ହେଡଲାଇନସ୍:

ପାଟ୍ରୋଲିଂ ସମୟରେ ସନ୍ଦେହରେ କାରକୁ ଅଟକାଇଲା ପୋଲିସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବନ୍ଧୁକ ସହ ବିଭିନ୍ନ ମାରଣାସ୍ତ୍ର ଜବତ 


ବସ୍ତା ୨୫/୬:ବାଲେଶ୍ଵର ଜିଲ୍ଲାରେ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରୁଥିବା ବେଳେ ବୁଧୁବାର ରାତ୍ରୀରେ ସିଂଲା ପେଟ୍ରୋଲିଂ କରୁଥିବା ସମୟରେ ଏକ କାରାରେ ୫ ଜଣ ବସି ଯାଉଥିବା ସନ୍ଧେହ କରି ପୋଲିସ ଅଟକାଇ ଥିଲେ।ଅଟକାଇବା ପରେ ତାଙ୍କୁ ପଚରା ଉଚୁରା କରିବାରୁ ସନ୍ତୋଷ ଜନକ ଉତ୍ତର ନ ମିଳିବାରୁ ଗାଡ଼ି ଟିକୁ ଅଟକ ରଖିଥିଲେ। ଡକା ୟତି ଯୋଜନା କରୁଥିବା ସନ୍ଧେୟ ପୋଲିସର ଯାଞ୍ଚ କରିବା ଫଳରେ ଦୁଇଟି ବନ୍ଧୁକ ସମେତ ୧୦ ଟି ଅଫୂଟା ଗୂଳି,ଗୋଟିଏ କାର,୩ ଡକାୟତ,କଟୁରୀ,ଶାବଳ,ଛୂରୀ ସମେତ ବିଭିନ୍ନ ମାରଣାସ୍ତ୍ର ଜବଦ କରିବା ସହ ଗିରଫ କରିଥିଲେ। ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବସ୍ତା-ବାଲିଆପାଳ ମୁଖ୍ଯରାସ୍ତାର ପୁଟୁରା ଛକରେ ଚଢଉ କରି ଜବଦ କରିଛି ପୋଲିସ,ବିଳମ୍ବିତ ରାତିରେ ଏକ କାରରେ ୫ ଜଣ ଯାଉଥିବା ବେଳେ ସିଂଲା ପୋଲିସ ସେମାନଙ୍କ ପିଛା କରି ଅତ ର୍କିତ ଭାବେ ଚଢଉ କରିଥିଲା। ଘଟଣା ସ୍ଥଳରୁ ୨ ଜଣ ଚମ୍ପଟ ମାରିଥିବା ବେଳେ ଦୁଇ ନାବାଳକ ସମେତ ୩ ଜଣକୁ ଗିରଫ କରିଛି ପୋଲିସ,କାର ଭିତରୁ ଦୁଇଟି ଗୂଳି ଭର୍ତ୍ତି ବନ୍ଧୁକ ସମେତ ବିଭିନ୍ନ ମାରଣାସ୍ତ୍ର ଜବଦ ହୋଇଥିବା ବେଳେ ଗିରଫ ସମସ୍ତଙ୍କ ଘର ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ସିଂଲା ଥାନା ପରିସର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଛନ୍ତି ବସ୍ତା ଏସଡିପିଓ ସମର୍ଥ ବେହେରା,ତେବେ ଏମାନଙ୍କ ନାମରେ ପୂର୍ବରୁ କୌଣସି ଥାନାରେ ମାମଲା ଅଛି କି ନାହିଁ କମ୍ବା ଅନ୍ଯ କୌଣସି ଡକାୟତି କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି କି ନାହିଁ ସେ ନେଇ ତଦନ୍ତ ଚଳାଇଛନ୍ତି ପୋଲିସ।

0
0
0
s2sdefault