ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପ୍ରସ୍ତୁତିର ଅଗ୍ରଗତି ସମୀକ୍ଷା,୧୧ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଆଲୋଚନା

ଦିନ ୧୧ଟା ସୁଦ୍ଧା ୩ ଲକ୍ଷରୁ ଅଧିକ ସ୍ଥାନାନ୍ତରିତ, ଆଉ କିଛି ଘଣ୍ଟା ମଧ୍ୟରେ ଶତପ୍ରତିଶତ ସ୍ଥାନାନ୍ତରଣ ହୋଇଯିବ ସମୁଦାୟ ୩, ୬୨, ୦୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ- ମୁଖ୍ୟମନ୍ତ୍ରୀ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରୁ ୨୩୩୮ ଜଣ ଗର୍ଭବତୀ ମହିଳା ସ୍ବାସ୍ଥ୍ୟ କେନ୍ଦ୍ରକୁ…

ଅକ୍ଟୋବର ୨୮ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ପକ୍ଷରୁ ସୂଚନା ଭୁବନେଶ୍ୱର ତା-୨୪.୧୦.୨୦୨୪: ଆଗାମୀ ୨୮ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି । ସମ୍ଭାବ୍ୟ ବାତ୍ୟା ‘ଦାନା‘ ଓ ପରବର୍ତ୍ତୀ ସାହାଯ୍ୟ ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି,ଅକ୍ଟୋବର୨୮ରେ…

୨୫ରେ ଓଡିଶା ମାନବାଧିକାର କମିଶନରେ ଆବେଦନକାରୀ/ ପକ୍ଷଙ୍କ ବ୍ୟକ୍ତିଗତ ଉପସ୍ଥିତି ପାଇଁ ବାରଣ

ଭୁବନେଶ୍ୱର : ଭିଷଣ ସାମୁଦ୍ରିକ ଝଡ "ଦାନା"ର ଭୟାବହତାକୁ ଦୃଷ୍ଟିରେ ରଖି ଓଡିଶା ମାନବାଧିକାର କମିଶନ ଆସନ୍ତା ତା ୨୫.୧୦.୨୦୨୪ ରିଖରେ ଓଏଚଆରସିରେ ଆବେଦନକାରୀ/ ପକ୍ଷଙ୍କ ବ୍ୟକ୍ତିଗତ ଉପସ୍ଥିତିକୁ ପରିହାର କରିଛନ୍ତି । ଏହାଦ୍ବାରା ସେମାନଙ୍କ ଅନୁପସ୍ଥିତିରେ କୌଣସି ପ୍ରତିକୁଳ ଆଦେଶ ଜାରି…

ଜିଲ୍ଲା ରେଡକ୍ରସ୍ ପାଣ୍ଠି ସଂଗ୍ରହ ନିମନ୍ତେ ଲାଇଫ ମେମ୍ବର ହେବା ପାଇଁ ଆହ୍ବାନ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ

ପାରଳାଖେମୁଣ୍ଡି / ବାଳାକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ସହଯୋଗରେ ଜିଲ୍ଲାରେ ରେଡକ୍ରସ ପାଣ୍ଠି ସଂଗ୍ରହ ନିମନ୍ତେ ଲାଇଫ ମେମ୍ବର ସିଫ୍ ପାଇଁ ୨୦ ଜଣ ସଦସ୍ୟା ସାମିଲ୍…

ଚୋରା ଗଞ୍ଜେଇ ଚାଲାଣ କୁ ନେଇ ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ : କାର ସହ ୭ ବସ୍ତା ଗଞ୍ଜାଇ ଜବତ : ୨ ଗିରଫ…

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆର୍: ଉଦୟଗିରି ଥାନା ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣ କୁ ଧରିବାରେ ସଫଳ ହୋଇଛନ୍ତି। ଏ ସଂକ୍ରାନ୍ତରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଗଜପତି ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ,…

