ଆଦର୍ଶ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ଦିକ୍ଷୀତଙ୍କୁ ଏକାଦଶାହରେ ଦିଆଗଲା ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।
ମରଣୋତ୍ତର ଭାବେ ପାଇଲେ ବିଦ୍ୟୁତ୍ ଲତା ଶିକ୍ଷା ସମ୍ମାନ।
କେନ୍ଦୁଝର,ତା୨୨/୪ - ଆଜି ଥିଲା ଜିଲ୍ଲାର ବରିଷ୍ଠ ସାରସ୍ଵତ ସାଧିକା ଗାଳ୍ପିକା କବୟିତ୍ରୀ ବିଜୟଲକ୍ଷ୍ମୀ ଦୀକ୍ଷିତଙ୍କ ଏକାଦଶାହ ଦିବସ। କେନ୍ଦୁଝର ବଡ଼ଦାଣ୍ଡରେ ପରିବାର ପକ୍ଷରୁ ଏକ ସ୍ମୃତି ସଭା ଦିନ ୧୧ଟାରେ ଆୟୋଜନ କରାଯାଇଥିଲା।…