ଖପ୍ରାଖୋଲ ୨୪/୫(ହେମସାଗର ସାହୁ)ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓଡ଼ିଆ ପାଳି ପଂଚାୟତ ବୁଢ଼ୀବାହାଲ ଗାଁ ବୁଲାଣି ଠାରେ ଜଣେ ବାଇକ ଆରୋହୀ ଦ୍ରୁତ ଗତି ରେ ଆସୁଥିବା ଵେଳେ ବାଇକ ଭାରସାମ୍ୟ ହରାଇ ଛିଟିକି ପଡ଼ିଥିବା ଵେଳେ ବାଇକ ଆରୋହୀ ଜଣକ ଗୁରୁତର ଆହତ ହୋଇଥିବା ଜଣାପଡିଛି I ଆହତ ବାଇକ ଆରୋହୀ ଜଣକ ବେଲପଡା ବ୍ଲକ ଗମ୍ଭାରୀ ପଂଚାୟତ ମାଲପଡା ଗାଁ ର ବୋଲି ସୂଚନା ମିଳିଛି I ବାଇକ ଆରୋହୀ ଙ୍କୁ ଗୁରୁତର ଥିବା ଵେଳେ ତା ଙ୍କୁ ଖପ୍ରାଖୋଲ ପୋଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରି ଖପ୍ରାଖୋଲ ଡାକ୍ତର ଖାନା କୁ ଆଣିଥିବା ଜଣା ପଡିଛି I
Sign in
Sign in
Recover your password.
A password will be e-mailed to you.