- Hits: 1022
ବଲାଣି ପୋଲିସ ହାତରେ ବାଇକ ଚୋର : ହୋଣ୍ଡା ସାଇନ ଜବତ
ବଡ଼ବିଲ : (ଶାସକ ପ୍ରଶାସକ) : ବଲାଣି ପୋଲିସ ହାତରେ ଆଜି ଜଣେ ବାଇକ ଚୋର ଧରାପଡିଛି। ଅଭିଯୁକ୍ତ ଜଣକ ହେଲା ପଶ୍ଚିମବଙ୍ଗ ମୁର୍ଶୀଦାବାଦ୍ ଅଂଚଳର ଚାଇନା ଓରଫ ମୁସ୍ରାଲିମ ଶେଖ(୨୭)। ସେ ବଡ଼ବିଲ ମହାନ୍ତ ବସ୍ତି ଅଞ୍ଚଳରେ ରହୁଥିଲା। ପୋଲିସ...








