ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ଜନସାଧାରଣ ଙ୍କ ସହ ଆନନ୍ଦ ଉଲ୍ଲାସର ରଜ ଉତ୍ସବ ପାଳିଲେ ପୂର୍ବତନ ମନ୍ତ୍ରୀ ବିଧାୟକ…

 https://youtu.be/sdVNv_ixb6E ଚାଷ କାର୍ଯ୍ୟକ୍ରମ ରେ ଚାଷୀର ମଙ୍ଗଳ କାମନା କରିବା ସହ ସମଗ୍ର ସମାଜର ମଙ୍ଗଳ କାମନା କଲେ l   (ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ ) - ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ନିଶ୍ଚିନ୍ତକୋଇଲି, ନତକାଇ, ରାମକୃଷ୍ଣପୁର, ଜିଗ୍ନୀପୁର…

୬ ଜଣ ଓଡ଼ିଶା ସୂଚନା ସେବା ଅଧିକାରୀଙ୍କୁ ଉପନିର୍ଦ୍ଦେଶକ ପଦକୁ ପଦୋନ୍ନତି

ଭୁବନେଶ୍ୱର(ଶାସକ ପ୍ରଶାସକ): ସୂଚନା ଓ ଲୋକସଂପର୍କ ବିଭାଗ ଅଧିନସ୍ଥ ବିଭିନ୍ନ କାର୍ଯ୍ୟାଳୟରେ ଅବସ୍ଥାପିତ ଓଡ଼ିଶା ସୂଚନା ସେବା ବର୍ଗର ୬ ଜଣ ଅଧିକାରୀ ଉପନିର୍ଦ୍ଦେଶକ ଭାବରେ ପଦୋନ୍ନତି ପାଇଛନ୍ତିା ନିର୍ଦ୍ଦେଶାଳୟରେ କାର୍ଯ୍ୟରତ ଭଣ୍ଡାର ଅଧିକାରୀ ସୁରଜିତ ମିଶ୍ର, ରାଜ୍ୟପାଳଙ୍କ ଲୋକସଂପର୍କ…

ମୁଁ ଭୁବନେଶ୍ୱର ପର୍ଯ୍ୟବେକ୍ଷକ ନିଯୁକ୍ତ ହେବା ପରେ ଅପରାଜିତା ଡରିଗଲେ : ଶ୍ରୀମୟୀ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଏବଂ ବିଜେଡି ସଭାପତି ମୋତେ ଭୁବନେଶ୍ୱର ଲୋକସଭାକ୍ଷେତ୍ର ପାଇଁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିବା ପରେ ଆପଣ ଭୟଭୀତ ହେବା ସହିତ ଆପଣଙ୍କ ନିଦ ଭାଙ୍ଗି ଯାଇଛି କି ବୋଲି ବିଜେପି ସାଂସଦଙ୍କୁ ପ୍ରଶ୍ନ କରିଛନ୍ତି ବିଜେଡି ପ୍ରବକ୍ତା ଶ୍ରୀମତୀ ଶ୍ରୀମୟୀ ମିଶ୍ର…

ନୂଆପଡ଼ାରେ ଟ୍ରମା କେୟାର୍ ସେଣ୍ଟର ପାଇଁ ୭୫.୭୦ କୋଟି ଟଙ୍କା ମଂଜୁର

ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାକୁ ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦେଶ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍ ଭୁବନେଶ୍ୱର, (ଶାସକ ପ୍ରଶାସକ): ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଧୂନିକ ଟ୍ରମା କେଆର୍ କେନ୍ଦ୍ର…

ସୁଭଦ୍ରାଙ୍କ ରଥ ଅଖରେ ଫାଟ !

ପୁରୀ( ଅନିମେଶ ପଟ୍ଟନାୟକ) : ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଅଖରେ ଫାଟ ଦେଖିବାକୁ ମିଳିଛି । ରଥଯାତ୍ରାକୁ ଆଉ ଦୁଇ ଦିନ ଥିବା ବେଳେ ଶନିବାର ସକାଳେ ଦେଖିବାକୁ ମିଳିଛି ଏପରି ଘଟଣା । ଦେବୀ ସୁଭଦ୍ରାଙ୍କ ରଥର ପଛିଆଣୀ ଅଖରେ ଫାଟ ରହିଥିବା ଜଣା ପଡିଛି । ତେବେ ସ୍ଥିତି ଅନୁଧ୍ୟାନ ପରେ ଅଖ ବଦଳିଯିବ…

