- Hits: 452
ବିଜୁଳି ବିଲ : ୨୫ ହଜାର ଟଙ୍କାରୁ ଉର୍ଧ୍ଵ ବାକିଆ ପଡିଥିବା ଉପଭୋକ୍ତାମାନଙ୍କୁ ନୋଟିସ ଦିଆଯାଉ-କ୍ୟାପଟେନ ମିଶ୍ର
ଶକ୍ତି ବିଭାଗର ୫"ଟି' ସଂପର୍କିତ ସମୀକ୍ଷା ବୈଠକ ଭୁବନେଶ୍ୱର, (ଶାସକ ପ୍ରଶାସକ): ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର ଆଜି ପୂର୍ବାହ୍ନରେ ଖାରବେଳ ଭବନସ୍ଥିତ ଶକ୍ତି ବିଭାଗ...







