“ଖଣି ଲୁଟେରା ମାନେ ଜେଲ୍ ଯିବେ : ସେମାନେ ମୋ ନଜରକୁ ଆସିଛନ୍ତି, ଖସି ପାରିବେ ନାହିଁ”

କେନ୍ଦୁଝର ଷ୍ଟାଡିୟମ୍ ରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେଲେ  ୨୦୦ ରୁ ଅଧିକ ସ୍ଥାନୀୟ ସଂଗଠନ   "କେନ୍ଦୁଝର ହେଉଛି ବିପ୍ଳବୀ ଧରଣୀଧରଙ୍କ ମାଟି। ଏ ମାଟି ଲଢେଇ କରି ଜାଣେ । ଏ ମାଟିର ପୁଅ ଡରିବା କଣ ଜାଣେ ନାହିଁ। ସେ କହିଲେ ଯେ କେନ୍ଦୁଝରର ଖଣିକୁ ଲୁଟ କରା ଯାଇଛି। ଖଣି ଲୁଟେରା ମାନେ…

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଓ ଅର୍ଥ ମନ୍ତ୍ରୀଙ୍କୁ ଉପ ମୁଖ୍ୟମନ୍ତ୍ରୀଙ୍କ ସୌଜନ୍ୟମୂଳକ ସାକ୍ଷାତ

ନୂଆଦିଲ୍ଲୀ : କେନ୍ଦ୍ର ଓ ଓଡିଶାରେ ନୂଆ ସରକାର ଗଠନ ପରେ ଓଡିଶାର ନବନିଯୁକ୍ତ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂ ଦେଓ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଙ୍କୁ ସେମାନଙ୍କ ଦିଲ୍ଲୀସ୍ଥିତ ବାସଭବନରେ ସୌଜନ୍ୟମୂଳକ…

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ନିଜ ଜିଲ୍ଲାକୁ ଗସ୍ତ

କେନ୍ଦୁଝର ଘଟ ଗାଁରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମା ତାରିଣୀଙ୍କ ଦର୍ଶନ କଲେ ଘଟଗାଁ ହାଇସ୍କୁଲ ପଡିଆରୁ ମା'ଙ୍କ ମନ୍ଦିର ପର୍ଯ୍ୟନ୍ତ ବିଶାଳ ରୋଡ ସୋ, ଲୋକଙ୍କ ଭିତରେ ବିପୁଳ ଉତ୍ସାହ ଲୋକଙ୍କ ସହ ମିଶିବା, ଲୋକଙ୍କ ଭାବାବେଗ ସହ ଯୋଡ଼ି ହେବା, ଲୋକଙ୍କ କଥା ଶୁଣି…

ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବୃଦ୍ଧି : ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ନେଲେ ସମୀକ୍ଷା ବୈଠକ

ବଜାର ଉପରେ ତୀକ୍ଷ୍ଣ ନଜର ରଖିବାକୁ ଯୋଗାଣ କର୍ମଚାରୀମାନଙ୍କୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅସାଧୁ  ବ୍ୟବସାୟୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦେଲେ ପରାମର୍ଶ FILE PHOTO ଭୁବନେଶ୍ୱର: ସମ୍ପ୍ରତି ରାଜ୍ୟରେ ଦେଖାଦେଇଥିବା ବିଭିନ୍ନ…

ଭାରତବର୍ଷର ଦଶା ଓ ଦିଶା ପରିବର୍ତ୍ତନର ମହାନାୟକ ଥିଲେ ଶ୍ୟାମାପ୍ରସାଦ : ବାଚସ୍ପତି ଶ୍ରୀମତୀ ପାଢ଼ୀ

ବଳିଦାନ ଦିବସରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି  କଳିକତା ବିଶ୍ୱବିଦ୍ୟାଳୟର ସର୍ବକନିଷ୍ଠ କୁଳପତି ଥିଲେ  ଶିଳ୍ପନୀତି ଓ ଗ୍ରାମାଞ୍ଚଳ ଅର୍ଥନୀତିର ଥିଲେ ଉଦ୍ଗାତା  ଦୂରଦୃଷ୍ଟିସଂପନ୍ନ ପ୍ରତିବଦ୍ଧ ରାଜନେତା ଥିଲେ ଭୁବନେଶ୍ୱର: ଜଣେ…

ମହିନ୍ଦ୍ରା ପାୱାରୋଲର ଅନୁମୋଦିତ ଜିଓଇଏମ, ଜିଏସପି ପାୱାର ପ୍ରୋଜେକ୍ଟସ ଦ୍ବାରା ସିପିସିବିଆଇଭି+ଏମିଶନ୍ ଷ୍ଟାଣ୍ଡାର୍ଡ…

