ମହାଶିବରାତ୍ରୀ ଅବସରରେ ହରିଶଙ୍କର ରେ ଶ୍ରଦ୍ଧାଳୁଙ୍କ ଭିଡ଼, ଖରାରେ ବି ଧାଡ଼ିରେ ରହି ଠାକୁରଙ୍କୁ କଲେ ଦର୍ଶନ, ଭଜନ…

ଖପ୍ରାଖୋଲ ୨୬/୨(ହେମସାଗର ସାହୁ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ପ୍ରମୁଖ ପୁଣ୍ୟ କ୍ଷେତ୍ର ହରିଶଙ୍କର ଠାରେ ମହାଶିବରାତ୍ରୀ ଅବସରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ଦୂର ଦୁରାନ୍ତ ରୁ ହଜାର ହଜାର ଶ୍ରଦ୍ଧାଳୁ ହରିଶଙ୍କର ପହଞ୍ଚି ଚିରସ୍ରୋତା ପାପନାଶିନୀ ଝରଣା ରେ ବୁଡ଼ ପକାଇ…

ସହଜ ରାଜଯୋଗ ଶିକ୍ଷାରେ ସଫଳତାର ପୂର୍ଣ୍ଣତା ପ୍ରାପ୍ତି

ଓଡ଼ଗାଁ, ୨୬।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ତଥା ତହସିଲ କାର୍ଯ୍ୟାଳୟ ପଛପାଖ ତୋଟାସାହି ବ୍ରହ୍ମା କୁମାରୀ ଉପସେବାକେନ୍ଦ୍ର ତ୍ରିଲୋକଭବନ ଠାରେ ମହାଶିବରାତ୍ରି ଅବସରରେ ୮୯ ତମ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ପବିତ୍ର ଉତ୍ସବ ବୁଧବାର ପାଳିତ ହୋଇଯାଇଛି । ଏହି…

 ଦୂତୀକେଶ୍ବର ମହାଦେବଙ୍କ ଜାଗରଯାତ୍ରା ଅନୁଷ୍ଠିତ, ଗାୟତ୍ରୀ ବିଦ୍ୟାମନ୍ଦିର ଆନୁକୂଲ୍ୟରେ ସାମୁହିକ ପ୍ରଦୀପ…

୧୦ ହଜାରରୁ ଉର୍ଦ୍ଧ୍ବ ମାନସିକଧାରୀଙ୍କ ସମାଗମ, ଓଡ଼ଗାଁ, ୨୬।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଜାମୁପାଟଣା ଠାରେ ଶୁଳିଆ ପାହାଡ଼ ପାଦଦେଶରେ ବାବା ଦୂତୀକେଶ୍ବର ମହାଦେବଙ୍କ ପୀଠରେ ମହାଶିବରାତ୍ରି ତଥା ଜାଗରଯାତ୍ରା ଅବସରରେ ପ୍ରତିବର୍ଷ ପରି ମଶାବାରୀ ଗାୟତ୍ରୀ…

ମହା ଶିବରାତ୍ରି ଉପଲକ୍ଷେ ଶୈବପୀଠ ଚଳଚଞ୍ଚଳ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ ), ଶୁକ୍ରବାର ପବିତ୍ର ମହା ଶିବରାତ୍ରି ଉପଲକ୍ଷେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ ହେବା ସହିତ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା I ବ୍ଳକ୍ ର ଗାଙ୍ଗପୁର ସ୍ଥିତ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମନ୍ଦିର, ବୋରୀର ସିଦ୍ଧେଶ୍ଵର ମନ୍ଦିର,…

ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ଜାତୀୟ ସେବା ଯୋଜନା ଦ୍ବାରା ଦିନିକିଆ ଶିବିର ଆୟୋଜିତ

