୋଲ ନିର୍ମାଣ ପାଇଁ ବାଟ ଫିଟିଲା

ବିଶ୍ଵ ବ୍ୟାଙ୍କ ସହାୟତା ରେ ହେବ ୬୪ କୋଟି ୧୩ ଲକ୍ଷ ଟଙ୍କାର ପୋଲ ନିର୍ମାଣ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଲେ ବାସୁଦେବପୁର ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ।      ବାସୁଦେବପୁର - ଭଦ୍ରକ ଜିଲ୍ଲା ରେ ପ୍ରବାହିତ ଚାନ୍ଦବାଲି ଓ ବାସୁଦେବପୁର ନିର୍ବାଚନ ମଣ୍ଡଳୀ କୁ ଭାଗ…

ପ୍ରାଣୀ ମହାମାରୀ ମୁକାବିଲା ପ୍ରସ୍ତୁତି ପ୍ରୟାସ ଓ ଏକକ ସ୍ୱାସ୍ଥ୍ୟ ପାଇଁ ବିଶ୍ୱବ୍ୟାଙ୍କ ପାଣ୍ଠି ସହାୟତାରେ ପ୍ରାଣୀ…

ଏହା ଏକକ ସ୍ୱାସ୍ଥ୍ୟ ଆଭିମୁଖ୍ୟ ଆଧାରରେ ସମ୍ଭାବ୍ୟ ପ୍ରାଣୀ ମହାମାରୀ କ୍ଷେତ୍ରରେ ଭାରତର ପ୍ରସ୍ତୁତି ଏବଂ ଜବାବି ପଦକ୍ଷେପରେ ବୃଦ୍ଧି ଘଟାଇବ ନୂଆଦିଲ୍ଲୀ,୧୫ା୪: କେନ୍ଦ୍ର ମତ୍ସ୍ୟସମ୍ପଦ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ଶ୍ରୀ ପରଷୋତ୍ତମ ରୁପାଲାଙ୍କ ଦ୍ୱାରା ଏକକ ସ୍ୱାସ୍ଥ୍ୟ ଆଭିମୁଖ୍ୟ…

ପରିବର୍ତ୍ତନ ଓ ଏକ ସମୃଦ୍ଧ ବିଶ୍ୱ ଗଠନ ନିମନ୍ତେ ଯୁବଶକ୍ତିର କ୍ଷମତା ରହିଛି

କିଟରେ ୱାଇ-୨୦ ମିଡିଆ ଅଧିବେଶନ ଭୁବନେଶ୍ୱର: ପରିବର୍ତ୍ତନ ଓ ଏକ ସମୃଦ୍ଧ ବିଶ୍ୱ ଗଠନ ନିମନ୍ତେ ଯୁବଶକ୍ତିର କ୍ଷମତା ରହିଛି ବୋଲି ଆଜି କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଛି । କିଟ୍‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ୟୁଥ-୨୦ କନ୍‍ସେଲ୍‍ଟେସନ୍‍ର…

ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବିଦେଶୀ ରାଜନେତା ଓ ପ୍ରତିନିଧିଙ୍କ ପ୍ରଶଂସା

ସୋଆରେ ୮ଦେଶର ପ୍ରତିନିଧିଙ୍କ ସମ୍ମିଳନୀ ଭୁବନେଶ୍ୱର, ୧୫/୦୪: ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିଥିବା ଭାରତୀୟ ଗଣତାନ୍ତ୍ରିକ ଭାବଧାରା ସଂପର୍କରେ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ଗଣତାନ୍ତ୍ରିକ ଦେଶର ପ୍ରତିନିଧିମାନେ ଶନିବାର ଉଚ୍ଚ ପ୍ରଶଂସା କରିଛନ୍ତି । ଭାରତ ବିଶ୍ୱର କେବଳ…

ଆଇସିଏଆଇ ଭୁବନେଶ୍ୱର ଶାଖା ଓ ଏମ୍‌ଏସ୍‌ଏମ୍‌ଇ ଏବଂ ଷ୍ଟାର୍ଟଅପ୍ କମିଟି ପକ୍ଷରୁ ଏମ୍‌ଏସ୍‌ଏମ୍‌ଇ ସମ୍ମିଳନୀ

ଭୁବନେଶ୍ୱର:- ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଚାଟାର୍ଡ ଆକାଉନ୍ଟାନ୍ଟସ୍ ଅଫ୍ ଇଣ୍ଡିଆ ଭୁବନେଶ୍ୱର ଶାଖା ଓ ଏମ୍‌ଏସ୍‌ଏମ୍‌ଇ ଏବଂ ଷ୍ଟାର୍ଟଅପ୍ କମିଟି ପକ୍ଷରୁ ସ୍ଥାନୀୟ ହୋଟେଲରେ ଏମ୍‌ଏସ୍‌ଏମ୍‌ଇ ସମ୍ମିଳନୀ ଆୟୋଜିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ…

ଜିଲ୍ଲା ପ୍ରଶାସନ ପକ୍ଷରୁ ଡ଼. ବି.ଆର୍ ଆମ୍ବେଦକର ୧୩୨ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ୧୩୨ ତମ ଆମ୍ବେଦକର ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ନୂଆ ବସ୍ ଷ୍ଟାଣ୍ଡ ଠାରେ ଥିବା ବାବା ସାହେବ…

ଜିଲ୍ଲାସ୍ତରୀୟ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରୟଣ ଦେବଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷ ଠାରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରୟଣ ଦେବଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀଯୁକ୍ତ…

ଝାରବନ୍ଧ ବ୍ଲକ କାର୍ଯ୍ୟାଳୟ ଠାରେ ପ୍ରଥମ ସମିତି ସଭାରେ ଯୋଗଦେଲେ ବିଧାୟିକା ବର୍ଷା

ଝାରବନ୍ଧ- ଝାରବନ୍ଧ ବ୍ଲକ କାର୍ଯାଳୟ ଦ୍ୱାରା ଜାରି କରାଯାଇଥିବା ଚିଠି ଅନୁସାରେ ଆଜି ବ୍ଲକ କାର୍ଯାଳୟ ସଭା ଗୃହ ଠାରେ ସମିତି ସଭା ଅନୁଷ୍ଠିତ ହୋଇଯାଇଛି l ପୂର୍ବତନ ସ୍ବର୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ଶ୍ରୀମତୀ ବର୍ଷା ସିଂ ବରିହା ଉପନିର୍ବାଚନରେ ନିର୍ବାଚିତ ହେବାପରେ ତାଙ୍କର…

୧୧ଟା ସୁଦ୍ଧା ସରିବ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପାଠପଢା

ଅପ୍ରେଲ ୧୭ରୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀର ପାଠପଢ଼ା ହେବ ସକାଳ ୬.୩୦ରୁ ଦିନ ୧୧ଟା ପର୍ଯ୍ୟନ୍ତ ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଚଳିତ ଅପ୍ରେଲ ୧୭ରୁ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ, ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଏବଂ…

ପାଣ୍ଡିଆନଙ୍କ ପୁରୀ ଗସ୍ତ

ଶ୍ରୀ ସେତୁ ଓ ବାଶେଳୀ ସାହି ଧର୍ମଶାଳା ଓ ସମଙ୍ଗ ପାର୍କିଙ୍ଗ କାମର ଅଗ୍ରଗତି ସମୀକ୍ଷା ପୁରୀ : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ପ୍ରତ୍ୟୁଷରେ ପୁରୀ ଯାଇ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ର ଅଗ୍ରଗତି…