ଟିପିଏସ୍ଓଡିଏଲ୍ ଦ୍ଵାରା ଭଞ୍ଜନଗରରେ ଅଭିଯୋଗ ସମାଧାନ ଫୋରମ୍ (ଜିଆରଏଫ୍) ଉଦଘାଟିତ
ବ୍ରହ୍ମପୁର ୦୭/୦୯: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଭଞ୍ଜନଗରଠାରେ ନୂତନ ଅଭିଯୋଗ ସମାଧାନ ଫୋରମ୍ (ଜିଆରଏଫ୍) ଉଦଘାଟିତ ହୋଇଛି । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ର ଏହାକୁ ଜିଆରଏଫ୍ ଉଦଘାଟନ…