ନୂତନ ବ୍ଳକ ଶିକ୍ଷାଧିକାରୀଙ୍କ ଯୋଗଦାନ,ଶିକ୍ଷକ ସଂଗଠନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଅନୁଯାୟୀ ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ ଭାବେ ନିମାଇଁ ଚରଣ ପ୍ରଧାନ ବିଧିବଦ୍ଧ ରୂପେ ଯୋଗଦାନ କରିଛନ୍ତି । ଫଳରେ ଦୀର୍ଘ ଏକବର୍ଷରୁ ଉର୍ଦ୍ଧ୍ୱ ସମୟଧରି ଖାଲିଥିବା ଏହି ପଦବୀ ପୂରଣ ହୋଇ ପାରିଛି ।…

ଉତ୍କଳ ଆଲୁମିନାରେ କର୍ମଚାରୀ ସାମାଜିକ ସ୍ୱେଚ୍ଛାକୃତ କାର୍ଯ୍ୟକ୍ରମ ଅଧୀନରେ ବିଶାଳ ବୃକ୍ଷରୋପଣ ଅଭିଯାନ

"ଏକ ସବୁଜ ଭବିଷ୍ୟତର ପରିପୋଷଣ କରୁଛି" କାଶୀପୁର /ଟିକିର ରୁ ବୈକୁଣ୍ଠ ଦୁରିଆ : ପରିବେଶ ଓ ଦୀର୍ଘସ୍ଥାୟିତ୍ୱ ଦିଗରେ ଏହାର ନିରନ୍ତର ପ୍ରୟାସ ଜାରି ରଖି ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ୍‍ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ…

ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ଶ୍ରୀଯୁକ୍ତ ଦିଲୀପ ପାଠିଙ୍କ ଯୋଗଦାନ

ଜିରୋ ଡ୍ରପ ଆଉଟ ଓ କ୍ୱାଲିଟି ଏଜୁକେସନକୁ ପ୍ରାଥମିକତା : ଶ୍ରୀଯୁକ୍ତ ପାଠି ସାଲେଭଟା/ଶାସକ ପ୍ରଶାସକ ରୁ ଗୁରୁ ଶଙ୍କର ପାଇକ : ବଲାଙ୍ଗୀର ଜିଲ୍ଲା ଆଗଲପୁର ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ଶ୍ରୀଯୁକ୍ତ ଦିଲୀପ ପାଠି ଗତକାଲି ତା 4/8/2023 ରେ ଆଗଲପୁର ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟଳୟରେ…

ଓଡ଼ିଶାରେ ଦୁଇଟି ରାଜପଥ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

ମୋଦି ସରକାରରେ ଓଡିଶାକୁ ମିଳିଛି ବିଶେଷ ଗୁରୁତ୍ୱ - ଅମିତ୍ ଶାହ କାମାକ୍ଷାନଗର-ଡୁବୁରୀ ୪ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ-୫୩ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ସହ କଳାହାଣ୍ଡି ଜିଲ୍ଲାର ମୋଟେର- ବାନେର ଲଡ଼ୁଗାଁ ରାସ୍ତାର ସଂପ୍ରସାରଣ ପ୍ରକଳ୍ପର ଶିଳାନ୍ୟାସ ଭୁବନେଶ୍ୱର, ଅଗଷ୍ଟ ୦୫ –…

ପଲସଦା ରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ “ଘର ଅଗଣାରେ କୁକୁଡା ପାଳନ ମାଧ୍ୟମରେ ଜୀବିକାର୍ଜନ”…

ପଦ୍ମପୁର :- ରାଜ୍ୟର ମା , ଭଉଣୀ ମାନଙ୍କୁ ଆର୍ଥିକ ଭାବରେ ଆତ୍ମ ନିର୍ଭର କରିବା ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାଜ୍ୟ ସରକାରଙ୍କ ଦ୍ୱାରା ଅନେକ ଯୋଜନା ବିଭିନ୍ନ ବିଭାଗ ଦ୍ଵାରା , ତୃଣମୂଳ ସ୍ତରରେ କାର୍ଯ୍ଯକାରୀ ହେଉଛି । ଏହିକ୍ରମରେ…

ରାଜ୍ୟ ରାଣୀ ଏକ୍ସପ୍ରେସ ବାତିଲ

ଭୁବନେଶ୍ୱର : ନୌପଡ଼ା-ଗୁଣୁପୁର ରେଳ ସେକ୍ସନ ରେ ନିରାପତ୍ତା ସମ୍ପର୍କିତ ଆଧୁନିକୀକରଣ କାର୍ଯ୍ୟ ପାଇଁ ରାଜ୍ୟ ରାଣୀ ଏକ୍ସପ୍ରେସ 06 ଅଗଷ୍ଟ 2013 ଦିନ ଉଭୟ ପାର୍ଶ୍ୱରୁ ନୌପଡ଼ା ଓ ଗୁଣୁପୁର ମଧ୍ୟରେ ବାତିଲ ରହିବ | 05 ଅଗଷ୍ଟ 2013 ଦିନ ରାଉରକେଲାରୁ ଛାଡ଼ିବାକୁଥିବା 18117 ରାଉରକେଲା-ଗୁଣୁପୁର…

ବାସୁଦେବପୁର : ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ବାଣୀ କଲ୍ୟାଣ

ବିଭିନ୍ନ ପଞ୍ଚାୟତ ଯାଇ କରୁଛନ୍ତି ମାରାଥନ ବୈଠକ। ବାସୁଦେବପୁର - ସାଧାରଣ ନିର୍ବାଚନ କିଛି ମାସ ବାକି ଥିଲା ବେଳେ ବାସୁଦେବପୁରରେ ବୃଦ୍ଧି ପାଇଛି ରାଜନୈତିକ ଉସ୍ମତା | କିଏ ପ୍ରାର୍ଥୀ ହେବ ତାହାକୁ ନେଇ ସବୁଠି ଚର୍ଚା | ଦିର୍ଘଦିନ ଧରି ଗୋଟିଏ ପରିବାରର ଦବଦବା ରହି ଆସିଥିବା ବେଳେ ଏବେ…

ଅମୃତ ଭାରତ ଷ୍ଟେସନ୍ ଯୋଜନା (ଏବିଏସ୍ଏସ୍) ରେ ଓଡିଶା / ପୂର୍ବତଟ ରେଳପଥ ରେ 25 ଷ୍ଟେସନର ପୁନଃ ବିକାଶ

● ଏବିଏସ୍ଏସ୍ ଅଧୀନରେ ଷ୍ଟେସନର ପୁନଃ ବିକାଶ ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ଅଗଷ୍ଟ ମାସ 06 ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ | ● ଏହି ଯୋଜନାରେ ଭାରତୀୟ ରେଳବାଇର 1309 ଟି ଷ୍ଟେସନ୍ କୁ ପୁନଃ ବିକାଶ କରାଯିବ | ● ପ୍ରଥମ ପର୍ଯ୍ୟାୟରେ 508 ଟି ଷ୍ଟେସନର…

ପାଇକମାଲ ରେ ଶ୍ରମ କାର୍ଡ ବଣ୍ଟନ କଲେ ବିଧାୟିକା

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଲ (ସାଲେପାଲି) ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ରେ ଶ୍ରମ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ…