ପ୍ରଧାନ ଶିକ୍ଷକ ପ୍ରମୋଦ ସାର୍ ଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା ।
ଅସ୍ତରଙ୍ଗ.ଦୁଃଶାସନ ନାୟକ:ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ଛୁରିଆନା ପଂଚାୟତ ବେଳାଭୂମି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପାଲ୍ ଙ୍କୁ ବହୁ ଆଡମ୍ବର ସହକାରେ ଏକ ବଢ଼ାଣ୍ୟ ପରିବେଶରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ…