ଖଲିକୋଟ ଏକ୍ସ ସର୍ଭିସ୍ ମେନ୍ ସଂଘ ୭୮ତମ ସ୍ବାଧୀନତା ଦିଵସ ପାଳନ କଲା
(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା) :ସ୍ଥାନୀୟ ଖଲ୍ଲିକୋଟ ର ଏକ୍ସ ସର୍ଭିସ୍ ମେନ୍ ସଂଘ ଭାରତ ପାଳନ କରିଛନ୍ତି ୭୮ତମ ସ୍ବାଧୀନତା ଦିଵସ। ଏଅଵସରରେ ଖଲ୍ଲିକୋଟ ର ଏକ୍ସ ସର୍ଭିସ୍ ମେନ୍ ସଂଘ ଜଗନ୍ନାଥ ମନ୍ଦିର ରୁ ଵାହାରିବସ୍ ଷ୍ଟାଣ୍ଡରେ ପହଁଚି ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି…