ହେଡଲାଇନସ୍:

ଡଇଁଚା ଘାଟିରେ ଓଲଟିପଡିଲା ପିକଅପ୍ ; ୩ ଆହତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ରେଢାଖୋଲ ଥାନା ଡଇଁଚା ଘାଟି ଠାରେ ଏକ ିକ୍ଅ ଭ୍ୟାନ୍ ଓଲଟି ପଡିଥିବା ଖବର ହସ୍ତଗତ ହୋଇଛି ।

  ପ୍ରକାଶ ଯେ ନାକ୍ଟିଦେଉଳ ପଟୁ ରେଢାଖୋଲ ରାସ୍ତାରେ ଗାଡିଟି ଯାଉଥିଲା । ଡଇଁଚା ଘାଟି ନିକଟରେ ପିକଅପ୍ ର ଚକା ଭାଟିଯିବାରୁ ପିକ୍ଅପ୍ ଟି ଓଲଟି ପଡିଥିଲା  । ପିକଅପ୍ ରେ ବସିଥିବା ୩ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଆମ୍ବୁଲାନ୍ସ ରେ ରେଢାଖୋଲ ଡାକ୍ତରଖାନାକୁ ନିଆଯାଇଥିିଲା । ସେମାନଙ୍କର ପରିଚୟ ମିଳିପାରିନାହିଁ ।

0
0
0
s2sdefault