ପବିତ୍ର ଗୁରୁ ଦିବସ ଉପଲକ୍ଷେ ତେଜସ୍ବିନୀ ସାମାଜିକ ସଂଗଠନ ର ନିଆରା କାର୍ଯ୍ୟକ୍ରମ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା}: ପବିତ୍ର ଗୁରୁ ଦିବସ ଉପଲକ୍ଷେ ଗଞ୍ଜାମ ଜିଲ୍ଲା,ଭଞ୍ଜନଗର ର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ମାନ ସବୁ ଆୟୋଜନ ହେଉଥିବା ବେଳେ ଓଡ଼ିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ତେଜସ୍ବିନୀ ର ଭଞ୍ଜନଗର ଶାଖା ,ତଥା ଆଞ୍ଚଳିକ ପରିବହନ ବିଭାଗ ଭଞ୍ଜନଗର ଓ ବୈଷୟିକ ତାଲିମ…

ଗୁରୁପୂଜା ଓ ଶିକ୍ଷକ ଗୌରବ ସମ୍ମାନ ସମାରୋହ-2023

https://youtu.be/KVVdM_Oi5w4 ଗୁରୁଜୀ ଗୁରୁମା ହେଉଛନ୍ତି ବିଶ୍ୱକର୍ମା ସଦୃଶ ମୂଳ ଭିତିଭୁମିରୁ ଯଦି ଛାତ୍ର ଛାତ୍ରୀ ଙ୍କୁ ଗଢିତୋଳିବେ ତାହେଲେ ଏକ ସୁସ୍ଥ ସମାଜ ଗଢି ହୋଇପାରିବ- ଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡି l (ମାହାଙ୍ଗା-ଶାସକ ପ୍ରଶାସକ): ପବିତ୍ର ଗୁରୁଦିବସ ଅବସରରେ ମାହାଙ୍ଗା…

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଭାରତର ପ୍ରଥମ ଉପ-ରାଷ୍ଟ୍ରପତି ତଥା ଦ୍ଵିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନ ଅବସରରେ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି।…

ଭଞ୍ଜନଗରରେ ‘ମୁଁ ବି ମିତା’ ଅଭିଯାନର ଶୁଭାରମ୍ଭ

ଭଞ୍ଜନଗର ରୁ : ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଅନ୍ତର୍ଗତ 'ମୁଁ ବି ମିତା' ଅଭିଯାନ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡରେ ଆରମ୍ଭ ହୋଇଛି। ଆଜି ସେପ୍ଟେମ୍ବର ୫ ତାରିଖ ମଙ୍ଗଳବାର ଦିନ ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ…

ଶିକ୍ଷକର ମୃତ୍ୟୁ ନଥାଏ, ଶିକ୍ଷକ ମାନେ ନିଜ ଅନୁଭୂତି ଲେଖିବା ଆବଶ୍ୟକ:ଅରୁଣ

"ଅନ୍ୟକୁ ଆପଣେଇ ନେବାର କ୍ଷମତା ଜଣେ ଶିକ୍ଷକ ପାଖରେ ରହିଥାଏ ଯାହାକି ଅନ୍ୟ କାହାରି ପାଖରେ ନାହିଁ" ନୟାଗଡ଼,(ଲକ୍ଷ୍ମୀଧର ସାହୁ):ଆଜି ପବିତ୍ର ଗୁରୁ ଦିବସ ଅବସରରେ ଗୁରୁ ପୂଜନ ସମାରୋହ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଓ କଲେଜ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ…

ଘନଉଚି ଶାରଳା ମନ୍ଦିର କମିଟି ବିବାଦ

ଜଗତସିଂହପୁର,ତା-୦୫.୦୯.୨୦୨୩/ସୁମନ୍ତ କୁମାର ଦାସ: ଘନଉଚି ଶାରଳା ମନ୍ଦିର କମିଟି ବିବାଦ, ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଭେଟି ଅଭିଯୋଗ ଦେଲେ ପାଞ୍ଚ ସାହି ର ରାଉଳ ସେବାୟତ | ସୂଚନା ଅନୁସାରେ ଗତ ଜୁନ ମାସ ୨ ତାରିଖ ରେ ଜଗତସିଂହପୁର ଝଙ୍କଡ଼ ବାସିନୀ ମାଆ ଶାରଳା ଙ୍କ ମନ୍ଦିର ରେ ନୂତନ କମିଟି ଓ…

ଭୋଟର ସଚେତନତା କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ /ରଜତ ପଟ୍ଟନାୟକ :ଗଣ୍ଡଳାଗ୍ରାମ ସ୍ଥିତ ଶ୍ରୀ ବେଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ତରଫରୁ ଭୋଟର ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି , ଅଧ୍ୟକ୍ଷା ଡ଼ ଅମିତା ପଣ୍ଡା ଙ୍କ ସଭାପତି ତ୍ବ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ରୂପେ ହିଞ୍ଜିଳିକାଟୁ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦମହକୁମା ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ…

ବର୍ଜ୍ୟବସ୍ତୁ ପରିଚାଳନା ପାଇଁ 22 ଗୋଟି ବେଟେରୀ ଚାଳିତ ଗାଡି ପ୍ରଦାନ

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ହାଇ ସ୍କୁଲ ପଡିଆ ଠାରେ ଆଜି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଙ୍କର ଦ୍ୱାରା ବ୍ଲକ ର 22 ଗୋଟି ପାଞ୍ଚାୟତ କୁ 22 ଗୋଟି ବେଟେରୀ ଚଳିତ ଗାଡି ପ୍ରଦାନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ପ୍ରତେକ ଗ୍ରାମର ପ୍ରତେକ ଘରୁ ଏଣିକି ନିୟମିତ ଭାବରେ ଏହି…

କର୍ଣ୍ଣାଟକ ଦମ୍ପତ୍ତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୪୩ ତମ ଶିଶୁକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ପୋଷ୍ୟ ସନ୍ତାନ ଭାବେ କର୍ଣ୍ଣାଟକ ରାଜ୍ୟର ଏକ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି। ସୂଚନା ପ୍ରକାରେ ଆଜକୁ ପ୍ରାୟ ୬ ମାସ ତଳେ…