ଗୁଣପୁର ରେ ଇଡ଼ିଟାଲ ଚଇତି 2023 ପାଇଁ ପ୍ରସ୍ତୁତ ବୈଠକ

ତିନି ଦିନ ଧରି ଉପଖଣ୍ଡ ସ୍ତରୀୟ 2023 ଚଇତି ଇଡ଼ିଟାଲ  : ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ଉପଖଣ୍ଡ ରେ ଚଳିତ ବର୍ଷ ଡିସେମ୍ବର 21/22 ଏବଂ 23 ତିନି ଦିନ ଧରି ଉପଖଣ୍ଡ ସ୍ତରୀୟ ଇଡ଼ିଟାଲ ଚଇତି ପାଇଁ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଙ୍କ ସଦ…

ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଗଜପତି ଜିଲ୍ଲାରେ ଭ୍ରାମ୍ୟମାଣ ପ୍ରଦର୍ଶନୀ ଆୟୋଜିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ଲଳିତ କଳା ଏକାଡେମୀ ର ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଜିଲ୍ଲାପ୍ରଶାସନ ଗଜପତି ସହଯୋଗରେ ରାଜ୍ୟରେ ଚିତ୍ରକଳା ପ୍ରଚାର ପ୍ରସାର ନିମନ୍ତେ ଲଳିତ ଏକାଡେମୀ ଦ୍ବାରା ସଂଗୃହିତ ଚିତ୍ରକଳା ଗୁଡ଼ିକୁ ନେଇ ଏକ…

କେନ୍ଦ୍ରାପଡ଼ା ବିଧାନସଭା ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀ ।

କେନ୍ଦ୍ରାପଡ଼ା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ: ଆଜି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଶ୍ରୀ ବଳଦେବଜୀଉ ମନ୍ଦିର ଇଚ୍ଛାପୁର ଠାରେ ଆୟୋଜନ କରାଯାଇଛି । ଜିଲ୍ଲା କାର୍ଯ୍ୟାଳୟଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ବଳଦେବଜୀଉ ମନ୍ଦିର ପର୍ଯ୍ୟନ୍ତ…

ବିଡିଓଙ୍କ ଆଗରେ ଆଣ୍ଠେଇଲେ ସମସ୍ତ ୱାର୍ଡ ମେମ୍ବର, ଦେଲେ ଧାରଣା ।

କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ:ସରପଞ୍ଚଙ୍କ ବିରୁଦ୍ଧରେ ବିଡ଼ିଓଙ୍କୁ ପ୍ରତିବାଦ ଜଣାଇବାର ନିଆରା ଦୃଶ୍ୟ ।ଅସନ୍ତୁଷ୍ଟ ୱାର୍ଡ ସଭ୍ୟ ସଭ୍ୟା ବିଡିଓଙ୍କ ଜନ ଶୁଣାଣି ଆଗରେ ଆଣ୍ଠେଇ ନିଜ ଦାବି ଜଣାଇଲେ । ଡେରାବିଶ ବ୍ଲକ ଏଣ୍ଡର ପଂଚାୟତର ସମସ୍ତ ୱାର୍ଡ ସଭ୍ୟ ସଭ୍ୟାଙ୍କ…

ପାଇକମାଳ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ : ବିଧାୟିକା ଙ୍କ ଯୋଗଦାନ…

ପଦ୍ମପୁର : ପାଇକମାଳ ବ୍ଲକ ଅଧିନସ୍ଥ ପାଇକମାଳ ଉଚ୍ଚ ବିଦ୍ୟାଳୟ ରେ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ବାଳବୈଜ୍ଞାନିକ ପ୍ରଦର୍ଶନୀ ୨୦୨୩-୨୪ ଅନୁଷ୍ଠିତ ହୋଇଯାଇଛି । ପାଇକମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର…

“ମୋ ସୁନା ଝିଅ” କାର୍ଯକ୍ରମର ଶୁଭ ଉଦଘାଟନ

ସୁବର୍ଣ୍ଣପୁର :ତା ୦୪/୧୨/୨୦୨୩-( ଆର୍ତ୍ତତ୍ରାଣ ମହାପାତ୍ର): ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ସ୍ବାସ୍ଥ୍ୟ ପରିବାର ମଙ୍ଗଳ ବିଭାଗ ଦ୍ଵାରା ଆୟୋଜିତ ବିଜୁ କନ୍ୟା ରତ୍ନ ଯୋଜନା ଅନ୍ତର୍ଗତ ମୋ ସୁନା ଝିଅ କାର୍ଯକ୍ରମ କୁ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଜିଲ୍ଲା ମାତୃ ଓ ଶିଶୁ ଚିକିତ୍ସାଳୟ…

ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ’ ନୂଆ-ଓ ‘ ପାଇଁ ପ୍ରସ୍ତୁତି ବୈଠକ

ଜଗତସିଂହପୁର,ତା-୦୪.୧୨.୨୦୨୩/ସୁମନ୍ତ କୁମାର ଦାସ:  ଆସନ୍ତା ୨୨.୧୨.୨୦୨୩ ରିଖରେ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଯାଉଛି 'ନୂଆ -ଓ ' ଯୁବ ମହୋତ୍ସବ। ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ଆଜି ଜିଲ୍ଲପାଳ ଙ୍କ…

ବାଲିକୁଦା ବ୍ଳକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର,ତା-୦୪.୧୨.୨୦୨୩/ସୁମନ୍ତ କୁମାର ଦାସ:  ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ବାଲିକୁଦା ବ୍ଲକ୍ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ,ଭା.ପ୍ର.ସେ. ଜନସାଧାରଣଙ୍କ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ…

ଭିନ୍ନକ୍ଷମ ଦିବସ ଉପଲକ୍ଷେ ଆଇନ ସଚେତନତା ଶିବିର :

 ବଲାଙ୍ଗିର ୦୪/୧୨ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ ଅନୁସାରେ ଦେଓଗାଁ ବ୍ଲକ ଅନ୍ତର୍ଗତ ସଲେପାଳି ଜଗତ ବନ୍ଧୁ ଶିକ୍ଷା ନିକେତନ କାର୍ଯ୍ୟଲୟ ଠାରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି  । ଉକ୍ତ ଶିବିର ରେ ଜିଲ୍ଲା ଆଇନ ସେବା…