ପୁଟୁକିଗ୍ରିଞ୍ଜେଲ ସ୍କୁଲରେ ଧାରଣା ସମାଧାନ ହେଲାନି, ଜାରିରହିଲା

ବିଜେପୁର :-ସୁଶାନ୍ତ ସାହୁ (ସାଶକ ପ୍ରଶାସକ ): ବିଜେପୁର ଗୋଷ୍ଠୀ ଶିକ୍ଷା ବିଭାଗ ର ପୁତୁକିଗ୍ରୀଞ୍ଜେଲ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦାବିରେ ଚାଲିଥିବା ଧାରଣା ଆଜି ତୃତୀୟ ଦିନରେ ପହଞ୍ଚିଛି l ଜଣେ ଶିକ୍ଷକକୁ ଡେପୁଟେସନ ରେ ଦିଆଯାଇଥିବା ବେଳେ ଗ୍ରାମବାସୀ ଆବଶ୍ୟକ ସଂଖ୍ୟକ ଶିକ୍ଷକ…

ଓସିଏସ୍ ପରୀକ୍ଷାରେ ଗଜପତି ଜିଲ୍ଲାରେ ବିରଳ କୃତିତ୍ୱ

ପାରଳାଖେମୁଣ୍ଡି / ବାଳାକୃଷ୍ଣ ପାଣିଗ୍ରାହୀ : ନିକଟରେ ଓଡିଶା ସିଭିଲ ସର୍ଭିସ୍-୨୦୨୪ର ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ଗଜପତି ଜିଲ୍ଲାରେ ସର୍ବେମାଟ ୮ ଜଣ ପରୀକ୍ଷାର୍ଥୀ ସଫଳତା ହାସଲ କରିଛନ୍ତି। ତନ୍ମଧ୍ୟରୁ ୨ ଜଣ ମହିଳା ଅନ୍ତର୍ଭୁକ୍ତ। ସେଥିମଧ୍ୟରୁ ଗଜପତି ଜିଲ୍ଲା ପ୍ରଶାସନ ଅଧିନରେ…

ସୁଭଦ୍ରା ଯୋଜନାରୁ ବାଦ୍‌ ପଡ଼ିଥିବା ପାଖାପାଖି ୨ ଲକ୍ଷ ୬୭ ହଜାର ଆବେଦନର ପୁନଃ ବିଚାର କରାଯିବ।

ଭୁବନେଶ୍ୱର : ରାଜ୍ଯର ମହିଳାମାନଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରିବା ନିମନ୍ତେ 'ସୁଭଦ୍ରା' ଯୋଜନା କାର୍ଯ୍ୟକାରୀ କରାଯାଇଛି। ଆଜିର କ୍ଯାବିନେଟ ବୈଠକରେ ‘ସୁଭଦ୍ରା’ ଯୋଜନା ନିୟମାବଳୀରେ ସଂଶୋଧନ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ମୋଟ ୧…

ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ ଦ୍ୱାରାଜଳମିତ୍ରମାନଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର, ତା-୨୩/୧୦/୨୦୨୪:  କଟକ ଜିଳ୍ଲା ପ୍ରତାପନଗରୀ ସ୍ଥିତଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ(ଓ୍ୱାଲମୀ) ତରଫରୁ ଜଳମିତ୍ରମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଭିନ୍ନ ଜିଲ୍ଲାରେ ଆୟୋଜନ କରାଯାଉଛି । ଓ୍ୱାଲମୀର ନିର୍ଦ୍ଦେଶକ ଇଂ ରାଜକିଶୋର ବିଶ୍ୱାଳଙ୍କ ତତ୍ୱାବଧାନରେ ଏହି…

ବାତ୍ୟା ‘ଦାନା’କୁ ନେଇ ଜନସାଧାରଣଙ୍କୁ ସଚେତନ କରାଉଛି ସୋଆ କମ୍ୟୁନିଟି ରେଡିଓ

ଭୁବନେଶ୍ୱର, ୨୩: ବଙ୍ଗୋପ ସାଗରରେ ଘୂର୍ଣ୍ଣିଝଡ଼ ‘ଦାନା’ ତୀବ୍ର ଗତିରେ ଓଡ଼ିଶା ଉପକୂଳ ମୁହାଁ ହେଉଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ଏହି ବିପଦପୂର୍ଣ୍ଣ ପରିସ୍ଥିତି ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ନିମନ୍ତେ ସୂଚନା ପ୍ରଦାନ କରିବା…