ୟୁବା ସଙ୍ଗମ ପର୍ଯ୍ୟାୟ ୫ ପାଇଁ ଅନ୍ଲାଇନ ପଞ୍ଜିକରଣ କରନ୍ତୁ- ଆପଣଙ୍କ ରାଜ୍ୟ ପାଇଁ ଜଣେ ଆମ୍ବାସାଡର ହୁଅନ୍ତୁ
ଆଇଆଇଟି ଭୁବନେଶ୍ୱର ଓଡ଼ିଶାର ନୋଡାଲ ଇନଷ୍ଟିଚୁ୍ୟଟ୍
- ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏକ୍ ଭାରତ ଶ୍ରେଷ୍ଠ ଭାରତ (ଇବିଏସବି) ଅଧୀନରେ ପ୍ରଚଳିତ ଭାରତର ସର୍ବାଧିକ ପାଳନ କରାଯାଉଥିବା ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ- ୟୁବା ସଙ୍ଗମ ନିମନ୍ତେ ପଞ୍ଜିକରଣ କରିବାକୁ ଅଂଶଗ୍ରହଣକାରୀଙ୍କ ପାଇଁ…