ନବରଙ୍ଗପୁର,02/05/2025,ଅଶୋକ ସାହୁ, ଶାସକ ପ୍ରଶାସକ: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନୂଆଗୁଡା, ନବରଙ୍ଗପୁର ବିଦ୍ୟାଳୟର ଛାତ୍ର ଆଶୁତୋଷ ପାଣିଗ୍ରାହୀ 549 ମାର୍କ 91.50% ମାର୍କ ରଖି ନବରଙ୍ଗପୁର ଜିଲ୍ଲାରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି । ସେ ପିତା ଗୋପାଳ ପାଣିଗ୍ରାହୀ ଏବଂ ମାତା ମିନା କୁମାରୀ ମିଶ୍ରଙ୍କ ପୁତ୍ର ଅଟନ୍ତି । ପିତା ପେଶାରେ ଓକିଲ ହୋଇଥିବା ବେଳେ ମାତା ଶିକ୍ଷୟତ୍ରୀ ଅଟନ୍ତି । ଆଶୁତୋଷଙ୍କ ଏହି ସଫଳତା ନେଇ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଆସିବା ସହ ମା ଭଣ୍ଡାର ଘରଣୀଙ୍କ ନିକଟରେ ଉଜ୍ଜ୍ୱଳ ଭବିଷ୍ୟତର କାମନା ବନ୍ଧୁବର୍ଗ ଓ ନବରଙ୍ଗପୁର ସହରବାସୀ କରିଛନ୍ତି
Sign in
Sign in
Recover your password.
A password will be e-mailed to you.