ଗାଙ୍ଗପୁର ଥାନା ପକ୍ଷରୁ ସାଇବର୍ କ୍ରାଇମ୍ ସଚେତନତା ରଥକୁ ସ୍ୱାଗତ ଏବଂ ସଚେତନତା କାର୍ଯ୍ୟକ୍ରମ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ସାମ୍ପ୍ରତିକ ପରିସ୍ଥିତିରେ ଦେଶର ଯୁବ ପିଢିଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ,ବରିଷ୍ଠ ନାଗରିକ ସାଇବର୍ ଅପରାଧର ଶିକାର ହୋଇ ଅର୍ଥ ଏବଂ ସମ୍ମାନ ହରାଇବା ସହିତ ବେଳେ ବେଳେ ସାଇବର୍ ଅପରାଧୀଙ୍କ ଚକ୍ରାନ୍ତରେ ଅତିଷ୍ଠ ହୋଇ ଆତ୍ମହତ୍ୟା ଭଳି ପଦକ୍ଷେପ ମଧ୍ଯ…