ପୁଝାରୀପାଲି ଗ୍ରାମରେ ପୋଲିସର ଜନସମ୍ପର୍କ କାର୍ଯ୍ୟକ୍ରମ

ଝାରବନ୍ଧ-ମନୋହର ଦାଶ: ପଦ୍ମପୁର ପୋଲିସ ଉପଖଣ୍ଡର ଜଗଦଲପୁର ଥାନା ଅନ୍ତର୍ଗତ ପୁଝାରୀପାଲି ଗ୍ରାମ ଠାରେ ବରଗଡ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନାଙ୍କ ନିର୍ଦ୍ଦେଶ କ୍ରମେ ପୋଲିସର ଏକ ଜନସମ୍ପର୍କ ତଥା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜଗଦଲପୁର ଥାନା…

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପ୍ରସ୍ତୁତି ସମୀକ୍ଷା ବୈଠକ

ଜାନୁୟାରୀ ୩ ରୁ ୧୩ ପର୍ଯ୍ୟନ୍ତ ଚାଲିବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଭୁବନେଶ୍ୱର, ୨୪/୧୨/୨୦୨୪:ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ବିଭାଗର ସମ୍ମିଳନୀ କକ୍ଷରେ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆୟୋଜନ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାନ୍ୟବର…

ବହିମଣିଷ ବିକାଶଙ୍କୁ ବହିବନ୍ଧୁ ସମ୍ମାନ

ଓଡ଼ିଶାର ଜଣେ ଅନ୍ୟତମ ସଂଗ୍ରାହକ ତଥା ବହିମଣିଷ ଭାବେ ପରିଚିତ ବିକାଶ ଶତପଥୀଙ୍କୁ ବହିବନ୍ଧୁ ଭାବେ ସମ୍ବର୍ଦ୍ଧିତ କରାଯାଇଛି। ଟାଇମପାସ ପ୍ରକାଶନୀ ପକ୍ଷରୁ ଗୁରୁ କେଳୁଚରଣ ସଭାଗୃହରେ ଦୁଇଦିନ ଧରି ଚାଲିଥିବା ଉତସାହିତ୍ୟର ପ୍ରଥମ ଦିବସରେ ଏହି ପୁରସ୍କାର ଶ୍ରୀ ଶତପଥୀଙ୍କୁ ପ୍ରଦାନ…

କଂଗ୍ରେସ୍ ପକ୍ଷରୁ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଚଳିତ ବର୍ଷ ଚାଷ ଆରମ୍ଭ ଏବଂ ଧାନ ଗଛରେ ଫୁଲ ଧରିବା ସମୟରେ ନିଅଣ୍ଟିଆ ବର୍ଷା ବର୍ଷା ହେତୁ ଚାଷୀକୂଳ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଧାନ ଅମଳ ସମୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀଙ୍କର ବର୍ଷକର ଆହାରକୁ ଛଡାଇ ନେଇଛି I ସମଗ୍ର ରାଜ୍ୟରେ ଚାଷୀଙ୍କର…

“ପ୍ରଶାସନ ଗାଉଁ କି ଔର ” ୨୦୨୪:ସୁଶାସନ ସପ୍ତାହ ପାଳନ ଅବସରରେ ଡ଼ାବୁ ଗାଁ ବ୍ଲକରେ କର୍ମଶାଳା

ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ ତା ୨୩.୧୨.୨୦୨୪: ଆଜି ଡ଼ାବୁ ଗାଁ ବ୍ଲକରେ ଜିଲ୍ଲାରେ ସୁଶାସନ ସପ୍ତାହ ପାଳନ ଅବସରରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। "ପ୍ରଶାସନ ଗାଉଁ କି ଔର" କାର୍ଯ୍ୟକ୍ରମ ଅଧୀନରେ ସାଧାରଣ ଲୋକଙ୍କ ଅଭିଯୋଗ ଓ ତାର…

