ବୋଇତ ବନ୍ଦାଣ ଉତ୍ସବରେ ମହାମହିମଙ୍କ ଯେ ଯୋଗଦାନ; ଆଜିର ଯୁବପିଢ଼ିଙ୍କୁ ବାଣିଜ୍ୟ ବ୍ୟବସାୟ କରିବା ପାଇଁ କଲେ ଆହ୍ବାନ

ଜଗତସିଂହପୁର,ତା-୨୭.୧୧.୨୦୨୩/ସୁମନ୍ତ କୁମାର ଦାସ: ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଲେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଆଜି ପାରାଦୀପ ଗସ୍ତ ବେଳେ ହେଲିକ୍ୟାପ୍ଟରରେ ଦିନ ୯ଟା ୩୦ମିନିଟରେ ଗୋପବନ୍ଧୁ ଷ୍ଟାଡିୟମ ପହଞ୍ଚିଥିଲେ। ସେଠାରୁ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବାକୁ…

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହେଲା ବିଶ୍ବ ପ୍ରସିଦ୍ଧ ଡେରାବେଶ

ଭଞ୍ଜନଗର ରୁ ଉଦୟନାଥ ପଣ୍ଡା: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ଅନ୍ତର୍ଗତ ବଡକୋଦଣ୍ଡା ଗ୍ରାମରେ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଶ୍ବ ପ୍ରସିଦ୍ଧ ଡେରାବେଶ ଅନୁଷ୍ଠିତ ହୋଇଯାଇଛି। ଗତ କାଲି ରାତ୍ର ଠାରୁ ଗ୍ରାମର ବଡଦାଣ୍ଡର ଉଭୟ ପାର୍ଶ୍ବରେ ଅବସ୍ଥିତ ଶ୍ରୀଶ୍ରୀଜଗନ୍ନାଥ ମନ୍ଦିର…

ତୁମ୍ଭାଅଣ୍ଡେଇସାହି ଗ୍ରାମପଞ୍ଚାୟତ ରାହୁରା ଗ୍ରାମରେ ହରି ନାମ ଯଜ୍ଞ ସଂକୀର୍ତ୍ତନ

ଜଗତସିଂହପୁର,ତା-୨୭.୧୧.୨୦୨୩/ସୁମନ୍ତ କୁମାର ଦାସ: ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି ଅବସରରେ ଆଜି ୨୭.୧୧.୨୦୨୩ ସୋମବାର ଦିନ ତୁମ୍ଭାଅଣ୍ଡେଇସାହି ଗ୍ରାମପଞ୍ଚାୟତ ରାହୁରା ଗ୍ରାମରେ ହଜାର ହଜାର ଗ୍ରାମବାସୀଙ୍କ ମିଳିତ ସହଯୋଗରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଅଛି…

କୁଲାଡ ଭାଗବତ ମନ୍ଦିରରେ ହରି ନାମ ଯଜ୍ଞ ସଂକୀର୍ତ୍ତନ।

ଭଞ୍ଜନଗର \ଉଦୟନାଥ ପଣ୍ଡା: ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି ଅବସରରେ ଆଜି ୨୭/୧୧/୨୩ ସୋମବାର ଦିନ କୁଲାଡ ଗ୍ରାମରେ ହଜାର ହଜାର ଗ୍ରାମବାସୀଙ୍କ ମିଳିତ ସହଯୋଗରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଅଛି ଅଷ୍ଟପ୍ରହର ହରିନାମ ସଂକୀର୍ତ୍ତନ ସହିତ ଘୃତଜଜ୍ଞ ଓ ଅନ୍ନଯଜ୍ଞ। କୁଲାଡ…

ପଞ୍ଚକ ମହୋତ୍ସବ ଉଦଯାପିତ

ପୁରୀ (ଅନିମେଶ ପଟ୍ଟନାୟକ): ବଳଗଣ୍ଡି ସ୍ଥିତ ମା ମାଉସୀମାଙ୍କ ମନ୍ଦିର ସମ୍ମୁଖରେ ୮ତମ ପଞ୍ଚକ ମହୋତ୍ସବ ଉଦଯାପିତ ହୋଇଯାଇଛି । ମହୋତ୍ସବ କମିଟି ପକ୍ଷରୁ ଅନୁଷ୍ଠିତ ଆଧ୍ୟାତ୍ମିକ କାର୍ଯ୍ଯକ୍ରମ ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣମୀରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । କଳି ଯୁଗରେ…

