ଟାଟା ପାୱାର ପକ୍ଷରୁ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍ ୨୦୨୫ରେ ବଂଟନ ପ୍ରଯୁକ୍ତି ଓ ସବୁଜ ଶକ୍ତି ସମାଧାନ ପ୍ରଦର୍ଶିତ

ଭୁବନେଶ୍ୱର: ଦେଶର ସର୍ବବୃହତ୍ ସମନ୍ୱିଗ୍ଦତ ବିଦ୍ୟୁତ୍ କମ୍ପାନି ଟାଟା ପାୱାର ପକ୍ଷରୁ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ୨୦୨୫ରେ ଓଡ଼ିଶାର ବିଦ୍ୟୁତ୍ ବିତରଣ କ୍ଷେତ୍ରରେ ଏହାର ରୂପାନ୍ତରୀତ ଅବଦାନ ଉପରେ ଆଲୋକପାତ କରାଯାଇଛି। ବିଶ୍ୱର ଏକ ଅଗ୍ରଣୀ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ…

ଐତିହାସିକ ରାଜବୋଡାସମ୍ବର ଉଚ୍ଚବିଦ୍ୟାଳୟ, ପଦ୍ମପୁର ଠାରେ ବାର୍ଷିକୋତ୍ସବ (ପ୍ରୟାସ)

 ପଦ୍ମପୁର: ସ୍ଥାନୀୟ ଐତିହାସିକ ରାଜବୋଡାସମ୍ବର ଉଚ୍ଚବିଦ୍ୟାଳୟ, ପଦ୍ମପୁର ଠାରେ ବାର୍ଷିକୋତ୍ସବ (ପ୍ରୟାସ) ୨୦୨୪-୨୫ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଭିଳାଷ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଗୋଷ୍ଠୀ…

ଶିକ୍ଷାବିତ ଡକ୍ଟର ସତ୍ୟାନନ୍ଦ ପଣ୍ଡାଙ୍କ ସପ୍ତମ ଶ୍ରାଦ୍ଧବାର୍ଷକୀ ଅବସରରେ ମେଧାବୃତ୍ତି

୬ ବର୍ଷରେ 31 ଜଣ ଛାତ୍ରଛାତ୍ରୀଙ୍କୁ ଡକ୍ଟର ଡ. ସତ୍ୟାନନ୍ଦ ପଣ୍ଡା ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ମେଧାବୃତ୍ତି ଓ ମାନପତ୍ର ପାରାଦୀପ 28, 01, 2024: ପାରାଦୀପ ଅଚଂଳର ବିଶିଷ୍ଟ ଶିକ୍ଷାବିତ, ଳେଖକ, ସଂଗଠକ, ଏକାଧିକ ଶିକ୍ଷାନୁଷ୍ଠାନର ମାର୍ଗଦର୍ଶକ ସ୍ବର୍ଗତ ଡକ୍ଚର ସତ୍ୟାନନ୍ଦ ପଣ୍ଡାଙ୍କ ସପ୍ତମ…

ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହେଲା ମହାନଦୀ ବଞ୍ଚାଅ ଆନ୍ଦୋଳନ

ଦୟା ପ୍ରଦୂଷଣ ମୃତକଙ୍କୁ 15 ଲକ୍ଷ କ୍ଷତିପୂରଣ ଓ ତୁରନ୍ତ ବିଶୁଦ୍ଧ ପାଣି ଯୋଗାଇ ଦିଆଯାଉ  ଭୁବନେଶ୍ୱର : ଆଜି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଦୟା ପ୍ରଦୂଷଣ ଜନିତ ଗୁରେଇ ସେଠୀ, ସଚଳl ସାହୁ, ମାଗି ଦଳେଇ ଓ ସାରଥୀ ପ୍ରଧାନ ଆଦି ଚାରି ଜଣଙ୍କ ମୃତ୍ୟୁ…

ଭଞ୍ଜନଗର ବ୍ଳକ୍ ରେ କିଶୋରୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଆର୍.ଏମ୍.ସି ପାର୍ଶ୍ଵରେ ଥିବା କଲ୍ୟାଣ ମଣ୍ଡପ ଠାରେ ଭଞ୍ଜନଗର ଶିଶୁ ବିକାଶ ପ୍ରକଳ୍ପ ତରଫରୁ କିଶୋରୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଥିଲା କିଶୋରୀ ବାଳିକାମାନଙ୍କ ମଧ୍ୟରେ ଥିବା…

ଇଚ୍ଛାପୁର କ୍ଳଷ୍ଟରରେ ନିପୁଣ ଓଡ଼ିଶା ମେଳା

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ ଅନ୍ତର୍ଗତ ଇଚ୍ଛାପୁର କ୍ଲଷ୍ଟର ଆଶ୍ରମ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି । ଇଚ୍ଛାପୁର କ୍ଳଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧାଂଶୁ ଶେଖର…

ଡଃ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ+୨ ବିଦ୍ୟାଳୟ ଡମ୍ବସରା ଠାରେ ରଜତ ଜୟନ୍ତୀ ସମାରୋହ ଉତ୍ସବ ଆୟୋଜିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ତା୨୮/୦୧/୨୫ ରିଖ ମଙ୍ଗଳବାର, ଡଃ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ+୨ ବିଦ୍ୟାଳୟ ଡମ୍ବସରା ଠାରେ ସଫଳତାର ୨୫ବର୍ଷ ପୂର୍ତ୍ତି ଅବସରରେ ରଜତ ଜୟନ୍ତୀ ସମାରୋହ ଉତ୍ସବ ଆୟୋଜିତ ହୋଇଯାଇଛି ।ଉତ୍ସବର ପ୍ରାରମ୍ଭ ରେ ଡଃ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି…

ମା’ ବୈଷ୍ଣୋଦେବୀ ବିରାଜିବେ ଜାମୁକୋଣରେ,

ଫେବୃଆରୀ ୨ରେ ହେବ ପ୍ରାଣ ପ୍ରତିଷ୍ଠା, ପ୍ରକୃତି କୋଳରେ ମା'ଙ୍କ ସାନିଧ୍ୟ ପାଇଁ ଲାଗିବ ଭିଡ ଓଡଗାଁ, ୨୮।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଧାପୁର ଓ ମଗରବନ୍ଧ ପଞ୍ଚାୟତର ମଧ୍ୟ ସ୍ଥଳରେ ଫାସିପଲ୍ଲୀ ନିକଟସ୍ଥ ଚୋରଖୋଲ ଜାମୁକୋଣ ପାହାଡ଼ ଉପରେ ମା'…

ଉପଖଣ୍ଡ ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ଗୁଣପୁର ତା: ୨୬.୦୧.୨୦୨୫ରିଖ ଦିନ ଗୁଣପୁର ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ମହାସମାରୋହରେ ପାଳିତ ହୋଇ ଯାଇଛି । ଏହି ଅବସରରେ ଗୁଣପୁର ଉପ ଜିଲ୍ଲାପାଳ କିରନଦୀପ କୌର ସହୋତା, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମ୍ବିଧାନ…

ନବରଙ୍ଗପୁରଠାରେ ଜିଲ୍ଲା ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ

ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ,ତା ୨୭.୧.୨୦୨୫: ଗତକାଲି ତା ୨୬.୧.୨୦୨୫ ରିଖ ଦିନ ନବରଙ୍ଗପୁର ସହର ସ୍ଥିତ ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ମାନ୍ୟବର , ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ…