“ପ୍ରଗତି” ମହିଳା ସଙ୍ଗଠନ ଆନୁକୁଲ୍ୟରେ ରଜ ଉତ୍ସବ ପାଳନ

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଉପକାରାଗାର ଠାରେ ପାରଳାର ଅଗ୍ରଣୀ ମହିଳା ଅନୁଷ୍ଠାନ "ପ୍ରଗତି" ଆନୁକୁଲ୍ୟରେ ଅନ୍ତେବାସୀଙ୍କ ଗହଣରେ ରଜଉତ୍ସବ ପାଳନ ହୋଇ ଯାଇଛି। ଅନ୍ତେବାସୀ ଦ୍ଵାରା ତର୍କ , ନୃତ୍ୟ ,ଏକକ ଅଭିନୟ ଏବଂ କଣ୍ଠ ସଙ୍ଗୀତ ପ୍ରତିଯୋଗିତା ହୋଇଥିଲା ।…

“ବର୍ଣାଳୀ” କବିତା ପୁସ୍ତକ ଉନ୍ମୋଚିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶାର ଗଣ ପର୍ବ ରଜ ଅବସରରେ ପାରଳାର ଯୁବ କବି ଅଞ୍ଜନା ପଟ୍ଟନାୟକଙ୍କ ଦ୍ଵାରା ସ୍ବରଚିତ କବିତା ପସରା "ବର୍ଣାଳୀ" ପୁସ୍ତକ ଶୁଭ ଉନ୍ମୋଚନ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମହନ୍ତ ମହାରାଜ ଶ୍ରୀ…

ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର:ହତ୍ୟା ଧମକ ଦେଲେ ମାଓବାଦି

ନରସିଂ ବାଘ /ରାଇଘର ବ୍ଲକ: ପୁଣି କିଛି ଦିନର ବ୍ୟବଧାନ ପରେ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ରାଇଘର ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର ଓ ବ୍ୟାନର। ମାଓବାଦି ମାନେ ସେମାନଙ୍କ ସ୍ଥିତି ଜାହିର କରିବା ପାଇଁ ରାଇଘର ବ୍ଲକ ନାକଟିସିମଡ଼ା ପଞ୍ଚାୟତ ଅନ୍ତର୍ଗତ ମାରିପାରା, ଚୋଡ଼ିଆପାରା ଓ…

ଏକ ନିଆଁରା ଢଙ୍ଗରେ ରଜ ପର୍ବ ପାଳନ କୁପାଖାଲ ଗ୍ରାମ

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଏକ ପାହାଡିଆ ଓ ଉପାନ୍ତ ଅଞ୍ଚଳ ବୋଲି ସମଗ୍ର ରାଜ୍ୟରେ ପରିଚିତ । କିଛି ବର୍ଷ ହେଲା କାଶୀପୁର ବ୍ଲକ ରେ ରଜ ସଂକ୍ରାନ୍ତି ପର୍ବ ବ୍ଲକ ର ବିଭିନ୍ନ ଅଞ୍ଚଳରେ ସୁରୁଖୁରୁ ଭାବେ ପାଳନ କରିବାର ଦେଖିବାକୁ ମିଳିଥିଲା। ଚଳିତ ବର୍ଷ…

ସୁରୁଖୁରୁରେ ସମ୍ପନ୍ନ ହେଲା ପ୍ରାଥମିକ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲାରେ ପ୍ରାଥମିକ ଶିକ୍ଷକ ମାନଙ୍କ ପଦୋନ୍ନତି ପ୍ରକ୍ରିୟା ଆଜି ସୁରୁଖୁରୁରେ ସମ୍ପାଦିତ ହୋଇଛି। ଜିଲ୍ଲା ପରିଷଦ ସୃଜନ ସଭା ଗୃହରେ ଅନୁଷ୍ଠିତ ପଦୋନ୍ନତି ପ୍ରକ୍ରିୟା କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ଜିଲ୍ଲା…

