ବର୍ଷା ଅଭାବରୁ ଉଜୁଡ଼ିଗଲା ଧାନ କ୍ଷେତ ; କୃଷକ ଆଖିରେ ଲୁହ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଉ ମାତ୍ର ଅଳ୍ପ କେଇଟା ଦିନ ପରି କୃଷକ ନିଜ ଜମିରୁ ଅମଳ କରିଥାଆନ୍ତା ସୁନାର ଫସଲ I କିନ୍ତୁ ବିଚରା ଚାଷୀର ସବୁ ସ୍ଵପ୍ନ ଆଜି ସ୍ଵପ୍ନରେ ରହି ଯାଇଛି I ବର୍ତ୍ତମାନ ବର୍ଷା ଅଭାବରୁ ଧାନ ଫସଲର ସ୍ଥିତି ଯାହା, ନିଜ ପରିବାରର ବର୍ଷକର ଖାଦ୍ୟ ପାଇଁ ନିଅଣ୍ଟ I…