ଓଏସଆରଟିସି ପକ୍ଷରୁ ଭଞ୍ଜନଗର-ସିମାଞ୍ଚଳ ବସ ଚଳାଚଳ ଆରମ୍ଭ

ଗଂଜାମ,(ନିଲୁ ବିଷୋୟୀ ) : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ରୁ ସିମାଞ୍ଚଳ କୁ ଓଏସଆରଟିସି ର ସରକାରୀ ବସ୍ ଚଳାଚଳ ଶୁକ୍ରବାର ଶୁଭାରମ୍ଭ ହୋଇଛି।ପ୍ରଥମ ଦିନରେ ୭ ଜଣ ଯାତ୍ରୀ କୁ ନେଇ ଏକ ବସ ସିମାଞ୍ଚଳ ଅଭିମୁଖେ ଯାଇଛି।ବସ୍ ଟି ସନ୍ଧ୍ୟା ୭ ଟାରେ ଭଞ୍ଜନଗର ରୁ ବାହାରି ଆସିକା,ବ୍ରହ୍ମପୁର, ପଲାସା ଓ…

ସୁବର୍ଣ୍ଣପୁର ରେ କଳା ସଂସାଧନ ସଭ୍ୟଙ୍କ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ, ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର…

ସୁବର୍ଣ୍ଣପୁର/ଆର୍ତ୍ତତ୍ରାଣ ମହାପାତ୍ର;  ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲୋକକଳା ମାଧ୍ୟମରେ ଜନସାଧାରଣ ଯେପରି ସରକାର ଙ୍କ ଦ୍ଵାରା ପ୍ରୟୋଜିତ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ଅବଗତ ହୋଇପାରିବେ ସେଥିପାଇଁ ସେପ୍ଟେମ୍ବର 15 ରୁ 30 ତାରିଖ ମଧ୍ୟରେ ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟକ୍ରମ…

ବିଭିନ୍ନ ଜଳ ଭଣ୍ଡାରର ସ୍ଥିତି ଅନୁଧ୍ୟାନ କଲେ ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ

ବର୍ଷା ଜଳ ପରିମାଣକୁ ଦୃଷ୍ଟିରେ ରଖି ଫସଲ ପାଇଁ ଜଳର ସୁଷମ ବଣ୍ଟନ ନିମନ୍ତେ ପରାମର୍ଶ ଭୁବନେଶ୍ୱର : ରାଜ୍ୟ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଗୁରୁବାର ଏକ ବୈଠକରେ ରାଜ୍ୟର ବିଭିନ୍ନ ଜଳ ଭଣ୍ଡାରର ସଦ୍ୟତମ ସ୍ଥିତି ଅନୁଧ୍ୟାନ କରିଛନ୍ତି…

କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ,ସମଗ୍ର ଜିଲ୍ଲାରେ ଖୁସିର ଲହରୀ

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ନୟାଗଡ଼ ଜିଲ୍ଲା କଣ୍ଟିଲୋର କଣ୍ଟେଇମୁଣ୍ଡି ( କଣ୍ଟିଆଳି) ବାଇଗଣ କୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା। କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଥିବା ସୁଚନା ଦେଇଛନ୍ତି ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ…

ପଦ୍ମପୁର ଯୁବ ଗୋଷ୍ଠୀ ର ପ୍ରୟାସ : ବେଆଇନ ଗୋ ଚାଲାଣ ବେଳେ ଉଦ୍ଧାର ହେଲେ ୫୦ ରୁ ଉର୍ଦ୍ଧ ଗୋରୁ

https://youtu.be/21qbAyCtQVc ଟ୍ରକ୍ ରେ ମିଳିଲା ଦୁଇଟି ନମ୍ଵର ପ୍ଲେଟ ପଦ୍ମପୁର :- ବରତୁଣ୍ଡା ଅଞ୍ଚଳରୁ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ବେଳେ ଗତ କାଲି ବିଲମ୍ବିତ ରାତ୍ରିରେ ସୋହେଲା ପୋଲିସ ସହାୟତାରେ ପଦ୍ମପୁର ର ଯୁବଗୋଷ୍ଠୀ ପଶ୍ଚିମବଙ୍ଗ ନମ୍ଵର ଥିବା ଗୋରୁ ଭର୍ତ୍ତି କାବୁ…

ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ଅଗଷ୍ଟ ମାସରେ 1733.62 କୋଟି ଟଙ୍କା ସଂଗ୍ରହ ; ୩୮.୨୨ ପ୍ରତିଶତ…

ଭୁବନେଶ୍ୱର(ଶାସକ ପ୍ରଶାସକ) : ୨୦୨୩ ମସିହା ଅଗଷ୍ଟ ମାସରେ ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ରାଜ୍ୟକୁ ମିଳିବାକୁ ଥିବା ଜିଏସଟି ପରିମାଣ ୧୭୩୩.୬୨ କୋଟି ଟଙ୍କା ହୋଇଛି । ୨୦୨୨ ମସିହା ଅଗଷ୍ଟ ମାସରେ ଏ ବାବଦରେ ୧୨୫୪.୨୪ କୋଟି ଟଙ୍କା ସଂଗୃହୀତ ହୋଇଥିଲା । ଫଳରେ ଏ କ୍ଷେତ୍ରରେ…

ମୁମ୍ବାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ : ମୃତଦେହ ଜନ୍ମମାଟିକୁ ଫେରାଇ ଆଣିଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ବାସିନ୍ଦା ସିଦ୍ଧାନ୍ତ ସାହୁ (୨୬ବର୍ଷ) ଗତ ୮ବର୍ଷ ଧରି ମୁମ୍ବାଇରେ ରହି ପାଣି ପାଇପ୍ କାମ କରିଆସୁଥିଲେ । ଗତ ଅଗଷ୍ଟ ୩୦ତାରିଖରେ ସେ କାମ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ସିଦ୍ଧାନ୍ତ, କାମ କରୁଥିବା କମ୍ପାନୀ ତାଙ୍କ ମୃତଦେହକୁ ବିମାନ ଯୋଗେ…

ବେଲଗୁଣ୍ଠାରେ ସ୍ୱାୟତ୍ତ ଶାସନ ଦିବସ:ନଟିଆ ଓ କୁଳଦିପ୍ ମୁଖ୍ୟ ଆକର୍ଷଣ ।

ବେଲଗୁଣ୍ଠା -୧/୯-ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ୪୯ତମ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।ଗୁରୁବାର ସକାଳ ୧୦ ଘଟିକା ସମୟରେ ମୁଖ୍ୟ ଅତିଥି  ଭାବେ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଯୋଗ ଦେଇ ନଗରପାଳ ଫିରୋଜ କୁମାର ସେଠୀ, ଉପାଧ୍ୟକ୍ଷା…

ବେଲଗୁଣ୍ଠାର ସମସ୍ତ ପିଇଓ ଚଉଦ ଦିନ ହେବ ସମୂହ ଛୁଟିରେ ; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-ନିଖିଳ ଉତ୍କଳ ପଂଚାୟତ ନିର୍ବାହୀ ଅଧିକାରୀ ସଙ୍ଘ, ଭୁବନେଶ୍ୱରଙ୍କ ଆହ୍ୱାନ କ୍ରମେ ସମଗ୍ର ଓଡ଼ିଶାର ପଞ୍ଚାୟତ ନୀର୍ବାହୀ ଅଧିକାରୀ ମାନେ ନିଜର ଦୁଇ ଦଫା ଦାବି ପୂରଣ ପାଇଁ ସମୂହ ଛୁଟିରେ ଯିବା ସହିତ ନିଜ ନିଜର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ଚଉଦ…

ବଜ୍ରପାତରେ ନଅ ଗାଈଗୋରୁ ମୃତ; ବାଛୁରୀ ଗୁରୁତର; ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଦାବି

ବେଲଗୁଣ୍ଠା,(ଶିବରାମ ଚୌଧୁରୀ )-ବଜ୍ରପାତରେ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବଡ଼ପଡ଼ା ପଂଚାୟତ ଶିରୀକୋଈ ଗ୍ରାମର ଜୟ ଗୌଡ଼ଙ୍କ ନଅଟି ଗାଈଗୋରୁ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଗୋଟିଏ ବାଛୁରୀ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଥିବା ଖବର ମିଳିଛି I ଖବରରୁ ଜଣାପଡିଛି ଆଜି ଜୟ…