ଓଡ଼ିଆ ପିଲାଙ୍କ ଭାଗ୍ୟ ଭବିଷ୍ୟତ ସହିତ ଖେଳ ନଖେଳି ସରକାର ସିବିଆଇ ତଦନ୍ତ କରାନ୍ତୁ: ଅନିଲ ବିଶ୍ୱାଳ

ଓଏସ୍‌ଏସ୍‌ସି ପ୍ରଶ୍ନ ପତ୍ର ଲିକ୍ ଘଟଣା ପ୍ରସଙ୍ଗ  ଓଡିଶା ଷ୍ଟାଫ୍ ସିଲେକ୍ସନ ଏବେ ଓଡିଶା ସ୍କାମ୍ ସିଲେକ୍ସନ ହୋଇଛି  ଓଏସ୍‌ଏସ୍‌ସିର ଅଧ୍ୟକ୍ଷ, ସଚିବ, ସଦସ୍ୟଙ୍କୁ ତୁରନ୍ତ ସରକାର ବହିଷ୍କାର କରନ୍ତୁ  ପ୍ରିଂଟିଙ୍ଗ ପ୍ରେସ୍ ବିରୋଧରେ କାହିଁକି ଏଫ୍‌ଆଇଆର କରାଯାଇନାହିଁ ?…

ଶିଶୁମାନଙ୍କ ପାଇଁ ଓଆର୍‌ଏସ୍ ଭ୍ୟାକ୍ସିନ୍ ସଦୃଶ

ଭୁବନେଶ୍ୱର, ୨୮/୦୭: ବର୍ଷା ଦିନେ ଶିଶୁମାନଙ୍କ କ୍ଷେତ୍ରରେ ଡାଇରିଆ ଓ ଡିସେନ୍‌ଟ୍ରି ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ଅନେକ ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲ୍‌ରେ ଭର୍ତି ହୋଇଥାନ୍ତି । ତେବେ ଏହି ସମୟରେ ସେମାନଙ୍କୁ ଉପଯୁକ୍ତ ପରିମାଣର ଓରାଲ ରିହାଇଡ୍ରେସନ…

ଅନ୍ତଃରାଜ୍ୟ ପ୍ରଶ୍ନପତ୍ର ରାକେଟ୍ ଧରା ହେବା ପରେ ବିଜେପି ବିଚଳିତ କାହିଁକି: ବିଜେଡି

 ସବୁକଥାରେ ହୀନ ରାଜନୀତି କରିବା ରାଜ୍ୟ ବିଜେପି ନେତାମାନଙ୍କ ପୁରୁଣା ଅଭ୍ୟାସ  ପ୍ରଭୁ ଜଗନ୍ନାଥ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ ଭୁବନେଶ୍ୱର: ଓଏସଏସସି ପ୍ରଶ୍ନପତ୍ର ଲିକ୍ ରାକେଟ୍ ଧରା ପଡ଼ିବା ଘଟଣାକୁ ନେଇ ଓଡ଼ିଶା ବିଜେପି ନେତାମାନେ ଚିରାଚରିତ ଭାବେ ହୀନ ରାଜନୀତି…

ରାଜ୍ୟ ସରକାରଙ୍କ ପାଇଁ ଓଡ଼ିଆ ଚାଷୀ ପିଏମ୍ କିଷାନରୁ ବଂଚିତ : ବିରଂଚି ନାରାୟଣ ତ୍ରିପାଠୀ

 ରାଜ୍ୟ ସରକାର ଓଡ଼ିଶାର ଚାଷୀଙ୍କୁ ଭଣ୍ଡେଇବାରୁ ନିବୃତ ରୁହନ୍ତୁ  ୧୦,୬୬୬ଜଣ ପିଏମ୍ କିଷାନ ଅର୍ଥ ପାଇବାରୁ ବଂଚିତ  ପିଏମ୍ କିଷାନର ବଳକା ହିତାଧିକାରୀମାନଙ୍କ ଚୟନ ପକ୍ରିୟା ଶୀଘ୍ର ଆରମ୍ଭ କରନ୍ତୁ ଏବଂ କେନ୍ଦ୍ର ସରକାରଙ୍କୁ ତାଲିକା ପଠାନ୍ତୁ ରାଜ୍ୟ ସରକାର  ରାଜ୍ୟ…

ଜୋସେଫ ଖୋସଲା ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ନିର୍ବାଚିତ

କାଶୀପୁର :ରାୟଗଡା ଜିଲ୍ଲା ଯୁବ କଂଗ୍ରେସର ନିର୍ବାଚନ ଫଳାଫଳ ଘୋଷଣା ହୋଇଯାଇଛି, ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀ ର ଯୁବ କଂଗ୍ରେସ ଦଳ ପକ୍ଷରୁ କିଛି ମାସ ତଳେ ନିର୍ବାଚନ ହେଇଥିଲା ସେହି ନିର୍ବାଚନ ରେ କାଶୀପୁର ବ୍ଲକ ର ଜୋସେଫ ଖୋସଲା ନିର୍ବାଚିତ ହେଇଛନ୍ତି,ଏନେଇ ରାୟଗଡା ଜିଲ୍ଲା ରୁ…

ସୋଆ କୃଷି ମହାବିଦ୍ୟାଳୟରେ ମୋଲିକ୍ୟୁଲାର ବାୟୋଲୋଜି ଓ ବାୟୋଟେକ୍ନୋଲୋଜି ଲ୍ୟାବ ଉଦ୍ଘାଟିତ

ଭୁବନେଶ୍ୱର, ୨୮/୦୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ରେ ଏକ ମୋଲିକ୍ୟୁଲାର ବାୟୋଲୋଜି ଓ ବାୟୋଟେକ୍ନୋଲୋଜି ଲ୍ୟାବ ଗତ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି ।ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ଉଦ୍‌ଘାଟନୀ…

ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ହେଲେ ସିଦ୍ଧାନ୍ତ।

ବାସୁଦେବପୁର - ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଭାବରେ ଯୁବ କଂଗ୍ରେସ ନେତା ତଥା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ର ପୂର୍ବତନ କଂଗ୍ରେସ ବିଧାୟକ ସ୍ବର୍ଗତ ଜଗବନ୍ଧୁ ଦାସ ଙ୍କ ପୁତୁରା ସିଦ୍ଧାନ୍ତ ଦାସ ନିର୍ବାଚିତ ହୋଇଛନ୍ତି। ଆୟୋଜିତ ନିର୍ବାଚନ ରେ ସିଦ୍ଧାନ୍ତ ଙ୍କ…

ଚୈତନ୍ୟଙ୍କୁ ମିଳିଲା ଉପଯୁକ୍ତ ଚିକିତ୍ସା: ପରିବାର ବି.ଏସ୍.କେ.ୱାଇ. ରେ ଅନ୍ତର୍ଭୁକ୍ତ

ଭୁବନେଶ୍ୱର; ଧର୍ମଶାଳା ବ୍ଲକ୍ ଏଣ୍ଡଳବା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୋତୁଅ ଗ୍ରାମର ୫୬ ବର୍ଷ ବୟସ୍କ ଚୈତନ୍ୟ ନାୟକଙ୍କ ଦୁଃଖ କଥା ଚଳିତ ମାସ ୧୭ ତାରିଖ ଦିନ ଗଣମାଧ୍ୟମରୁ ଜାଣିବାମାତ୍ରେ ରାଜ୍ୟ ବି.ଏସ୍.କେ.ୱାଇ. ଟିମ୍ ପକ୍ଷରୁ ତାଙ୍କର ସହାୟତା ନିମନ୍ତେ ତୁରନ୍ତ ପଦକ୍ଷେପ ନିଆଯାଇଥିଲା…

ଜଗତସିଂହପୁର ଜିଲ୍ଲା : ଖରିଫ ଚାଷ କାମକୁ ଆଗେଇ ନେବା ପାଇଁ ଅଣ୍ଟା ଭିଡିଛନ୍ତି ଚାଷୀ ଭାଇ

ଜଗତସିଂହପୁର,ତା-୨୮.୦୭.୨୦୨୩/ସୁମନ୍ତ କୁମାର ଦାସ:ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ମୌସୁମୀ ସକ୍ରିୟ ରହିଛି। ଯାହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଥ‌ିବା ବେଳେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହୋଇଛି । ସେହିପରି ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଭଲ ବର୍ଷା ହୋଇଛି। ଜିଲ୍ଲାର ୮ଟି…

“ସେପଟେ ଆନ୍ଧ୍ର ଅନୁପ୍ରବେଶ କରୁଛି , ଏପଟେ ଆନ୍ଧ୍ର ମନ୍ତ୍ରୀଙ୍କୁ ବିଜେଡି ନେତା ସମ୍ବର୍ଦ୍ଧନା…

ବିବାଦୀୟ ଆନ୍ଧ୍ର ମନ୍ତ୍ରୀଙ୍କୁ ବିଜେଡି ନେତା ଗୋଷାଣୀ ବ୍ଲକ୍ ଚେରମେନଙ୍କ ସମ୍ବର୍ଦ୍ଧନାକୁ କଂଗ୍ରେସ ପ୍ରତିବାଦରେ ସାମ୍ବାଦିକ ସମ୍ମିଳନୀ  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିବାଦୀୟ ଆନ୍ଧ୍ର ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା , ପ୍ରତିବାଦ ଜଣାଇଲା କଂଗ୍ରେସ। ଆନ୍ଧ୍ର ସରକାରଙ୍କ…