ପାଣ୍ଡିଆନଙ୍କ ପୁରୀ ଶ୍ରୀ ମନ୍ଦିର ପରିଦର୍ଶନ: ଭୋର ୫ ଟାରୁ ୭ଟା ପର୍ଯ୍ୟନ୍ତ ସମୀକ୍ଷା

ପରିକ୍ରମା ପ୍ରକଳ୍ପ ଡିସେମ୍ବର ୧୫ ସୁଦ୍ଧା କାମ ସମ୍ପୂର୍ଣ୍ଣ ପାଇଁ ନିର୍ଦ୍ଦେଶ ଶ୍ରଦ୍ଧାଳୁମାନଙ୍କ ପାଇଁ ସୁବ୍ୟବସ୍ଥିତ ଦର୍ଶନ ବ୍ୟବସ୍ଥା, ଦକ୍ଷ ଭିଡ଼ ପରିଚାଳନା ବ୍ୟବସ୍ଥା ପାଇଁ ପରାମର୍ଶ ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ…

ସମ୍ବିଧାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସୋଆ ଛାତ୍ରଛାତ୍ରୀଙ୍କ ନାଟକ

ଭୁବନେଶ୍ୱର, ନଭେମ୍ବର ୨୭ : ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ସୋଆ ନ୍ୟାସ୍ନାଲ୍ ଇନଷ୍ଟିଟ୍ୟୁଟ ଅଫ୍ ଲ୍ (ସ୍ନିଲ୍) ରେ ଆଇନ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ରବିବାର ସମ୍ବିଧାନ ଦିବସ ଅବସରରେ ସମାନତା, ଭ୍ରାତୃତ୍ୱ ଓ ଧର୍ମନିରପେକ୍ଷତାର ନୀତି ଓ ଆଦର୍ଶକୁ ଦର୍ଶାଇ ସହରର ଏକ ଜନଗହଳି…

ଅଲ ଇଣ୍ଡିଆ ରିଜିଓନାଲ ରୂରାଲ ବ୍ୟାଙ୍କ ଏମ୍ପ୍ଲଇଜ ଆସୋସିଏସନର ସାଧାରଣ ପରିଷଦ ବୈଠକ

ଭୁବନେଶ୍ୱର : ଅଲ ଇଣ୍ଡିଆ ରିଜିଓନାଲ ରୂରାଲ ବ୍ୟାଙ୍କ ଏମ୍ପ୍ଲଇଜ ଆସୋସିଏସନ (AIRRBEA) ର ଜେନେରାଲ କାଉନସିଲ ମୀଟିଙ୍ଗ, ୨୦୨୩ ଭୁ ବନେଶ୍ୱର ସ୍ଥିତ ଭଞ୍ଜ କଳା ମଣ୍ଡପ ଠାରେ ୨୪/୧୧/୨୩ ରୁ ୨୬/୧୧/୨୩ ମଧ୍ୟରେ ଅନୁଷ୍ଠିତ କରା ଯାଇଥିଲା | ହୋଷ୍ଟ ୟୁନିଟ ଭାବେ ଆସୋସିଏସନ ଅଫ ଓଡିଶା ଗ୍ରାମ୍ୟ…

ଧାମରାରେ “ବୋଇତ ବନ୍ଦାଣ” ଉତ୍ସବ

‘ବୈଭବଶାଳୀ ଓଡିଶାର ପୁନଃନିର୍ମାଣ’ ହେଉଛି ଓଡିଆଜାତି ପାଇଁ ସବୁଠୁ ବଡ ଆହ୍ୱାନ: ମନମୋହନ ସାମଲ ଭୁବନେଶ୍ୱର/ଧାମରା (ଭଦ୍ରକ),ତା.୨୭/୧୧: ଆଜି ପବିତ୍ର କାର୍ତିକ ପୂର୍ଣ୍ଣିମା । ଗାଁରୁ ସହର ସବୁଠି ଚଳଚଂଚଳ । ଏହି କାର୍ତିକ ମାସରେ ସବୁ ନଦୀ ପାଲଟି ଯାଆନ୍ତି ଗଙ୍ଗା । କାର୍ତିକ ପୂର୍ଣ୍ଣିମାରେ…

ଶ୍ରୀ ରଘୁନାଥ ଜିଉଙ୍କ ପଂଚୁକ ପର୍ବର ଅନ୍ତିମ ଦିବସ

କଳା ଧଳା ଘୋଡାରେ ପ୍ରଭୁଙ୍କ କାଂଚି ଅଭିଯାନ ବେଶ ଦର୍ଶନ କଲେ ଶ୍ରଦ୍ଧାଳୁ ଓଡ଼ଗାଁ,୨୭।୧୧(ଶ୍ରୀକାନ୍ତ କୁମାର ମିଶ୍ର) : ସୋମବାର ପବିତ୍ର କାର୍ତିକ ମାସ ପଂଚୁକ ଯାତ୍ରାର ଅନ୍ତିମ ସନ୍ଧ୍ୟାରେ ଓଡଗାଁ ବିଜେ ପ୍ରଭୁ ଶ୍ରୀ ରଘୁନାଥଜୀଉଙ୍କ କାଞ୍ଚି ଅଭିଯାନ ବେଶ ଦର୍ଶନର ସୈଭାଗ୍ୟ ଅର୍ଜନ କଲେ…