ଦ୍ଵାଦଶ ବାର୍ଷିକ ସପ୍ତଦିନ ବ୍ୟାପି ଭାଗବତ କଥାମୃତ
ସାରସକଣା-(ଶାସକ ପ୍ରଶାସକ)-ସାରସକଣା ବ୍ଳକ ଅନ୍ତର୍ଗତ ବମ୍ବେଛକସ୍ଥ ଝାରପୋଖରିଆ ଭାଗବତ ପରିବାର ପକ୍ଷରୁ ଦ୍ଵାଦଶ ବାର୍ଷିକ ସପ୍ତଦିବସ ବ୍ୟାପି ଭାଗବତ କଥା ଯଜ୍ଞ ପୂର୍ବବର୍ଷ ମାନଙ୍କ ଭଳି ଫେବୃଆରୀ ମାସ୍ ପ୍ରଥମ ସପ୍ତାହ ରବିବାର ଠାରୁ କଥାମୃତ କାର୍ଯ୍ୟ ଆରମ୍ଭ ହୋଇ ଶନିବାର ସମାପନ ହୋଇଛି।…