ନକଲି ସିମ୍ କାର୍ଡ ବିକି ୩ ଗିରଫ ହେଲେ
କେନ୍ଦୁଝର(ଦିଲ୍ଲୀପ ସାହୁ),ତା୧୭/୪- ନକଲି ସିମ୍ କାର୍ଡ ବିଦେଶୀ ଆତଙ୍କବାଦୀ ଅପରାଧୀ ବ୍ୟବହାର କରୁଥିବା ଅଭିଯୋଗ ହୁଏ,ତେବେ ସେମାନଙ୍କୁ ଏହା ଦେଉଛି କିଏ ବୋଲି ପୁଣି ପ୍ରଶ୍ନ ଆସେ। ତେବେ ଏହିପରି ନକଲି ସିମ୍ କାର୍ଡ ତିଆରି କରି ବିକ୍ରୀ କରୁଥିବା ବେଳେ କେନ୍ଦୁଝର ଜିଲ୍ଲାରେ ୩ଜଣ ଗିରଫ ହୋଇ…