ବ୍ଲକ ଅଫିସ ମାନଙ୍କର ବିଭିନ୍ନ ଦୁର୍ନୀତି କୁ ବିରୋଧ କରି, ଭଞ୍ଜନଗର କଂଗ୍ରେସ କମିଟି ପକ୍ଷରୁ ବ୍ଲକ୍ ଘେରାଉ

ଭଞ୍ଜନଗର (ଉଦୟନାଥ ପଣ୍ଡା): ଆଜି ଅଗଷ୍ଟ ମାସ ୧୮ ତାରିଖ ରେ, ଭାରତୀୟ ଜାତୀୟ କଂଗ୍ରେସ ର ଆବାହନ ରେ ସମଗ୍ର ଓଡ଼ିଶାରେ ଥିବା ବିଭିନ୍ନ ବ୍ଲକ, ଆଗରେ କଂଗ୍ରେସ କର୍ମୀମାନେ ଘେରାଉ କରିଥିଲେ। ଏହି ପରିପ୍ରେକ୍ଷୀ ରେ ଆଜି ଦିବା ୧୧ ଘଣ୍ଟିକା ସମୟରେ ଗଞ୍ଜାମ ଜିଲ୍ଲା,ଭଞ୍ଜନଗର ବ୍ଲକ ର ବହୁ କର୍ମୀ…

କୋଶଳୀ ଲକ୍ଷ୍ମୀ ପୁରାଣ ବହି ଉନ୍ମୋଚିତ।

ବଲାଙ୍ଗିର୍ ତା-୧୩/୦୮/୨୦୨୩ ରେ ବଲାଙ୍ଗିର୍ ପିପି ଏକାଡେମି ଠାରେ ମହନୀ ନୃତ୍ୟ,କଳା ଓ ଗବେଷଣା କେନ୍ଦ୍ର ଦ୍ବାରା ପ୍ରକାଶିତ ଅକ୍ଷୟ ସରାଫ୍ ଙ୍କର କୋଶଳି ଲକ୍ଷ୍ମୀ ପୁରାଣ ଉନ୍ମୋଚନ ହୋଇ ଯାଇଛି।ଏହି ପୁରାଣ ରେ ଜାତି ପ୍ରଥା ଏବଂ ନାରୀ ଜାତି ଉପରେ ଗୁରୁତ୍ବ ଦିଆ ଯାଇଛି । କୋସଲାଞ୍ଚଲର କଥା ଭାଷା…

ଉପଜିଲ୍ଲାପାଳ କାର୍ଯ୍ଯାଳୟରେ ସଦ୍-ଭାବନା ଦିବସ l

ପଦ୍ମପୁର :- ଭାରତ ଦେଶକୁ ପ୍ରଗତି ପଥରେ ଆଗେଇ ନେବାପାଇଁ ସମସ୍ତ ଦେଶବାସୀଙ୍କ ମଧ୍ଯରେ ସଦ୍ ଭାବନା ଜରୁରୀ। ସେଇ ମହୋତ୍ତର ଲକ୍ଷ୍ଯ ନେଇ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ସଦ୍-ଭାବନା ଦିବସ ପାଳିତ ହୋଇଛି । ଉପଜିଲ୍ଲାପାଳ ସଦାକର କୁମ୍ଭାରଙ୍କ ପୌରୋହିତ୍ଯରେ ସମସ୍ତ ଅଧିକାରୀ ଓ…

ମଇତାପୁର ହସ୍ପିଟାଲ ର ନୂତନ କମିଟି ଗଠନ।

ବାଲେଶ୍ଵର, ସିମୁଳିଆ (ଅକ୍ଷୟ କୁମାର ଜେନା): ଦୀର୍ଘ ଅଠର ବର୍ଷ ଧରି ସେବା ଯୋଗାଇ ଦେଇ ଆସୁଥିବା ବେସରକାରି ମଇତାପୁର ହସ୍ପିଟାଲ ରେ ଏକୋଇଶି ଜଣ ସଦସ୍ୟ ଙ୍କୁ ନେ଼ଇ ଏକ ନୂତନ କମିଟି ଗଠନ କରାଯାଇଛି। ଉଣେଇଶଶହ ପଞ୍ଚାଲବେ ମସିହା ରେ ଶିଳ୍ପ ପତି ପି ଏନ ଚୁଡି ୱାଲ ଏବଂ ସ୍ଥାନୀୟ ହିତେଶୁ ଏକ…

