ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ ପୂରଣ କେବେ?
ଝାରବନ୍ଧ - ମନୋହର ଦାଶ: ରାଜ୍ୟ ରେ ନୂଆ ସରକାର ଆସିବାର ପାଖା ପାଖି ୯ମାସ ହେଲାଣି ଏ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ନିଯୁକ୍ତି ହୋଇପାରିନାହିଁ ।ପଶ୍ଚିମ ଓଡ଼ିଶା ର ବିକାଶ ପାଇଁ ୨୫ବର୍ଷ ପୂର୍ବେ ୧୯୯୮-୧୧ ନଭେମ୍ବର ମସିହା ରେ ଆରମ୍ୱ ହୋଇଥିଲା ।ରାସ୍ତା,ଘାଟ,କୋଠା, ବାଡି…