ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶ ଦମ୍ପତ୍ତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୪୧ ଓ ୪୨ ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ପୋଷ୍ୟ ସନ୍ତାନ ଭାବେ ପଶ୍ଚିମବଙ୍ଗ ଏବଂ ଉତ୍ତର ପ୍ରଦେଶ ରାଜ୍ୟର ଦୁଇଟି ପୃଥକ ପୃଥକ ଦମ୍ପତ୍ତିଙ୍କୁ ହସ୍ତାନ୍ତର…

ବୀର ଯବାନଙ୍କ ସମ୍ମାନାର୍ଥେ ଦୁଇହଜାର ତେଇଶି ଚାରାରୋପଣ

ନବରଂଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ନବରଂଗପୁର ଜିଲ୍ଲାର ଟିର୍ଲିଆମ୍ବାଗୁଡ଼ା ଠାରେଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟସେବା ଯୋଜନା ଓ ଜିଲ୍ଲା ସାମାଜିକ ସମୀକ୍ଷା ୟୁନିଟ, ଜିଲ୍ଲାପରିଷଦ, ନବରଂଗପୁର ତରଫରୁ ମେରାମାଟି ମେରାଦେଶ ତଥା ବୃକ୍ଷ ରୋପଣ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ…

ବିଜେଡିର ଦୁର୍ନୀତି, ଭ୍ରଷ୍ଟାଚାର, ପରିବାର ବାଦ୍ ଶାସନ ବିରୁଦ୍ଧରେବାସୁଦେବପୁର ବିଜେପି ର ବିଜେଡି ସରକାର ଗାଦି ଛାଡ…

ବାସୁଦେବପୁର - ବିଜେଡ଼ି ସରକାର ର ବିଭିନ୍ନ ଦୁର୍ନୀତି, ଅନ୍ୟାୟ, ପରିବାର ବାଦ୍ ବିରୁଦ୍ଧ ର ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନ ରେ ଗଣଧାରଣା ଅନୁଷ୍ଟିତ ହେବାକୁ ଥିବା ବେଳେ ଆଜି ଚୂଡ଼ାମଣି ପଞ୍ଚାୟତ ରେ ପ୍ରଥମେ ଆରମ୍ଭ ହୋଇ ଯାଇଛି।ବାସୁଦେବପୁର ବ୍ଲକ ଓ ପଞ୍ଚାୟତ ସ୍ତରରେ ହେଉଥିବା ଦୁର୍ନୀତି…

ରାଇଘର ମୂଳ ନିବାସୀ ପକ୍ଷରୁ ମଣିପୁରୁ ନିର୍ଯାତନା ପରିପ୍ରେକ୍ଷୀରେ ଚାରି ଦଫା ଦାବି

ରାଇଘର/ପୁଷ୍ପାରାଣୀ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ୨୬ ଗୋଟି ପଂଚାୟତ ର ସମସ୍ତ ମୂଳ ନିବାସୀ AC. ST. OBC.ମାଇନୋରିଟି.ସମସ୍ତେ ଏକତ୍ରିତ ହୋଇ ରାଇଘର ଜଗନ୍ନାଥ ମନ୍ଦିର ଠାରେ ଏକ ସଭା କାର୍ଯ୍ୟ କରାଯିବା ପରେ ବିଶାଳ ଜନସମାଗମ ରେ ବାହାରି ସହର ପରିକ୍ରମା କରି ସ୍ଥାନୀୟ ଗୋଷ୍ଠି…

ନବନିର୍ମାଣ ସଂଗଠନର ପ୍ରାୟଶ୍ଚିତ ସତ୍ୟାଗ୍ରହ

ଜଗତସିଂହପୁର,ତା-୧୨.୦୮.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପ୍ରାୟଶ୍ଚିତ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଛି । ନବ ନିର୍ମାଣ କୃଷକ ସଙ୍ଗଠନର କର୍ମକର୍ତ୍ତାମାନେ ସ୍ଥାନୀୟ ଟାଉନ ହଲ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ ପ କାର୍ଯ୍ୟାଳୟ…

ଜଗତସିଂହପୁର ବ୍ଲକ ଜୋନ ୦୧ ବିଜୁ ଜନତା ଦଳ ର ଯୁବ କର୍ମଶାଳା ଅନୁଷ୍ଠିତ

ଜଗତସିଂହପୁର,ତା-୧୨.୦୮.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକ୍ ଜୋନ ନଂ - ୦୧ ର ପାଟେଣୀଗାଁ ପଞ୍ଚାୟତ ଧୁଳେଶ୍ୱର ମହାଦେବଙ୍କ ପ୍ରାଙ୍ଗଣ ରେ ବିଜୁ ଜନତା ଦଳ ତରଫରୁ ଏକ ଯୁବ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏହି ସଭାକାର୍ଯ୍ୟ ଟି ଜଗତସିଂହପୁର ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ…

ମହିଳା ସ୍ନାତକ ମହାବିଦ୍ୟାଳୟ ରେ “ମେରୀ ମାଟି ମେରା ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଭାରତ ସରକାର ତଥା ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶାନୁଯାୟୀ “ମେରୀ ମାଟି ମେରା ଦେଶ୍” କାର୍ଯ୍ୟକ୍ରମ ଅଧ୍ୟକ୍ଷା ଡ଼. ରୀନା ସାହୁ ଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ…

ରାଜ୍ୟ ବ୍ୟାପି ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା / ବିଦ୍ୟାଳୟ ପରିଚାଳନା ଏବଂ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

-୨୮ ଲକ୍ଷରୁ ଉର୍ଦ୍ଧ୍ବ ଅଭିଭାବକମାନେ ଆଲୋଚନାରେ କଲେ ଅଂଶଗ୍ରହଣ ଭୁବନେଶ୍ୱର :୧୨.୦୮.୨୩: ଆଜି ରାଜ୍ୟରେ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ୨୦୨୩-୨୪ ଶିକ୍ଷା ବର୍ଷର ଦ୍ୱିତୀୟ ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା / ବିଦ୍ୟାଳୟ ପରିଚାଳନା ଏବଂ ଉନ୍ନୟନ କମିଟି…

ବାୟୁମଣ୍ଡଳ ବିଜ୍ଞାନ ଏବଂ ଜଳବାୟୁ ପରିବର୍ତନ ଗବେଷଣାକୁ ନେଇ ଆଇଏମ୍‌ଡି ଏବଂ ସୋଆ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର, ଅଗଷ୍ଟ ୧୨ : ଜଳବାୟୁ ପରିବର୍ତନର ଭୟଙ୍କର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଉଥିବା ବେଳେ କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲ୍‌ଚର ନିମନ୍ତେ ବାୟୁମଣ୍ଡଳ ବିଜ୍ଞାନ ଓ ଜଳବାୟୁ ମଡେଲିଂ କ୍ଷେତ୍ରରେ ସହଯୋଗ ନେଇ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଭାରତୀୟ ପାଣିପାଗ ବିଭାଗ…

ବଜ୍ରପାତରେ ୨୦ଉର୍ଦ୍ଧ ଛାତ୍ର ଛାତ୍ରୀ ଆହତ ।

କେନ୍ଦ୍ରାପଡା/ପ୍ରଫୁଲ୍ଲ କୁମାର ମଲ୍ଲ ବିଦ୍ୟାଳୟରେରେ ଛାତ୍ର ଛାତ୍ରୀ ମାନେ ଛୁଟି ହେଉଥିବା ସମୟରେ ବଜ୍ରପାତ ଘଟି ୨୦ଛାତ୍ର ଛାତ୍ରୀ ଆହତ ହୋଇଥିବା ସୂଚନାରୁ ଜଣାପଡିଛି । ଆଜି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ କୁଦାନଗରୀ ଆଦର୍ଶ ବିଦ୍ୟାଳୟରେ । ଛାତ୍ର ଛାତ୍ରୀ…