ପ୍ରବାସୀ ଓଡ଼ିଆ ସଂଗଠନ ଶ୍ରୀ ଜଗନ୍ନାଥ ସେବା ସମିତିର ଦମନରେ ସାମାଜିକ ସେବା

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଓଡ଼ିଆ ମାନେ ଯେଉଁଠି ବି ଥିଲେ ସେଠାରେ ନିଜର ସ୍ଵତନ୍ତ୍ର ସଂଗଠନ ତିଆରି କରି ବିଭିନ୍ନ ସାମାଜିକ ସେବାରେ ନିଜକୁ ନିୟୋଜିତ କରିଥାନ୍ତି I ଏହିଭଳି ଏକ ନିଆରା ସଂଗଠନ ହେଉଛି ଭାରତରେ ଅନ୍ୟତମ କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରତିଷ୍ଠିତ ପ୍ରବାସୀ ଓଡ଼ିଆ ସଂଗଠନ ଶ୍ରୀ…

ଜଳିଗଲା କୁମ୍ଭକାର ଙ୍କ ଶାଳଗୃହ, ନଷ୍ଟ ହେଲା ଗଢ଼ା ହୋଇଥିବା ହାଣ୍ଡି ।

ଅସ୍ତରଙ୍ଗ :ଆଜି ଅସ୍ତରଙ୍ଗ ବ୍ଲକ ନଈଗୁଆ ପଞ୍ଚାୟତ ଓସ୍ତପୁର କୁମ୍ଭାରସାହି ରେ କୁମ୍ଭକାର କୈଳାଶ ଚନ୍ଦ୍ର ମୁଦୁଲୀ ଙ୍କର ଏକ ଶାଳ ଗୃହ ଅଗ୍ନିକାଣ୍ଡ ରେ ସମ୍ପୂର୍ଣ୍ଣ ଭଶ୍ମିଭୁତ ହୋଇଯିବା ସହ ଦଶ ହଜାର ରୁ ଉର୍ଦ୍ଧ ଟଙ୍କାର ଅର୍ଦ୍ଧ ନିର୍ମିତ ସମସ୍ତ ମାଟି ର ଆସବାବପତ୍ର ନଷ୍ଟ ହୋଇଯାଇଛି,ଏହି…

ବୀରମହାରାଜପୁର ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

୫୧ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ  ସୁବର୍ଣ୍ଣପୁର,୨୩/୧୨/୨୪: ଶାସକ ପ୍ରଶାସକ (ପ୍ରକାଶ ହାତୀ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ…

ଚଇତିର ଉଦ୍ଘାଟନୀ ଉତ୍ସବ ସାଂସ୍କୃତିକ ଶୋଭାଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁ୍ଷ୍ଠିତ l

ରାୟଗଡା: ଜିଲ୍ଲା ଚଇତି ସାଂସ୍କୃତିକ ଶୋଭାଯାତ୍ରା କମିଟି ତରଫରୁ ରବିବାର ଦିବା ୧୧ଘଟିକା ସମୟରେ ସଂସ୍କୃତି ଭବନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ଭାସ୍କର ରଇତ ଏଥିରେ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ, ଉପ ନିର୍ଦ୍ଦେଶକ…

ଗ୍ରୀନ୍ ହାଇଡ୍ରୋଜେନ୍ ମୋବିଲିଟି ପ୍ରୋଜେକ୍ଟ ଶୁଭାରମ୍ଭ ଦିଗରେ ତ୍ରିପାକ୍ଷିକ ବୁଝାମଣା ପତ୍ର

ଭୁବନେଶ୍ୱର : ରାଜ୍ୟରେ ଗ୍ରୀନ୍ ହାଇଡ୍ରୋଜେନ୍ ମୋବିଲିଟି ପ୍ରୋଜେକ୍ଟ ଶୁଭାରମ୍ଭ ଦିଗରେ ଓଡ଼ିଶା ସରକାର ପ୍ରଥମ ପଦକ୍ଷେପ ଗ୍ରହଣ କରିଛନ୍ତି । ଏନେଇ ତ୍ରିପାକ୍ଷିକ ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର ହୋଇଛି । ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଅଧିନରେ ଥିବା…