ବାଣପୁର:(ସେକ କୌସର):ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ଗୋଦାବରୀଶ ମହାବିଦ୍ୟାଳୟ ଓ ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଜାତୀୟ ସେବା ଯୋଜନା ର ସ୍ବେଚ୍ଛାସେବୀ ମାନଙ୍କ ଦ୍ବାରା ଏକ ଦିନିକିଆ ଶିବିର ଆୟୋଜନ କରାଯାଇ ବାଟୋଇ ତଥା ଗଛବାଲୁଙ୍କେଶ୍ବର ମନ୍ଦିରକୁ ଆସୁଥିବା ଭକ୍ତଜନ ମାନଙ୍କୁ…

ମହା ଶିବରାତ୍ରୀ ରେ ପ୍ରସିଦ୍ଧ କେଲିଆ ଶୈବ ପୀଠରେ ୩୦ ହଜାର ରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୬/୦୨/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ର ପ୍ରସିଦ୍ଧ କେଲିଆ ବାବା ଝାଡେଶ୍ୱର ଶୈବ ପୀଠରେ ଆଜି ପବିତ୍ର ମହା ଶିବରାତ୍ର ଉପ ଲକ୍ଷେ ୩୦ ହଜାର ରୁ ଉର୍ଦ୍ଧ ଭକ୍ତ ଙ୍କ ଜନ ସମାଗମ ହୋଇଛି।ନବରଙ୍ଗପୁର ଜିଲ୍ଲା,କଳାହାଣ୍ଡି ଜିଲ୍ଲା ସହ ପୋଡଶି ଛତିଶଗଡ…

ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

ରାୟଗଡା: ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା-୨୫.୦୨.୨୦୨୫ ରିଖ…

ବିଦ୍ୟୁତ ଟାୱାର ଉପରେ ଯୁବକ, ଉଦ୍ଧାର ପାଇଁ ପୋଲିସ ଓ ଅଗ୍ନିଶମ ବାହିନୀର ଅଭିଯାନ ଜାରୀ

https://youtu.be/7oy5dL_G7Xk ଶାସକ ପ୍ରଶାସକ (ଘନଶ୍ୟାମ ନାଗ): ବଲାଙ୍ଗିର ଜିଲ୍ଲା ର ପୁଇଁତଲା ଥାନା ଅଧୀନ ଖମାରମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସିଧେଶ୍ୱର ଭୋଇ ନାମକ ଜଣେ ଯୁବକ ଅଜଣା କାରଣରୁ ଏକ ବିଦ୍ୟୁତ ଟାୱାର ଉପରକୁ ଚଢ଼ି ଉନ୍ମତ୍ତ କାଣ୍ଡ କରୁଥିବା ଦେଖିବାକୁ…

ସମ୍ବଲପୁର ବଡତୁରଙ୍ଗରେ ବୁଣାକାର ଭାଇ ଭଉଣୀଙ୍କୁ ସହାୟତା ବିତରଣ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁରୀ ବ୍ରାଣ୍ଡର ବଜାର ଚାହିଦା ବଢାଇବା ଲକ୍ଷ୍ୟ- ଧର୍ମେନ୍ଦ୍ର ପ୍ରଧାନ • ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ(NHDP) ଅଧୀନରେ ହସ୍ତତନ୍ତ ବିକାଶ ସହାୟତା, ଲୁମ୍, ଲାଇଟିଂ ୟୁନିଟ୍ ଓ ସମର୍ଥ ବୁଣା ପ୍ରଶିକ୍ଷଣ ସାର୍ଟିଫିକେଟ୍ ବୁଣାକାରଙ୍କୁ ପ୍ରଦାନ • ସମ୍ବଲପୁର ଜିଲ୍ଲାରେ…

ସୋଆ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସର ‘ଆମିଟି ୨୦୨୫’ ଅନୁଷ୍ଠିତ

ଭୁବନେଶ୍ୱର, ଫେବୃଆରୀ ୨୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସର ବାର୍ଷିକ ମହୋତ୍ସବ ‘ଆମିଟି ୨୦୨୫’ ଫେବୃଆରୀ ୨୧ ଓ ୨୨ରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି ମହୋତ୍ସବକୁ ଶିକ୍ଷାନୁଷ୍ଠାନର ଡିନ୍ ପ୍ରଫେସର ଦିବ୍ୟଜ୍ୟୋତି ଦାସ ଉଦ୍ଘାଟନ…