ବାଲାଜୀ ମନ୍ଦିରରେ ନିଶୁଳ୍କ ବ୍ରତୋପନୟନ;୩ ରାଜ୍ୟର ୨୪ ଜଣ ହେଲେ ବ୍ରହ୍ମଚାରୀ
ପୁରୀ (ଅନିମେଶ ପଟ୍ଟନାୟକ): ସୋମବାର ସ୍ଥାନୀୟ ଲୋକନାଥ ରୋଡ଼ ସ୍ଥୀତ ଥାନପତୀ ଶ୍ରୀବାଲାଜୀ ମନ୍ଦିରରେ ନିଶୁଳ୍କ ବ୍ରତୋପନୟନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୪ ଜଣଙ୍କୁ ଅନୁଷ୍ଠାନିକ ଭାବେ ପରମ୍ପରା ଅନୁଯାଇ ବହ୍ମଚାରୀ କରାଯାଇଛି ।ପୁରୀର ଶ୍ରୀରାମ ଚନ୍ଦ୍ର ସ୍ୱାମୀ ଚାରିଟେବୁଲ ଟ୍ରଷ୍ଟ ତଥା…