ଭୁବନେଶ୍ବର : ଜିଏସପି ପାୱାର ପ୍ରୋଜେକ୍ଟ ଯାହାକି ପ୍ରମୁଖ ଡିଜେଲ ଜେନେରେଟର ନିର୍ମାତାମାନଙ୍କ ମଧ୍ୟରୁ ଅନ୍ୟତମ ମହିନ୍ଦ୍ରା ପାୱାରୋଲର ଅନୁମୋଦିତ ଜିଓଇଏମ ଆଜି ଏହାର ସିପିସିବିଆଇଭି+ଏମିଶନ୍ ଷ୍ଟାଣ୍ଡାର୍ଡ କମ୍ପଲିଆଣ୍ଟ ରେଞ୍ଜ ର ଡିଜେଲ ଜେନେରେଟର ସେଟ୍ ଉନ୍ମୋଚନ କରିଛି |ସିପିସିବିଆଇଭି+…

ଆମୱେ ଇଣ୍ଡିଆ ପାଳନ କଲା ଆନ୍ତର୍ଜାତିକ ଯୋଗ ଦିବସ: ଏକ ଉତ୍ତମ ଭବିଷ୍ୟତ ପାଇଁ ସୁସ୍ଥ ଅଭ୍ୟାସକୁ ପ୍ରୋତ୍ସାହିତ କରୁଛି

ଦିଲ୍ଲୀ : ଅନ୍ୟତମ ଅଗ୍ରଣୀ ସ୍ୱାସ୍ଥ୍ୟ ଓ କଲ୍ୟାଣକାରୀ କମ୍ପାନୀ ଆମୱେ ଇଣ୍ଡିଆ ସୁସ୍ଥ ଜୀବନକୁ ପ୍ରୋତ୍ସାହିତ କରିବା ଦିଗରେ ନିଜର ଏକନିଷ୍ଠ ପ୍ରତିବଦ୍ଧତା ସହିତ ଯୋଗ ଓ ପୁଷ୍ଟିସାଧନର ଅବାଧ ସମନ୍ୱୟ ଜରିଆରେ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟର ସର୍ବାଧିକ ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦେଇ ଆନ୍ତର୍ଜାତିକ…

୧୦୮ ଗରା ପାଣିରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି; ଦୂର୍ଲଭ ହାତୀବେଶର ଦର୍ଶନ କଲେ ଶ୍ରଦ୍ଧାଳୁ

ପୁରୀ (ଅନିମେଶ ପଟ୍ଟନାୟକ): ଦିବ୍ୟ ସ୍ନାନ ପରେ ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଅନୁକୁଳ ପାଗ ଓ ଝିପି ଝିପି ବର୍ଷା ମହାପ୍ରଭୁଙ୍କ ଦର୍ଶନ ପାଇଁ ବେସ ଉପଯୋଗୀ ହୋଇଥିଲା । ପ୍ରାୟ ୪ଲକ୍ଷ ଲୋକ ମହାପ୍ରଭୁଙ୍କ ଦୂର୍ଲଭ ହାତୀବେଶର ଦର୍ଶନ କରିଥିଲେ ।  …

ଗୁଣପୁର ରେ ଦେବସ୍ନାନ ନୀତି ଅନୁଷ୍ଠିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଜଗନ୍ନାଥ ମନ୍ଦିର ରେ ଅନୁଷ୍ଠିତ ହୋଇଯାଇଛି ଦେବସ୍ନାନ ନୀତି । ପ୍ରଥମେ ବଡ ଜଗନ୍ନାଥ ମନ୍ଦିର ପରେ ସାନ ଜଗନ୍ନାଥ ମନ୍ଦିର ରେ ସ୍ନାନ ନୀତି  କରାଯାଇଥିଲା। ବଡ ମନ୍ଦିର ରେ ବ୍ରାହ୍ମୁଣ ସାହି, ପୁରୁଣା ଗୁଣପୁର ଓ କଟିକା ସାହିର ସେବାୟତ ମାନଙ୍କ…

ରାଉରକେଲା ର ବିଭିନ୍ନ ସ୍ଥାନରେ ବିଶ୍ୱ ଯୋଗ ଦିବସ ପାଳିତ

ରାଉରକେଲା:(ବସନ୍ତ କୁମାର ଜେନା):ଉତ୍କଳ ଗୌରବ ମଧୁସୁଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସେକ୍ଟର ୨୦ସ୍ଥିତ ଉତ୍କଳ ଗୌରବ ମଧୁସୁଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆନ୍ତର୍ଜାତିକ ଯୋଗ ଦିବସ ଅଧ୍ୟକ୍ଷା ସୁଶ୍ରୀ ମଞ୍ଜୁଲତା ଦେହୁରୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯୋଗଗୁରୁ…