ଖପ୍ରାଖୋଲ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ

ଅନ୍ତର୍ନିହିତ ଗୁଣ କୁ ଛାତ୍ରୀ ଛାତ୍ର ଆବିଷ୍କାର କରିବାକୁ ଆହ୍ଵାନ ଖପ୍ରାଖୋଲ ୧୧/୧(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ର ଦ୍ଵିତୀୟ ପୁରସ୍କାର ବିତରଣି ଉତ୍ସବ ବିଦ୍ୟାଳୟ ର ଅଧକ୍ଷ ବଳଭଦ୍ର ଦାଶ ଙ୍କ ଅଧ୍ୟକ୍ଷତା ରେ…

କ୍ଷୁଦ୍ର ଶସ୍ୟ ଚାଷୀ ତଥା ମଞ୍ଚ କଳାକାର ଗୋଲାପ ବିଶି ରାଜ୍ୟସ୍ତରରେ ସମ୍ବର୍ଦ୍ଧିତ

ଖପ୍ରାଖୋଲ ୧୧/୧(ହେମସାଗର ସାହୁ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ତେଲେନପାଲି ଗାଁ ର କ୍ଷୁଦ୍ର ଶସ୍ୟ ଚାଷୀ ତଥା ମଞ୍ଚ କଳାକାର ଗୋଲାପ ବିଶିଙ୍କୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା ରେ ସମ୍ବର୍ଦ୍ଧିତ କରିଥିବା ଜଣାଯାଇଛି। ଭୁବନେଶ୍ଵର ଠାରେ ଆୟୋଜିତ ଆଦିବାସୀ ମେଳା ରେ ରାଜ୍ୟ ଆଦିବାସୀ ଭାଷା ଓ…

ଚତୁର୍ଥ ଅଭିଭାବକ ଶିକ୍ଷକ ତଥା ପରିଚାଳନା କମିଟି ବୈଠକ ଅନୁଷ୍ଠିତ

ପଦ୍ମପୁର :- ରାଜ ବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ସମଗ୍ର ଶିକ୍ଷା ଆନୁକୁଲ୍ୟରେ ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସରକାରଙ୍କ ଏକ ପ୍ରୟାସ ଅନୁସାରେ ଚତୁର୍ଥ ଅଭିଭାବକ ଶିକ୍ଷକ ତଥା ପରିଚାଳନା କମିଟି ସଦସ୍ୟ ମାନଙ୍କର ଏକ ବୈଠକ ଅନୁଷ୍ଠିତ…

ପାଇକମାଳ ହାଇସ୍କୁଲ୍ ରେ ଅଭିଭାବକ ବୈଠକ

ପଦ୍ମପୁର :- ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଡ଼. ଦ୍ଵାଦଶ କୁମାର ପଧାନ ଙ୍କ ଅଧ୍ୟକ୍ଷତା ରେ ଅଭିଭାବକ,ଶିକ୍ଷକ/ ଶିକ୍ଷୟତ୍ରୀ ଓ ଏସ ଏମ ଡି ସି ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ମୁଖ୍ୟ ଅତିଥି ଟାଇଲ ଚନ୍ଦ୍ର ଭୋଇ, ସି ଆର ସି ସି ରଞ୍ଜନ ବାଗ ଯୋଗଦାନ କରି ଛାତ୍ର…

ଟି ଗଣ୍ଡପାଲି ଉ:ପ୍ରା: ସ୍କୁଲ ଠାରେ ଗଣିତ ବଜାର ଓ ଖାଦ୍ୟ ମେଳା ଅନୁଷ୍ଠିତ

ବିଜେପୁର /ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଟି.ଗଣ୍ଡପାଲି ସରକାରୀ ଉ:ପ୍ରା: ସ୍କୁଲ ପରିସରରେ ଗଣିତ ବଜାର ଓ ଖାଦ୍ୟ ମେଳା ଅନୁଷ୍ଠିତ ହେବା ସହିତ ବିଦ୍ୟାଳୟର ପ୍ରାଚୀର ପତ୍ରିକା "ଅନ୍ୱେଷା" ର ଶୁଭ ଉଦଘାଟନୀ ଉତ୍ସବ ମହାସମାରୋହରେ ପାଳିତ…

ତିନି ଡକାୟତ କୁ ଗ୍ରାମ ଲୋକେ ଧରି ପୋଲିସ କୁ କଲେ ହସ୍ତାନ୍ତର।

(ଶାସକ - ପ୍ରଶାସକ): ମୟୂରଭଞ୍ଜଜିଲ୍ଲା ସାରସକଣା ବ୍ଳକ୍ ଝାରପୋଖରିଆ ଥାନା ଅନ୍ତର୍ଗତ ପାକଟିଆ ଗ୍ରାମରୁ ଗତ ରାତିରେ ତିନି ଜଣ ଚୋର ସହିତ ଗୋଟିଏ ବାଇକ୍ , ଦୁଇଟି ମୋବାଇଲ ସହିତ ଗୋଟାଏ ଛୁରୀ ଓ ନଗଦ ୬୪୦ ଟଙ୍କା ଜବତ ହୋଇଛି । ପାକଟିଆ ରୁ ବାଇକ ଚୋରୀ କରି ନେଇ ଯାଉଥିବା ବେଳେ ସ୍ଥାନୀୟ…

ସେବା ସମବାୟ ସମିତିକୁ ଗସ୍ତ କଲେ ଜିଲ୍ଲାପାଳ।

ବାସୁଦେବପୁର - ବାସୁଦେବପୁର ବ୍ଲକ ଅନ୍ତର୍ଗତ ସ୍ଥାନୀୟ ରାଜଘୋରପୋଖରୀ ଠାରେ ବାଲି ମେଦ ସେବା ସମବାୟ ସମିତି ଓ ନରସିଂହପୁର ଠାରେ ବରଣ୍ଡୁଆ ସେବା ସମବାୟ ସମିତି କୁ ଗସ୍ତ କରି ସମସ୍ତ ବ୍ୟବସ୍ଥା ପଚାରି ବୁଝିଲେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତ ରାୟ। ବାସୁଦେବପୁର ରେ ରାଜଘୋରପୋଖରୀ ରେ ସହିଦ୍…

ମାନ ହରାଉଛି ଶ୍ରୀକ୍ଷେତ୍ର ପୁସ୍ତକ ମେଳା: ବହି ବିକ୍ରି କମ, ଶାଢୀ ଓ ଆଚାର ବିକ୍ରି ଅଧିକା ହେଉଛି

ପୁରୀ (ବ୍ୟୁରୋ): ମାନ ହରାଊଛି ଶ୍ରୀକ୍ଷେତ୍ର ପୁସ୍ତକ ମେଳା । ବଜାୟ ରହୁନି ପୁରୁଣା ପରମ୍ପରା । ବର୍ଷକୁ ବର୍ଷ ଷ୍ଟଲ ସଂଖ୍ଯା ବଢୁଥିଲେ ମଧ୍ଯ ବହି ବିକ୍ରି ସେହି ଅନୁପାତରେ ବଢୁ ନଥିବା ଅଭିଯୋଗ ହେଉଛି । କେତେକ ବରିଷ୍ଠ ନାଗରିକ ସଂଧ୍ଯା ସମୟରେ ଷ୍ଟଲରେ ବସି ଆଳାପରେ ମଜିବା ସହ ମିକ୍ଚଚର…

ଗଣତନ୍ତ୍ର ପରେ ବର୍ତମାନ ସାମ୍ବିଧାନିକ ବ୍ୟବସ୍ଥାକୁ ହତ୍ୟା କରିବାର ପ୍ରୟାସ କରୁଛି ବିଜେଡି : ବାବୁ ସିଂ

 ଆଇନ ନିଜ ବାଟରେ ଯାଉଥିବାବେଳେ ବିଜେଡି ତାକୁ ବିରୋଧ କରୁଛି  ସିବିଆଇ ତଦନ୍ତ ଦାବି କରି ମୁଖମନ୍ତ୍ରୀଙ୍କୁ ନିଜ ବାପାଙ୍କ ହତ୍ୟାର ତଦନ୍ତ ପାଇଁ ଚିଠି ଲେଖନ୍ତୁ ଦୀପାଲି ଦାସ  ପ୍ରବାସୀ ଭାରତୀୟ ଦିବସ ପରିପ୍ରେକ୍ଷୀରେ ବିଜେଡିର ବକ୍ତବ୍ୟ ଓଡିଶାର ଭାବାବେଗକୁ କୁଠାରଘାତ…

କିର୍ମିରା ଅନାସ୍ଥା ଭୋଟ ଘଟଣା: ବିଜେପି ପୋଲିସକୁ ହାତବାରିସୀ କରି ଗଣତନ୍ତ୍ରକୁ ହତ୍ୟା କରିଛି- ବିଜେଡି

 ପରାଜୟରୁ ବର୍ତ୍ତିବା ପାଇଁ ପୋଲିସକୁ ଗୁଣ୍ଡା ସଜାଇଲେ ସରକାର  ଚବିଶ ଘଣ୍ଟା ଧରି ପଞ୍ଚାୟତ ପ୍ରତିନିଧିଙ୍କୁ ଅଟକ ଭୁବନେଶ୍ୱର, ୧୧/୦୧/୨୦୨୫: କିର୍ମିରା ଅନାସ୍ଥା ଭୋଟ ଘଟଣାରେ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଶଙ୍ଖ ଭବନ ଠାରେ ଆଜି ଆୟୋଜିତ…