ଟିକରପଡ଼ାରେ ରାଜନୈତିକ ଗୋଷ୍ଠୀ ସଂଘର୍ଷ ;

ବେଲଗୁଣ୍ଠା ଥାନାରେ ଉଭୟ ପକ୍ଷରୁ ଏତାଲା; ଉଭୟ ପକ୍ଷର ଛଅ କୋର୍ଟଚାଲାଣ ବେଲଗୁଣ୍ଠା/ଶିବରାମ ଚୌଧୁରୀ: ସାଧରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବେଲଗୁଣ୍ଠା ବ୍ଳକ୍ ରେ ବର୍ତ୍ତମାନ ଠାରୁ ରାଜନୈତିକ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି I ବେଲଗୁଣ୍ଠା ବ୍ଳକ୍ ଟିକରପଡ଼ା ଗ୍ରାମରେ ଏହିଭଳି ଗୋଷ୍ଠୀ…

ଟାଟା ଷ୍ଟିଲ୍ ର ଖଣି ଖନନ ପାଇଁ ସମସ୍ତ ୱାର୍ଡ ସଭା କୁ ସ୍ଥାନୀୟ ବାସିନ୍ଦାଙ୍କ ସମର୍ଥନ

ଯୋଡା:: କେନ୍ଦୁଝର ଜିଲ୍ଲା ସ୍ଥିତ ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ମେସର୍ସ ଟାଟା ଷ୍ଟିଲ ଲିମିଟେଡ ଦ୍ଵାରା ପରିଚାଳିତ ଯୋଡା ଇଷ୍ଟ ଲୌହ ଖଣି, ମନମୋରI ମାଙ୍ଗାନିଜ ଖଣି, ବାମେବାରି ଲୌହ ଓ ମାଙ୍ଗାନିଜ ଖଣି ଏବଂ ଯୋଡା ୱେଷ୍ଟ ଲୌହ ଓ ମାଙ୍ଗାନିଜ ମାଇନ୍ସ ରେ ଖଣି ଖନନ ନିମନ୍ତେ ଯୋଡା ପୌରପାଳିକା…

ସରକାରୀ ନିର୍ଦ୍ଦେଶାନାମାକୁ ଫୁ …

ଡାକ୍ତରଖାନା ଛାଡିବାକୁ ଡାକ୍ତରଙ୍କ କୁଂଥୁ କୁଂଥୁ.. ୟାଙ୍କ ପାଇଁ କଣ 5 T ଏଇଆ , ଗୋଟେ ଜାଗାରେ ୨୮ ବର୍ଷ ସ୍ୱାସ୍ଥ୍ୟ ବିଭାଗ ଉପରେ କିଏ କି ଯେ ଯାହାପାଇଁ ବଦଳି ଆଦେଶ ଡଷ୍ଟବିନରେ !!! ଗୋଟିଏ ଡାକ୍ତରଖାନାରେ ୨୭ ବର୍ଷ ରୁ ଉର୍ଦ୍ଧ ରହିବା ପରେ ଅନ୍ୟତ୍ର ଯିବାକୁ ମାନୁନି…

5T ସଚିବଙ୍କ ମାଧ୍ୟମରେ ଗୁହାରୀ ଶୁଣିଲେ ମୁଖ୍ୟମନ୍ତ୍ରୀ

 ଦୁଇ ଗରୀବ ରୋଗୀଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି ପ୍ରଦାନ ବେଲଗୁଣ୍ଠା/ଶିବରାମ ଚୌଧୁରୀ:  ଗତ ଅଗଷ୍ଟ ଛବିଶି ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ୍ ସୋରଡ଼ା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିରରେ ଗ୍ରହଣ କରିଥିବା…

ସରକାରୀ ଯୋଜନା ସମ୍ପର୍କରେ ଗ୍ରାମପଞ୍ଚାୟତ ସ୍ତରୀୟ ଜନ ସଚେତନତା କାର୍ଯ୍ୟକ୍ରମ

ବେଲଗୁଣ୍ଠା/ଶିବରାମ ଚୌଧୁରୀ: ଗତ ଅଗଷ୍ଟ ଛବିଶି ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ୍ ସୋରଡ଼ା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସରକାରଙ୍କ ସମସ୍ତ ଯୋଜନା ସମ୍ପର୍କରେ ଅଧିକାଂଶ ହିତାଧିକାରୀ ସ୍ପଷ୍ଟ ରୂପେ ଜାଣି…

ଶିକାରୀର ବିଦ୍ୟୁତ୍ ଫାଶରେ ଚାଷୀ : ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ; ଜଣେ ଶିକାରୀ ଗିରଫ,

ବେଲଗୁଣ୍ଠା/ଶିବରାମ ଚୌଧୁରୀ: ବେଲଗୁଣ୍ଠା ବ୍ଲକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମର ଚାଷୀ ଶିବରାମ ସ୍ୱାଇଁ (45) ଶିକାରୀ ବିଛାଇ ଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଥିବା ଅଭିଯୋଗ ଆଣିଛନ୍ତି ଶିବରାମଙ୍କ ପୁଅ ଶୁଭମ୍ I…

ବିଶେଷ ଟ୍ରେନ ଚଳାଚଳ ଦିବସ ବୃଦ୍ଧି

ସେପ୍ଟେମ୍ବର 2023 ର ଶେଷ ସପ୍ତାହ ପର୍ଯ୍ୟନ୍ତ ଭଞ୍ଜପୁର-ପୁରୀ-ଭଞ୍ଜପୁର (ବାରିପଦା) ଏବଂ ସାନ୍ତ୍ରାଗଛି -ପୁରୀ-ସାନ୍ତ୍ରାଗଛି ବିଶେଷ ଟ୍ରେନ ଚଳାଚଳ କରିବ | ଭୁବନେଶ୍ୱର : ଯାତ୍ରୀ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁରୀ-ସାନ୍ତ୍ରାଗଛି-ପୁରୀ ଏବଂ ପୁରୀ-ଭଞ୍ଜପୁର-ପୁରୀ ବିଶେଷ ଟ୍ରେନ ଗୁଡିକର…

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ : ଏନ୍ଫୋର୍ସମେଣ୍ଟ କୁ ଜୋରଦାର ତଥା କଡାକଡି କରିବା ଉପରେ ଗୁରୁତ୍ୱାରୋପ

ଜିଲ୍ଲା ଅନ୍ତର୍ଗତ ଜାତୀୟ ରାଜପଥ କୁ ସଂଲଗ୍ନ ରାସ୍ତାରେ ହମ୍ପସ, ରମ୍ବଲର ତଥା ସୂଚନା ଫଳକ ଲଗାଇବାକୁ ଜିଲ୍ଲାପାଳ ଙ୍କ ଗୁରୁତ୍ୱାରୋପ - ଦୁର୍ଘଟଣା ପ୍ରବଣ, ବୁଲାଣୀ ରାସ୍ତା ଉପରେ ରେ ସୂଚନା ଫଳକ ସହ ବ୍ଲିକିଙ୍ଗ ଲାଇଟ ଲଗାଇବାକୁ ନିର୍ଦେଶ - ସୁବର୍ଣ୍ଣପୁର(ଆର୍ତ୍ତତ୍ରାଣ…

ସି ଆଇ ଟି ୟୁ ଜାତୀୟ କାର୍ଯ୍ୟକାରିଣୀ ବୈଠକ ରାଉରକେଲା ଠାରେ ଉଦଘାଟିତ

ନରେନ୍ଦ୍ର ମୋଦି ସରକାର ଙ୍କ ଶ୍ରମିକ ଓ ଜନ ବିରୋଧି ନିତୀ ବିରୁଦ୍ଧରେ ଶ୍ରମଜୀବୀ ଓ ଶୋଷିତ ଜନ ଗଣ ଙ୍କୁ ଐକ୍ୟବଦ୍ଧ ଓ ଆନ୍ଦୋଳନ କରିବା ପାଇଁ ଖସଡ଼ା ପ୍ରସ୍ତୁତ କରିବ ସି ଆଇ ଟି ୟୁ। ରାଉରକେଲା ତା ୪/୦୯/୨୦୨୩(ବସନ୍ତ କୁମାର ଜେନା):- ଦେଶର ବଳିଷ୍ଠ ଓ ସଂଗ୍ରାମୀ ଟ୍ରେଡ୍ ୟୁନିୟନ ସି ଆଇ ଟି ୟୁ…

ବାନ୍ଦୁପାଲି ଦୈବୀଶକ୍ତି ଘଟଣା : ବନ୍ଦ କରିବାକୁ ପ୍ରଶାସନ କଲା ତାଗିଦ୍

https://youtu.be/_12QLyK3ym0 ପଦ୍ମପୁର :- ଗତ କିଛିଦିନ ହେଲା କଥିତ ଭାବେ ଦୈବୀଶକ୍ତିର ଆବିର୍ଭାବକୁ ନେଇ ଚର୍ଚ୍ଚାରେ ଥିବା ପଦ୍ମପୁର ଉପଖଣ୍ଡର ବାନ୍ଦୁପାଲି ଗାଁକୁ ଆଜି ଉପ-ଜିଲ୍ଲାପାଳ ସଦାକର କୁମ୍ଭାର ଗସ୍ତ କରି ସ୍ଥିତି ପରଖିଛନ୍ତି । ଗତ କିଛି ଦିନ ହେବ ବାନ୍ଦୁପାଲି ଗାଁରେ ଜଣେ…