ପଶ୍ଚିମ ଓଡ଼ିଶାରେ ଖରାଛୁଟି ଏକ ସପ୍ତାହ ବୃଦ୍ଧି ପାଇଁ ଦାବୀ କଲେ ଦୀପା:ମୁଖ୍ୟ ଶାସନ ସଚିବ କହିଲେ ସରକାର ଏହା ଉପରେ…

ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମର ସ୍ବେଚ୍ଛାସେବୀ ପଶ୍ଚିମ ଓଡ଼ିଶାର ବିଭିନ୍ନ ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ତାହାର ସମାଧାନ କରିବାକୁ ଚେଷ୍ଟା କରିଥାନ୍ତି।ତାଙ୍କ ପ୍ରୟାସ ଦ୍ୱାରା ଅନେକ ସମସ୍ୟାର ସମାଧାନ ମଧ୍ୟ ହୋଇ କୋଟି କୋଟି…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ଉତ୍କଳ ୟୁନିଭର୍ସିଟିର କୁଳପତିଙ୍କ ସାକ୍ଷାତ ଆଲୋଚନା

ଭୁବନେଶ୍ୱର(ଶାସକ ପ୍ରଶାସକ) : ଉତ୍କଳ ୟୁନିଭର୍ସିଟିର କୁଳପତି ପ୍ରଫସର ସବିତା ଆଚାର୍ଯ୍ୟ ଆଜି ଲୋକସେବା ଭବନ ଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି I ରାଜ୍ୟର ଏହା ସର୍ବ ପୁରାତନ ଏବଂ ଦେଶର ୧୭ ତମ ପୁରାତନ ୟୁନିଭର୍ସିଟି I ଏହା ଏକ…

୧୪ ତମ ଓଡ଼ଗାଁ ରଘୁନାଥ ଆଥଲେଟିକ କ୍ରିକେଟ ଲିଗ (ଓସିଏଲ) ଉଦଯାପିତ:ଦଲକ ହାକର୍ସ ଚମ୍ପିୟାନ

ଓଡ଼ଗାଁ,୧୬।୬(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ରଘୁନାଥ ଆଥଲେଟିକ ଆସୋସିଏସନ ପକ୍ଷରୁ ଆୟୋଜିତ ଓଡ଼ଗାଁ ୧୪ତମ କ୍ରିକେଟ ଲିଗ (ଓସିଏଲ)ର ଶୁକ୍ରବାର ଅପରାହ୍ନରେ ଉଦଯାପିତ ଫାଇନାଲ ମ୍ୟାଚରେ ଇଲେଭେନ ଇମ୍ପୋରରକୁ ହରାଇ ଦଲକ ହାକର୍ସ ଚମ୍ପିୟାନ ଟ୍ରଫି ସହିତ ନଗଦ ୫ ହଜାର ଟଙ୍କା ପୁରସ୍କାର ହାସଲ…

ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ଓଡ଼ିଶାରେ ସର୍ବୋତ୍ତମ ସୁନା ସଂଗ୍ରହଣ ସହ ରଜ ଉତ୍ସବ ପାଳିତ

- ରିଲାଏନ୍ସ ଜୁଏଲ୍ସ ରଜର ଉତ୍ସବକୁ ସାଦରର ସହ ଆପଣାଇଛି ଏବଂ ନାରୀତ୍ୱର କାଳଜୟୀ ମହତ୍ତ୍ୱକୁ ଔଜଲ୍ୟତାର ସହ ପାଳନ କରେ ଓଡ଼ିଶା, ଜୁନ୍ ୨୦୨୩- ଭାରତର ଅଗ୍ରଣୀ ଗହଣା ବ୍ରାଣ୍ଡ ରିଲାଏନ୍ସ ଜୁଏଲସ ଖୁସିର ରଜ ପର୍ବ ପାଳନ ପାଇଁ ଓଡ଼ିଶାରେ ଏକ ସ୍ୱତନ୍ତ୍ର ସଂଗ୍ରହର ଶୁଭାରମ୍ଭ ଘୋଷଣା କରି ଖୁସି…

ମହାମହିମ ରାଜ୍ୟପାଳଙ୍କ ଦ୍ବାରା “ଜି.ଏସ.ଟି ସ୍ମାର୍ଟ ଗାଇଡ” ଉନ୍ମୋଚନ

ଭୁବନେଶ୍ୱର: ୧୬/୦୬/୨୩ ଓଡ଼ିଶା ରାଜଭବନ ପରିସରରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଦ୍ବାରା "ଜି.ଏସ.ଟି ସ୍ମାର୍ଟ ଗାଇଡ" ପୁସ୍ତକ ଉନ୍ମୋଚନ ହୋଇଯାଇଛି । ଏହି ପୁସ୍ତକର ଲେଖକ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବି ରମେଶ ଚନ୍ଦ୍ର ଜେନା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ…