ଜାତୀୟ କୃମି ନାଶକ ଦିବସ ସମ୍ପର୍କରେ ବେଲଗୁଣ୍ଠାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତାଲିମ୍ ଶିବିର

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଜାତୀୟ କୃମି ନାଶକ ଦିବସ ସମ୍ପର୍କରେ ବେଲଗୁଣ୍ଠା ବ୍ଳକ୍ ର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି I ବ୍ଳକ୍ ଗୋବରା ସ୍ଥିତ ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଗାଙ୍ଗପୁର, କ୍ଷତ୍ରିୟବରପୁର, ଏନ୍.ପି ଶାସନ, ଗୋବରା, ନେଟେଙ୍ଗା…

ଦିନିକିଆ ସୂଚନା ଅଧିକାର ଆଇନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ଵାରା ନୟାଗଡ଼ ଜିଲ୍ଲାରେ ଆଭାସୀ ମାଧ୍ୟମରେ ସୂଚନା ଅଧିକାର ଆଇନ ଅଧ୍ଵନିୟମ-୨୦୦୫,୪(୧)(ଖ)ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର…

ନୟାଗଡ଼ ଜିଲ୍ଲାରେ ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ଝୋଟ ନିର୍ମିତ ବ୍ୟାଗ ବଣ୍ଟନ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିବେଶ ସୁରକ୍ଷା ସହ ସବୁଜ ଓଡ଼ିଶା ଗଠନ ନିମନ୍ତେ ସର୍ବସାଧାରଣରେ ପ୍ଲାଷ୍ଟିକର ବ୍ୟବହାର ହ୍ରାସ କରାଯିବା ଅତ୍ୟନ୍ତ ଜରୁରୀ ମନେ କରି ଖାଦ୍ୟ ସୁରକ୍ଷା ହିତାଧ୍ୟାକାରୀ ପରିବାରମାନଙ୍କୁ ଦୁଇଟି ଲେଖାଏଁ ଝୋଟ ନିର୍ମିତ…

ଅଞ୍ଚଳ ମହାବିଦ୍ୟାଳୟ ରେ ଜାତୀୟ ଆଲୋଚନା ଚକ୍ର ର ଉଦଘାଟନି ଉତ୍ସବ ଅନୁଷ୍ଠିତ l

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ରେ ଜାତୀୟ ଶିକ୍ଷା ନୀତି- ୨୦୨୦ ଉପରେ ଏକ ଜାତୀୟ ଆଲୋଚନା ଚକ୍ର ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ଉଦ୍ଘାଟିତ ହୋଇଅଛି। ଅଧ୍ୟକ୍ଷ ଶ୍ରୀ ପଣ୍ଡା ଅତିଥି ମାନଙ୍କୁ ଆଲୋଚନା ଚକ୍ର ରେ ସ୍ବାଗତ ସମ୍ବର୍ଦ୍ଧନା…

ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୯/୦୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି। ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଶଶାଙ୍କ ଶେଖର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ…

ମୌର୍ଯ୍ୟ ଏକ୍ସପ୍ରେସର ସଂପ୍ରସାରଣ ପାଇଁ ଉତ୍ତର ଭାରତୀୟ ସମନ୍ବୟ ସମିତି ପକ୍ଷରୁ ଧନ୍ୟବାଦ ଅର୍ପଣ

ରାଉରକେଲା,(ବସନ୍ତ କୁମାର ଜେନା): ଗୋରଖପୁର – ହଟିଆ ୧୫୦୨୭ ଓ ୧୫୦୨୮ ମୌର୍ଯ୍ୟ ଏକ୍ସପ୍ରେସକୁ ରାଉରକେଲା ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ଦୀର୍ଘ ଦିନରୁ ହୋଇଆସୁଥିବା ଦାବୀକୁ ବିଚାରକୁ ନେଇ ରେଳ ବିଭାଗ, ରାଉରକେଲା ଦେଇ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରିତ କରିଥିବାରୁ ଉତ୍ତର ଭାରତୀୟ ସମନ୍ବୟ…

“ଖୁବ୍ ଶିଘ୍ର ଶ୍ରୀମନ୍ଦିର ଚାରିଦ୍ଵାର ଖୋଲାଯାଇ ଦର୍ଶନ ବ୍ୟବସ୍ଥା କୁ ସହଜ ଓ ଶୃଙ୍ଖଳିତ କରାଯାଉ”

 "ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ଭଞ୍ଜନଗର" ତରଫରୁ ପ୍ରେସ୍ ବିଜ୍ଞପ୍ତି। ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ଆଜି ଅର୍ଥାତ୍ ଫେବୃଆରୀ ମାସ ୯ ତାରିଖ ବୁଧବାର ୨୦୨୪ ସଂଧ୍ୟା ୫ ଘଣ୍ଟିକା ସମୟରେ " ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ" ଓଡ଼ିଶା ପ୍ରଦେଶ ର ଆହ୍ୱାନ କ୍ରମେ…

ଡାବୁଗାଁ ରୁ ୧୨ ଜଣ ବିଶ୍ଵ ହିନ୍ଦୁ ପରିଷଦ ସଭ୍ୟଙ୍କ ଅଯୋଧ୍ୟାରେ ରାମଲାଲା ଙ୍କ ବିଧିମତ ପ୍ରଥମ ଦର୍ଶନ ନିମନ୍ତେ ଯାତ୍ରା

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୯/୦୨/୨୪ ଅଯୋଧ୍ୟା ରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ପରେ ରାମଲାଲା ଙ୍କ ଦର୍ଶନ ନିମନ୍ତେ ଆଜି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରୁ ୧୨ ଜଣିଆ ଦଳ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି। ବିଶ୍ଵ ହିନ୍ଦୁ ପରିଷଦ ଓ…

୭କୋଟି ୭୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବ ଆମ ବସଷ୍ଟାଣ୍ଡ

ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ପ୍ରଚେଷ୍ଟାରେ ଯୋଗାଯୋଗର ଐତିହ୍ୟ ଫେରିପାଇବ ଓଡ଼ଗାଁ ଓଡ଼ଗାଁ,୯।୨ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଠାରେ ଥିବା ଓଏସ୍ ଆରଟିସି ବସଷ୍ଟାଣ୍ଡ ଓ ଗ୍ୟାରେଜ ମାଧ୍ୟମରେ ନୟାଗଡ଼ ଜିଲ୍ଲାର ବହୁ ଦୁରଦୁରାନ୍ତ ସ୍ଥାନକୁ ବସ ଯାତାୟତ କରୁଥିବାରୁ ଓଡ଼ଗାଁ ଯୋଗାଯୋଗ…