ଜନଜାତୀୟ ଗୌରବ ଦିବସ ପାଳନ ଅବସରରେ 3 ହଜାର ଆଦିବାସୀ କଳାକାରଙ୍କୁ ପୋଷାକ, ବାଦ୍ୟଯନ୍ତ୍ର ଓ ଆଭୂଷଣ ପ୍ରଦାନ
ଜନଜାତି ସଂସ୍କୃତିକୁ ସମୃଦ୍ଧ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର, 15 ନଭେମ୍ବର 2023 : ଆମ ଜନଜାତି ସଂସ୍କୃତି ବହୁତ ସୁନ୍ଦର । ଏହା ଆମ ଦେଶ ଆମ ରାଜ୍ୟର ସଂସ୍କୃତିକୁ ଉଜ୍ଜୀବିତ କରିପାରିଛି । ଆମ ବିକାଶରେ ସଂସ୍କୃତିର ଭୂମିକା ବେଶ୍…