- Hits: 555
ଆମ ସମସ୍ତଙ୍କୁ ମିଳିମିଶି ଧୈର୍ଯ୍ୟ ଓ ସାହାସର ସହ କରୋନା ଆହ୍ୱାନର ମୁକାବିଲା କରିବାକୁ ପଡିବ - ଧର୍ମେନ୍ଦ୍ର ପ୍ରଧାନ
କୋରନା ମୁକାବିଲା ନେଇ ସାମାଜିକ ଗଣମାଧ୍ୟମରେ ସଚେତନତାର ବାର୍ତା ଦେଲେ କେନ୍ଦ୍ରମନ୍ତ୍ରୀ କରୋନା ଭାଇରସକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ସକରାତ୍ମକ ପଦକ୍ଷେପ ନେଉଛନ୍ତି ଭୟଭୀତ ହେବା ବଦଳରେ ପ୍ରତିଷେଧକ ଓ...