‘ଟାଇମ୍ସ ନାଓ-ଇଟିଜି’ର ପ୍ରାକ୍‌ ନିର୍ବାଚନୀ ଆକଳନ: ପୁଣି ବିଜେଡିକୁ ମିଳିବ ବିପୁଳ ସମର୍ଥନ

 କ୍ରମାଗତ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ ପୁଣି ବିଜୁ ଜନତା ଦଳକୁ ମିଳିବ ବିପୁଳ ସମର୍ଥନ। କ୍ରମାଗତ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ। ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡିର ଆସନ ସଂଖ୍ୟା ବୃଦ୍ଧି ପାଇବ। ଦୁଇ ସପ୍ତାହ ତଳେ ଇଣ୍ଡିଆ ଟିଭି ସର୍ଭେ ରିପୋର୍ଟ ପରେ…

ବଡ଼ଚଣାରେ ବଢ଼ିଲାଣି ଉଷ୍ମତା : ଶକ୍ତି ପ୍ରଦର୍ଶନ ଆରମ୍ଭ କଲେଣି ନେତା

ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ, ଆଗାମୀ ସାଧାରଣ ନିର୍ବାଚନ ପାଇଁ ବଡ଼ଚଣା ବଢ଼ିଲାଣି ଉଷ୍ମତା, ଚାଲିଲାଣି ନେତାଙ୍କ ଶକ୍ତି ପ୍ରଦର୍ଶନ | କେଉଁ ଦଳରୁ କିଏ ପ୍ରାର୍ଥୀ ହେବ, ତାହା ସ୍ପଷ୍ଟ ନଥିଲେ ମଧ୍ୟ ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କ ସାମର୍ଥ୍ୟ ଯୋଗାଡ କରି ଶକ୍ତି ବୃଦ୍ଧି କରିବାରେ…

ପାଇକମାଲ ପୋଲିସ ର ବଡ଼ ସଫଳତା

  ତିନି ଆନ୍ତଃରାଜ୍ୟ ଗାଡି ଚୋର ସହିତ ଚାରି ଗୋଟି ଚୋରି ଗାଡି ଉଦ୍ଧାର ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ମଣ୍ଡିଆଢିପା ଗ୍ରାମ ପଞ୍ଚାୟତ ର ମୁଣ୍ଡେଲା ଗ୍ରାମ ନିକଟରୁ ଦୁଇ ଚୋରକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ପାଇକମାଳ ପୋଲିସ । ପାଇକମାଳ ଥାନା ଅଧିକାରୀ ଶ୍ରୀ…

୨୫ ବର୍ଷରେ ପାଦ ଥାପିଲା ଆଇନା : ଶୁଭାରମ୍ଭ ହେଲା ଶ୍ରୃତି କାର୍ଯ୍ୟକ୍ରମ ଭଞ୍ଜନଗର ରେ।

ଭଞ୍ଜନଗର {ଉଦୟନାଥ ପଣ୍ଡା}: ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଇନା ପକ୍ଷରୁ ୭୭ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଠାରେ ,ଅନୁଷ୍ଠାନର ୨୫ ବର୍ଷ ପୂର୍ତ୍ତି ଅବସରରେ ମାଗଣାରେ ଶ୍ରବଣ ବାଧିତ ଙ୍କ ଚିକିତ୍ସା ପାଇଁ 'ଶ୍ରୁତି' କାଯ୍ୟକ୍ରମର…

ଡାଲି ଓ ତୈଳବୀଜ ଜାତୀୟ ଚାଷ କରି କୃଷିର ବ୍ୟବହାରିକ ପରିବର୍ତ୍ତନ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

ମହାନଦୀ ଡେଲଟା  ଷ୍ଟେଜ୍ -୧ ଓ ଷ୍ଟେଜ୍ -୨ ଅଧୀନରେ ରବି ଫସଲ ପାଇଁ ଜଳସେଚନ  ବ୍ୟବହାର ବୃଦ୍ଧି ସଂପର୍କରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ଭୁବନେଶ୍ୱର-ଉପଯୁକ୍ତ ଯୋଜନା  ପ୍ରସ୍ତୁତି କରି ଜଳସେଚନ  ବ୍ୟବହାର ବୃଦ୍ଧି ପୂର୍ବକ ମହାନଦୀ ଡେଲଟା  ଷ୍ଟେଜ୍ -୧ ଓ ଷ୍ଟେଜ୍ -୨ ଅଧୀନରେ କରାଯାଉଥିବା…

” ସଖୀ” ୱାନ୍ ଷ୍ଟପ୍ ସେଣ୍ଟର ( ଶକ୍ତି ସମ୍ବଳ ) ର ନୂତନ ଗୃହ ଶୁଭ ଉଦ୍ଘାଟିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହି : ହିଂସାରେ ପିଡ଼ିତ ମହିଳା ଓ ବାଳିକା ମାନଙ୍କ ପାଇଁ କାର୍ଯ୍ୟ କରୁଥିବା "ସଖୀ" ୱାନ୍ ଷ୍ଟପ୍ ସେଣ୍ଟରର ନୂତନ ଗୃହ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଦ୍ବାରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମୁଖରେ ଥିବା ଯକ୍ଷ୍ମା କେନ୍ଦ୍ର…