ତାଳସାରି ଓ ଚାନ୍ଦିପୁର ପର୍ଯ୍ୟଟନ କ୍ଷେତ୍ରରେ ସମୀକ୍ଷା କଲେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା
ତାଳସାରୀ ହେବ ପର୍ଯ୍ୟଟନ ହବ
ଭୁବନେଶ୍ୱର ତା ୦୨/୦୫/୨୦୨୫ରିଖ: ଆଜି ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ତାଙ୍କ ଏକଦିବାସିୟ ବାଲେଶ୍ୱର ଜିଲ୍ଲା ଗସ୍ତ ସମୟରେ ତାଳସାରି ଓ ଚାନ୍ଦିପୁର ପର୍ଯ୍ୟଟନ କ୍ଷେତ୍ରର ସମୀକ୍ଷା କରିଥିଲେ । ଉଭୟ ଆକାଶ ମାର୍ଗ ଓ କ୍ଷେତ୍ର ପରିଦର୍ଶନ ମାଧ୍ୟମରେ…