ଏକାମ୍ର ପ୍ରକଳ୍ପ ଭୂମିପୂଜନ ଓ ଶିଳାନ୍ୟାସ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

https://youtu.be/p9lVUJyfBgA ଭୁବନେଶ୍ୱର, 17.6 – ବହୁ ପ୍ରତିକ୍ଷୀତ ଏକାମ୍ର ପ୍ରକଳ୍ପ ଭୂମିପୂଜନ ଓ ଶିଳାନ୍ୟାସ ଉତ୍ସବ ନିମନ୍ତେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ବା ବିଡିଏ ସମ୍ମିଳନୀ କକ୍ଷ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ…

ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ପୂର୍ଣ୍ଣାବୟାବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚିତ

ଯାଜପୁର- ତା.୧୭.୦୬.୨୦୨୩- ଓଡିଶାର ବରପୁତ୍ର ମାନଙ୍କୁ ଯଥୋଚିତ ସମ୍ମାନ ପ୍ରଦାନ ନିମନ୍ତେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଅଭିନବ ପ୍ରୟାସ ଗ୍ରହଣ କରାଯାଇଛି । ଏହି ମର୍ମରେ ଯାଜପୁର ଜିଲ୍ଲାର ବରୀ ଠାରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ପୂର୍ଣ୍ଣାବୟାବ ବ୍ରୋଞ୍ଜ…

ଜଳସମ୍ପଦ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶାକୁ…

ଦକ୍ଷ ଜଳସମ୍ପଦ ପରିଚାଳନାରେ ଗଞ୍ଜାମ ଜିଲ୍ଲା ଦେଶର ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କୃତ । ଭୁବନେଶ୍ୱର :ଜଳସମ୍ପଦ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶାକୁ ଆଜି ଦେଶର ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟ ଭାବେ ସମ୍ମାନଜନକ ଚତୁର୍ଥ ଜାତୀୟ ଜଳ ପୁରସ୍କାର-୨୦୨୨ ପ୍ରଦାନ…

“ଓଡ଼ିଶାରେ ଶାସନ ବ୍ୟବସ୍ଥା ହାଇଯାକ ହୋଇଛି , ମନ୍ତ୍ରୀ, ବିଧାୟକଙ୍କୁ ଦାସତ୍ବ ସ୍ୱୀକାର କରିବାକୁ…

"ଯଦି ରାଜନୀତି କରିବାକୁ ଏତେ ଇଛା ଚାକିରୀ ଛାଡି ମଇଦାନକୁ ଆସ":  ଅଫିସରଙ୍କୁ ଅପରାଜିତାଙ୍କୁ ଆହ୍ବାନ  ଓଡିଶାରେ ନିର୍ଦ୍ଦିଷ୍ଟ ନିମ୍ନପଦସ୍ତ ଅଧିକାରୀଙ୍କ ଦ୍ୱାରା ରାଜନୈତିକ ଜନମତକୁ ଚଂଚକତା ସହ ହରଣ କରିବାର ପ୍ରୟାସ: ଅପରାଜିତା ଷଡଙ୍ଗୀ  ଯୋଜନାଭିତ୍ତିକ ଭାବେ ଓଡ଼ିଶାର…

ଟାଟା ପାୱାର କଂପାନୀ ଉପରେ ଦୋଷ ଲଦି ଦେଇ ନିଜ ବିଫଳତାକୁ ଲୁଚାଉଛନ୍ତି ରାଜ୍ୟ ସରକାର: ଡ.ଲେଖାଶ୍ରୀ

 ୪୦ ହଜାର ୨୨୭ କୋଟି ଟଙ୍କା ଖର୍ଚ୍ଚ ହେବା ପରେ ଦିନକୁ ୪୦ ଥର ‘ପାୱାର କଟ୍’ ହେବା ପାଇଁ ରାଜ୍ୟ ସରକାର ହିଁ ଦାୟୀ  ବିଜୁଳି ସେବା ଯୋଗାଇବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ବିଜେଡି ସରକାରର ପାଟିରୁ Sustainable Developement Goal ପୁରଣ ହୋଇଛି କହିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ…